Below header
Browsing Category

ମନୋରଂଜନ

କରୋନା କାଳରେ ଏମିତି ହେବ କପଲ୍‌ଙ୍କ ମଧ୍ୟରେ ରୋମାନ୍ସ, ଫଟୋ ସେୟାର କରି ଜଣାଇଲେ ଅପାରଶକ୍ତି

କରୋନା ମହାମାରୀ ସମୟରେ କେମିତି କରିବେ ରୋମାନ୍ସ। କ’ଣ ସାମାଜିକ ଦୂରତ୍ୱ ରଖି ଭଲପାଇବା ସମ୍ଭବ ହୋଇପାରିବ ? ଏମିତି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ରହିଛି। କିନ୍ତୁ କରୋନା କାଳରେ କିପରି ରୋମାନ୍ସ କରିବେ ସେ ବିଷୟରେ ଅଭିନେତା ଅପରାଶକ୍ତି ଖୁରାନା ଫଟୋ ସେୟାର କରି ଜଣାଇଛନ୍ତି।…

ସାନ ଭଉଣୀ ସହ ଥ୍ରୋ-ବ୍ୟାକ ଫଟୋ ସେୟାର କଲେ ଏହି ଅଭିନେତ୍ରୀ, ଚିହ୍ନନ୍ତୁ କିଏ ?

ଦେଶ ବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଫିଲ୍ମ ଷ୍ଟାର ମାନଙ୍କ ଥ୍ରୋ-ବ୍ୟାକ ଫଟୋ ସେୟାର କରିବା ଘଟଣା ବଢିଯାଇଛି । କେବେ ଷ୍ଟାର ମାନେ ନିଜେ ନିଜର ପୁରୁଣା ଫଟୋ ଗୁଡିକୁ ସେୟାର କରୁଛନ୍ତି ତ କେବେ ସେମାନଙ୍କ ଫ୍ୟାନ୍ସ ମାନେ ପୋଜ ସହ ନିଜ ପ୍ରିୟ ସେଲିବ୍ରିଟି ମାନଙ୍କ ଫଟୋ ସୋସିଆଲ…

ଇଣ୍ଡଷ୍ଟ୍ରିରୁ ମିଳିଲାନି ସପୋର୍ଟ, ବାଧ୍ୟ ହୋଇ MAMI ବୋର୍ଡ଼ରୁ ଇସ୍ତଫା ଦେଲେ କରଣ ଜୋହର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଯିମ, ଲବିଙ୍ଗ ଏବଂ ପକ୍ଷପାତିତା ପ୍ରସଙ୍ଗ ପୁଣି ଥରେ ଆରମ୍ଭ ହୋଇଯାଇଛି । କରଣ ଜୋହର, ଆଦିତ୍ୟ ଚୋପ୍ରା ଏବଂ ମହେଶ ଭଟ୍ଟଙ୍କ ପରି ବଡ ଚଳଚ୍ଚିତ୍ର ନିର୍ମାତାମାନେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ ହେଉଛନ୍ତି ଏବଂ…

ଏହି ସାଉଥ ଅଭିନେତ୍ରୀଙ୍କୁ ଧମକାଇ କରୁଥିଲେ ବ୍ଲାକମେଲ, ଏବେ ପୋଲିସ ହାତରେ ଧରାପଡିଲେ

ସାଉଥ ଅଭିନେତ୍ରୀ ଶାମନା କାସିମଙ୍କୁ ଅନେକ ଦିନରୁ ଧମକ ମିଳିବା ସହିତ ବ୍ଲାକମେଲ ହେଉଥିବା ନେଇ ଶାମନାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଖବର ମୁତାବକ, ମାରଡୁ ପୋଲିସ ଥାନାରେ ଅଭିଯୋଗ ହେବା ପରେ ମାମଲାର ତଦନ୍ତ ହୋଇ କେରଳ ପୋଲିସ ୪ ଜଣକୁ ଗିରଫ କରିଛି। ପୋଲିସ ଅଧିକାରୀଙ୍କ…

ସାଙ୍ଗ ପାଇଁ କରିବେ କର୍ତ୍ତବ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘Dil Bechara’ର ପ୍ରମୋସନ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସାମୟିକ ନିଧନରେ ସାରା ଦେଶର ସିନେପ୍ରେମୀଙ୍କୁ ଏକ ବଡ ଝଟକା ଲାଗିଛି। ସେହିପରି ଆକ୍ଟରଙ୍କ ଅକସ୍ମାତ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ଅଭିନେତା ରାଜକୁମାର ରାଓ। ସୋସିଆଲ ମିଡିଆରେ ରାଜକୁମାର ଲେଖିଛନ୍ତି, ‘ଆପଣ ବହୁତ ମନେ ପଡିବେ’। ଆଉ ଏବେ…

ଫିଲ୍ମ ‘ବେଫିକ୍ରେ’ରେ ସୁଶାନ୍ତଙ୍କୁ ରିପ୍ଲେସ କରିଥିଲେ ରଣବୀର, ନିଜେ ଖୁଲାସା କରିଥିଲେ ସୁଶାନ୍ତ

