Below header
Browsing Category

ମନୋରଂଜନ

ନିଜଠାରୁ ବୟସରେ ବଡ଼ ଝିଅଙ୍କୁ ବିବାହ କରିଛନ୍ତି ଏହି ୫ ଜଣ ଟିଭି କଳାକାର, ଏବେ ଏମିତି କଟୁଛି ଜୀବନ

ଏକ ଭଲ ସମ୍ପର୍କର ମୂଳ ଆଧାର ହେଉଛି ପ୍ରେମ। ସ୍ୱାମୀ-ସ୍ତ୍ରୀଙ୍କ ବୟସ ରିଲେସନ୍‌ସିପ୍‌ ଉପରେ କୌଣସି ପ୍ରଭାବ ପକାଇନଥାଏ। ଯେକୌଣସି ସମ୍ପର୍କରେ ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଥିବ ତେବେ ଆଉ କୌଣସି ଜିନିଷର ଆବଶ୍ୟକତା ନଥାଏ। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହିଁ ସମ୍ପର୍କକୁ ମଜଭୁତ…

ମୃତ୍ୟୁପରେ ପ୍ରଥମଥର ପାଇଁ ମୁଂହ ଖୋଲିଲେ ସୁଶାନ୍ତଙ୍କ ପରିବାର, ନିଜର ଏକମାତ୍ର ଲାଡଲା ପାଇଁ ଲେଖିଲେ ଏହିସବୁ କଥା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ନେଇ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖିତ । ପ୍ରଶଂସକମାନେ ସୋସିଆଲ ମିଡିଆରେ ଏବେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ତେବେ ଏହା ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ତାଙ୍କ ମୃତ୍ୟୁପରେ ପ୍ରଥମ ଥର…

ସୁଟିଂ ଅଧାରୁ ଗୋବିନ୍ଦାଙ୍କୁ ‘ଜୁଡ଼ଓ୍ଵା’ ଫିଲ୍ମ ଛାଡ଼ିବାକୁ ବାଧ୍ୟ କରିଥିଲେ ସଲମାନ୍‌, ଖୁଲାସା କଲେ ଚିଚି

ସମସ୍ତେ ଜାଣନ୍ତି ଯେ ସଲମାନ୍‌ ଖାନ୍‌ ଓ ଗୋବିନ୍ଦା ଭଲ ବନ୍ଧୁ। ସଲମାନ୍‌ ଖାନ୍‌ଙ୍କ ଯୋଗୁ ହିଁ ଗୋବିନ୍ଦା ପୁନର୍ବାର ପାର୍ଟନର ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରିଥିଲେ। ଉଭୟେ ସଲମାନ୍‌ ଓ ଗୋବିନ୍ଦା ଏହି ଫିଲ୍ମରେ ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମ ସୁପର ଡୁପର ହିଟ୍‌ ହୋଇଥିଲା। ପାର୍ଟନର…

ବିଗବସ14: ୧୩ ଜଣ ସେଲିବ୍ରିଟିଙ୍କ ସହ ୩ ଜଣ ସାଧାରଣ ଲୋକ ଆସିବେ ନଜର, ଜଙ୍ଗଲ ଥିମ ହେବ ଏଥରର ବିଶେଷ ଆକର୍ଷଣ

କରୋନା ପାଇଁ ଅନେକ କାମ ଏପର‌୍ୟ୍ୟନ୍ତ ଅଟକି ରହିଛି କିନ୍ତୁ ଏହା ମଧ୍ୟରେ ବିଗବସ୍ ୧୪ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।ସୂଚନା ଅନୁଯାୟୀ ଏହି ଶୋ ଏକ ମାସ ବିଳମ୍ବ ଅର୍ଥାତ ଅକ୍ଟୋବରର ଶେଷ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । କୁହାଯାଉଛି ଯେ ପ୍ରତିଯୋଗୀଙ୍କ ନାମ ଚୂଡାନ୍ତ ହୋଇଛି ।…

ନିଜ କ୍ୟାରିୟରରେ ୩୦-୪୦ଟି ଫିଲ୍ମକୁ ଛାଡ଼ିଛନ୍ତି ସୁଶାନ୍ତ ସିଂହ ରାଜପୁତ, ନିକଟତମ ବନ୍ଧୁ କଲେ ଖୁଲାସା

ଡିପ୍ରେସନ୍‌ ଯୋଗୁ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନ୍ୟ କାରଣ ଥିବା ଆଲୋଚନା ହେଉଛି। ବଡ଼ ବ୍ୟାନର ଫିଲ୍ମରୁ ତାଙ୍କୁ ବାହାର କରାଯାଇଥିବାରୁ ସେ ଡିପ୍ରେସନ୍‌ରେ ଥିବା ଅଭିଯୋଗ ହେଉଛି। ତେବେ ଇତି ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ ତଥା ଫିଲ୍ମ ନିର୍ମାତା…

ମୃତ୍ୟୁ ପରେ ବି ସୁଶାନ୍ତଙ୍କ ସୋସିଆଲ ମିଡିଆକୁ ବ୍ଯବହାର କରୁଛି କିଏ? ମୋଦି ଓ ଶାହାଙ୍କୁ ଟ୍ଯାଗ କରି ପ୍ରଶ୍ନ କଲେ ରୂପା…

