Browsing Category

ମନୋରଂଜନ

“ଆପ ହେଁ ତୋ ହମ ହେଁ”, ଭିଡିଓ ପୋଷ୍ଟ କରି ସିଆଇଏସଏଫ ଯବାନ ମାନଙ୍କୁ କାହିଁକି ଏମିତି କହିଲେ ଖିଲାଡୀ…

କରୋନା ମହାମାରୀ ଓ ଏଥିନେଇ ଜାରି ହୋଇଥିବା ଲକଡାଉନ କାରଣରୁ ଅଭିନେତା ଅକ୍ଷୟ କୁମାର ଅଧିକାଂଶ ସମୟ ନିଜ ଘରେ ହିଁ କାଟୁଛନ୍ତି । ଏଭିତରେ ସେ ଫିଲ୍ମର ସ୍କ୍ରିପ୍ଟ ଲେଖୁଥିବା ଜଣାଯାଇଛି । ଏହା ସହ ସମୟ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି । ଭିଡିଓ ଗୁଡିକ ଜରିଆରେ…

ସୁଶାନ୍ତ ସିଂହ ରାଜପୁତଙ୍କ ଜବରା ଫ୍ୟାନ୍‌, ଆକ୍ଟରଙ୍କୁ ଏତେ ଭଲ ପାଆନ୍ତିଯେ ବାଣ୍ଟୁଛନ୍ତି ସୁଶାନ୍ତଙ୍କ ଫଟୋ ଥିବା…

ସୁଶାନ୍ତ ସିଂହ ରାଜପୁତଙ୍କ ଅକସ୍ମାତ ମୃତ୍ୟୁରେ ତାଙ୍କ ପରିବାର, ସାଙ୍ଗ ସାଥି ଏବଂ ବନ୍ଧୁଙ୍କୁ ଏକ ବହୁତ ଝଟକା ଲାଗିଛି। ସୁଶାନ୍ତଙ୍କ ନିଧନ ପରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଯେମିତି ଛାଇ ହୋଇ ରହିଛି। କୌଣସି ବି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ସବୁ ଆଡେ ଏବେ କେବଳ…

ମୃତ୍ୟୁର ଦଶ ଦିନ ପରେ ବି ଚର୍ଚ୍ଚାରେ ରହିଛନ୍ତି ସୁଶାନ୍ତ ସିଂହ ରାଜପୁତ, ମରିଛନ୍ତି ‘ASPHYXIA’ରେ

ମୁମ୍ବାଇ : ମୃତ୍ୟୁର ଦଶଦିନ ପରେ ଆସିଲା ବଲିଉଡ୍ ହିରୋ ସୁଶାନ୍ତ ସିଂହ ରାଜପୁତଙ୍କ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ । ପୂର୍ବରୁ କେବଳ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିଲା । ଏବେ କିନ୍ତୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି । ସେ ସମ୍ପର୍କରେ ବିସ୍ତତ ଭାବେ ଜାଣିବା ପାଇଁ…

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓ ଅଭିନେତ୍ରୀ ଦୀପା ସାହୁଙ୍କୁ ଡାକ୍ତରଖାନାରେ ଭେଟିଲେ ଅଭିନେତ୍ରୀ ରାଣୀ ପଣ୍ଡା,କଲେ…

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓ କ୍ୟାନସରରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଲବମ୍‌ ଓ ସିନେ ଅଭିନେତ୍ରୀ ଦୀପା ସାହୁ । ବହୁ ବରିଷ୍ଠ ସିନେ ଅଭିନେତା ଅଭିନେତ୍ରୀମାନେ ହସ୍ପିଟାଲରେ ପହଞ୍ଚି ସେମାନଙ୍କ…

ଭାଇରଲ ହେଉଛି ବଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍‌, ଫଟୋ ଦେଖି ଚିହ୍ନିପାରିବେ ତ !

ଭାରତୀୟ କ୍ରିକେଟରଙ୍କ ‘ଫିମେଲ ଭର୍ସନ’ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏବେ ଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍‌ ଭାଇରଲ ହେବାରେ ଲାଗିଛି। ଏହି ଫଟୋରେ ଦୀପିକା ପାଦୁକୋନ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚେପ୍ରା, ସୋନ କପୁର, ଶ୍ରଦ୍ଧା କପୁର, କଙ୍ଗନା ରଣାଓ୍ଵତ, କିଆରା ଆଡଭାନୀ, ତମ୍ମନା ଭାଟିଆ…

କଲରଫୁଲ ଡ୍ରେସରେ କ୍ୟାଟ୍ରିନା କଲେ ଫଟୋଶୁଟ୍‌, ଡ୍ରେସର ଦାମ ଶୁଣିଲେ ଉଡିଯିବ ହୋସ୍‌

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କେବଳ ଆକ୍ଟିଂ ପାଇଁ ନୁହେଁ ବରଂ ଫ୍ୟାଶନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ଲୋକେ ଘରୁ ବାହାରୁନଥିବା ବେଳେ ବଲିଉଡ ସେଲିବ୍ରିଟିଙ୍କ ଫଟୋ ଶୁଟ୍‌ ଆରମ୍ଭ ହୋଇଗଲାଣି। ଏବେ କ୍ୟାଟ୍ରିନା କିଛି ଫଟୋ…