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର ଫିଟିବାରେ ଲାଗିଛି। ଏହି ଉଦୟମାନ ବଲିଉଡ ହିରୋଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏମିତି ସବୁଦିନ ବିଭିନ୍ନ ପ୍ରକାର ଚର୍ଚ୍ଚା ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ୟଶରାଜ ଫିଲ୍ମସରେ…

ଆସନ୍ତା ମାସରେ ରିଲିଜ ହେବ ଫିଲ୍ମ “ଦିଲ ବେଚାରା”, କିନ୍ତୁ ଦେଖିବାକୁ ନାହାନ୍ତି ସୁଶାନ୍ତ…

ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ଅତ୍ମହତ୍ୟା ଖବର ଯେମିତି ଦେଶବାସୀଙ୍କୁ ଏକ ପ୍ରକାର ହତବାକ କରିଦେଇଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଯେମିତି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ସୁଶାନ୍ତ ଏମିତି କାହିଁକି କଲେ ? ସୁଶାନ୍ତଙ୍କ ଏପରି ଏକ କ୍ରୁର ନିଷ୍ପତ୍ତି ନେବା ପଛର…

ଷ୍ଟାର କିଡ୍‌ସଙ୍କ ବିନା ମେକ୍‌ଅପ୍‌ ଫଟୋ ସେୟାର କଲେ କଙ୍ଗନା, କହିଲେ- ‘କରନ୍‌ ଜୋହର କହୁଛନ୍ତି ଏମାନେ ସୁନ୍ଦରୀ’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନେପୋଟିଜମ୍‌ ବା ପରିବାରବାଦ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ସେବେଠାରୁ ସୋସିଆଲ ମିଡିଆରେ ‘ପାପା ହେ ନା’ ହ୍ୟାସ୍‌ ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ମାଧ୍ୟମରେ ଫ୍ୟାନ୍‌ମାନେ ନେପୋଟିଜମ୍‌କୁ ନେଇ କମେଣ୍ଟ କରୁଛନ୍ତି। ଏହି ହାସ୍‌ଟ୍ୟାଗ୍‌…

ଆତ୍ମହତ୍ୟା କଲେ ଆଉ ଜଣେ ସେଲିବ୍ରିଟି, ଶୁଣନ୍ତୁ କଣ କହୁଛନ୍ତି ତାଙ୍କ ମ୍ୟାନେଜର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିକଟରେ ଆତ୍ମହତ୍ୟା କରିଛନ୍ତି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କ ମନରୁ ଲଭିନାହିଁ । ଏହି ଘଟଣାକୁ ବେଶୀ ଦିନ ନହୋଇଥିବା ବେଳେ ଆତ୍ମହତ୍ୟାର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । 16 ବର୍ଷୀୟ ସୋସିଆଲ ମିଡିଆ ତାରକା ସିୟା କକ୍କର ଆତ୍ମହତ୍ୟା…

ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନଙ୍କ କାର ଦୁର୍ଘଟଣାଗ୍ରସ୍ତ, ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦା କଲେ କିଛି ଏପରି ..ଦେଖନ୍ତୁ…

ହିନ୍ଦୀ ସିନେମା ଅଭିନେତା ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜାଙ୍କ କାର ସହିତ ଗତ ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ କୌଣସି କ୍ଷୟକ୍ଷତି ହୋଇନଥିବା ଏବଂ ଉଭୟ ପକ୍ଷଙ୍କ ସହମତିରେ ପୋଲିସର ଅଭିଯୋଗ ବିନା ମାମଲାର ସମାଧାନ ହୋଇଥିବା ଜଣାପଡିଛି । ଏହି ଘଟଣା ରାସ୍ତାରେ କେହି…

‘ରାମାୟଣ’ରେ ଏମିତି ସୁଟିଂ ହୋଇଥିଲା କୁମ୍ଭକର୍ଣ୍ଣ ଓ ରାମଙ୍କ ଯୁଦ୍ଧ ସିନ୍‌, ଖୁଲାସା କଲେ ସୁନୀଲ ଲହରୀ

ରାମାନନ୍ଦ ସାଗରଙ୍କ ଶୋ’ ରାମାୟଣ ପୁଣିଥରେ ଟିଭି ପରଦାକୁ ଫେରିଛି। ଦୂରଦର୍ଶନ ପରେ ଏବେ ଏହାର ଟେଲିକାଷ୍ଟ ଷ୍ଟାର ପ୍ଲସ୍‌ରେ ହେଉଛି। ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ରାମାୟଣ ପ୍ରସାରିତ ହେବା ପରଠୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଗତ କିଛି ମାସ ହେଲା ସେ…

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆସିଲା ନୂଆ ମୋଡ, ଟ୍ୱିଟରରୁ କିଛି ଖାସ ସୂଚନା ସଂଗ୍ରହ କରୁଛି ପୋଲିସ

ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପୋଲିସ ଖୁବ ଶୀଘ୍ର ଟ୍ୱିଟରକୁ ଏକ ଚିଠି ଦେବାକୁ ଯାଉଛି। ସନ୍ଦେହ କରାଯାଉଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟ ଗତ କିଛି ମାସ ହେବ ଡିଲିଟ କରାଯାଇଛି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ପୋଲିସର ତଦନ୍ତ ଯେତେ ଜୋରଦାର…