ଦିଗ୍ଗଜ ଅଭିନେତ୍ରୀ ଏବଂ ଭାଜପା ସାଂସଦ ରୂପା ଗାଙ୍ଗୁଲୀ ଆଶ୍ଚର୍ଯ୍ଯ କଲା ଭଳି ଅଭିଯୋଗ ଲଗାଇଛନ୍ତି। ରୂପା ଗାଙ୍ଗୁଲୀଙ୍କ କହିବାନୁଯାୟୀ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କିଏ ଜଣେ ବ୍ଯବହାର କରୁଛନ୍ତି। ଏଥିସହ ରୂପା ଏହା ମଧ୍ଯ କହିଛନ୍ତି ତଥ୍ଯ ପ୍ରମାଣକୁ…

‘ମୁଁ ମୃତ୍ୟୁକୁ ସବୁଠୁ ଅଧିକ ଭୟ କରେ’, ଆତ୍ମହତ୍ୟା ପରେ ଭାଇରାଲ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଭିଡିଓ

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ସମେତ ଫ୍ୟାନ୍‌ଙ୍କୁ ବି ଦୋହଲାଇ ଦେଇଛି। ଲୋକଙ୍କୁ ବିଶ୍ୱାସ ହେଉନାହିଁ ଯେ ସୁଶାନ୍ତ ସୁଇସାଇଡ୍‌ କରିଥିବେ। ତେବେ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୁଶାନ୍ତ କହୁଛନ୍ତି ଯେ ତାଙ୍କୁ…

ପୁଣି ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ପୁଣି ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ । ଗୁଜରାଟର ସୂୂତାମିଲରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଅସୁସ୍ଥ ଯୁବକ ରମାକାନ୍ତଙ୍କୁ କାର ଓ ବସରେ ଘରକୁ ଆସିବାର ବ୍ୟବସ୍ଥା କଲେ ସବ୍ୟସାଚୀ । ଦୁଇ ସପ୍ତାହ ତଳେ ରମାକାନ୍ତ ଅସୁସ୍ଥ ହୋଇପଡିଥିଲେ ।…

କରୋନା କାଳରେ ଏମିତି ହେବ କପଲ୍‌ଙ୍କ ମଧ୍ୟରେ ରୋମାନ୍ସ, ଫଟୋ ସେୟାର କରି ଜଣାଇଲେ ଅପାରଶକ୍ତି

କରୋନା ମହାମାରୀ ସମୟରେ କେମିତି କରିବେ ରୋମାନ୍ସ। କ’ଣ ସାମାଜିକ ଦୂରତ୍ୱ ରଖି ଭଲପାଇବା ସମ୍ଭବ ହୋଇପାରିବ ? ଏମିତି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ରହିଛି। କିନ୍ତୁ କରୋନା କାଳରେ କିପରି ରୋମାନ୍ସ କରିବେ ସେ ବିଷୟରେ ଅଭିନେତା ଅପରାଶକ୍ତି ଖୁରାନା ଫଟୋ ସେୟାର କରି ଜଣାଇଛନ୍ତି।…

ସାନ ଭଉଣୀ ସହ ଥ୍ରୋ-ବ୍ୟାକ ଫଟୋ ସେୟାର କଲେ ଏହି ଅଭିନେତ୍ରୀ, ଚିହ୍ନନ୍ତୁ କିଏ ?

ଦେଶ ବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଫିଲ୍ମ ଷ୍ଟାର ମାନଙ୍କ ଥ୍ରୋ-ବ୍ୟାକ ଫଟୋ ସେୟାର କରିବା ଘଟଣା ବଢିଯାଇଛି । କେବେ ଷ୍ଟାର ମାନେ ନିଜେ ନିଜର ପୁରୁଣା ଫଟୋ ଗୁଡିକୁ ସେୟାର କରୁଛନ୍ତି ତ କେବେ ସେମାନଙ୍କ ଫ୍ୟାନ୍ସ ମାନେ ପୋଜ ସହ ନିଜ ପ୍ରିୟ ସେଲିବ୍ରିଟି ମାନଙ୍କ ଫଟୋ ସୋସିଆଲ…

ଇଣ୍ଡଷ୍ଟ୍ରିରୁ ମିଳିଲାନି ସପୋର୍ଟ, ବାଧ୍ୟ ହୋଇ MAMI ବୋର୍ଡ଼ରୁ ଇସ୍ତଫା ଦେଲେ କରଣ ଜୋହର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଯିମ, ଲବିଙ୍ଗ ଏବଂ ପକ୍ଷପାତିତା ପ୍ରସଙ୍ଗ ପୁଣି ଥରେ ଆରମ୍ଭ ହୋଇଯାଇଛି । କରଣ ଜୋହର, ଆଦିତ୍ୟ ଚୋପ୍ରା ଏବଂ ମହେଶ ଭଟ୍ଟଙ୍କ ପରି ବଡ ଚଳଚ୍ଚିତ୍ର ନିର୍ମାତାମାନେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ ହେଉଛନ୍ତି ଏବଂ…

ଏହି ସାଉଥ ଅଭିନେତ୍ରୀଙ୍କୁ ଧମକାଇ କରୁଥିଲେ ବ୍ଲାକମେଲ, ଏବେ ପୋଲିସ ହାତରେ ଧରାପଡିଲେ

ସାଉଥ ଅଭିନେତ୍ରୀ ଶାମନା କାସିମଙ୍କୁ ଅନେକ ଦିନରୁ ଧମକ ମିଳିବା ସହିତ ବ୍ଲାକମେଲ ହେଉଥିବା ନେଇ ଶାମନାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଖବର ମୁତାବକ, ମାରଡୁ ପୋଲିସ ଥାନାରେ ଅଭିଯୋଗ ହେବା ପରେ ମାମଲାର ତଦନ୍ତ ହୋଇ କେରଳ ପୋଲିସ ୪ ଜଣକୁ ଗିରଫ କରିଛି। ପୋଲିସ ଅଧିକାରୀଙ୍କ…