‘ଶ୍ରୀକୃଷ୍ଣ’ରେ କୃଷ୍ଣ ଭୂମିକାରେ ଅଭିନୟ ପାଇଁ ଭଗବାନଙ୍କ ନିକଟରେ ସର୍ତ୍ତ ରଖିଥିଲେ ସର୍ବଦମନ, ସତରେ ଦର୍ଶନ ଦେଇଥିଲେ…

ରାମାନନ୍ଦ ସାଗରଙ୍କ ଧାରାବାହିକ ‘ଶ୍ରୀକୃଷ୍ଣ’ରେ ମୁଖ୍ୟ ତଥା କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସର୍ବଦମନ ଡି ବାନାର୍ଜୀ ଜଣେ ଲୋକପ୍ରିୟ କଳାକାର। କୃଷ୍ଣ ଚରିତ୍ର ହିଁ ତାଙ୍କୁ ଘରେ ଘରେ ପରିଚିତ କରିଥିଲା। ଏହି ରୋଲ କରିବା ପଛରେ ଏକ ସୁନ୍ଦର କାହାଣୀ ରହିଛି, ଯାହା ଅଧିକାଂଶ ଲୋକ…

ମାସ୍କକୁ ହିନ୍ଦୀରେ କ’ଣ କୁହନ୍ତି ଜାଣିଛନ୍ତି କି! ଯଦି ଜାଣିନାହାନ୍ତି ତେବେ ଅମିତାଭଙ୍କ ଠାରୁ ଜାଣନ୍ତୁ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ପ୍ରାୟତଃ ମୋଟିଭେସନାଲ ଓ ମସ୍ତିଭରା ପୋଷ୍ଟ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ଏବେ ଅମିତାଭ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ମାସ୍କକୁ ହିନ୍ଦୀରେ କ’ଣ କୁହନ୍ତି ତାହା କହିଛନ୍ତି। ଏଥିରେ…

ସୁଶାନ୍ତଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କଲେ ସାରା, କହିଲେ ‘ ଇନ୍‌ଶାଆଲ୍ଲା ଆକ୍ଟିଂ ଶିଖ୍‌ ଲି..’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମଗ୍ର ବଲିଉଡ ଠାରୁ ଆରମ୍ଭ କରି ଫ୍ୟାନ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଏବଂ ମହେଶ ଭଟ୍ଟଙ୍କ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏବେ ସୁଶାନ୍ତଙ୍କ ଫିଲ୍ମ…

ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଅବସ୍ଥାକୁ ନେଇ ଭୀଷଣ ରାଗିଲେ ଓଡ଼ିଆ ଗାୟିକା ସୋନା ମହାପାତ୍ର, ସଂଗୀତ ପ୍ରେମୀଙ୍କୁ କହିଲେ ଏମିତି…

ବିଭିନ୍ନ କାରଣ ପାଇଁ ଅଧିକାଂଶ ସମୟରେ ବିବାଦରେ ରହୁଥିବା ବଲିଉଡ ଗାୟିକା ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର କିନ୍ତୁ ସୋନା ନିଜ ଗୀତ ପାଇଁ ନୁହେଁ, ଅନ୍ୟ ଏକ କାରଣ ପାଇଁ ହିଁ ବିଶେଷ ଭାବେ ଲୋକଲୋଚନକୁ ଆସିଛନ୍ତି । ସୋନା ସଂଗୀତ ପ୍ରେମୀ ମାନଙ୍କୁ ଅନୁରୋଧ…

ସୋନୁ ନିଗମ୍‌ଙ୍କ ‘ମ୍ୟୁଜିକ୍‌ ମାଫିଆ’ ବୟାନକୁ ସମର୍ଥନ ଜଣାଇଲେ ଅଦନାନ୍‌ ସାମି, କହିଲେ ‘ଏମାନେ ସବୁକିଛି…’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍‌ ବା ପରିବାରବାଦ କଥା ଉଠିଛି। ଏବେ ଏହି ମାମଲାରେ ଗାୟକ ସୋନୁ ନିଗମ୍‌ ମଧ୍ୟ ମୁହଁ ଖୋଲିଛନ୍ତି। କେବଳ ସିନେ ଇଣ୍ଡଷ୍ଟ୍ରୀରେ ନୁହେଁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀରେ ମଧ୍ୟ ମାଫିଆ ଥିବା ମୁଦ୍ଦା ଉଠାଇ ସେ ମାମଲାକୁ ଆହୁରି ଗମ୍ଭୀର…

ଯେତେବେଳେ ସୁଶାନ୍ତ ସିଂହ ରାଜପୁତ କରିଥିଲେ ଶାହରୁଖ ଖାନଙ୍କ ଆକ୍ଟିଙ୍ଗ୍‌, ଏପରି ରିଆକସନ୍‌ ଦେଲେ କିଙ୍ଗ୍‌ ଖାନ…

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ନିଜ ଅନ୍ଦାଜରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରାଇଥାନ୍ତି। ନିଜ ଫିଲ୍ମ ସହିତ ନିଜ ଷ୍ଟାଇଲ ପାଇଁ ମଧ୍ୟ ଲୋକଙ୍କ ପାଖରେ ବେଶ ପପୁଲାର ହୋଇଥିଲେ ସୁଶାନ୍ତ ସିଂହ ରାଜପୁତ। ତେବେ ସମସ୍ତେ ଜାଣିଛନ୍ତି ଯେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କର ବହୁତ ବହୁତ…