Below header
Browsing Category

ମନୋରଂଜନ

ଲକ୍‌ଡାଉନ୍‌ରେ ସାମ୍ନାକୁ ଆସିଲା କଳାକାରଙ୍କ ପ୍ରକୃତ ରୂପ, ପାଚିଲା ଚୁଟି ସହ ବିନ୍ଦାସ ଅନ୍ଦାଜରେ ଆସିଲେ ନଜର

ବଲିଉଡ୍‌ କଳାକାର ନିଜ ଲୁକ୍‌ ଉପରେ ସବୁଠୁ ଅଧିକ ଧ୍ୟାନ ଦେଇଥାନ୍ତି। ନିଜକୁ କମ୍‌ ବୟସର ଦେଖାଇବା ପାଇଁ ସେମାନେ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏବେ କଳାକାରଙ୍କ ପ୍ରକୃତ ରୂପ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଥିବା କଳାକାର ଏବେ ନିଜ…

ରୋଜଗାର ଛଡ଼ାଇନେଲା କରୋନା, ବାଧ୍ୟ ହୋଇ ପରିବା ବିକୁଛନ୍ତି ଏହି ବଲିଉଡ୍‌ କଳାକାର

୮୦ ଓ ୯୦ ଦଶକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିବା ଅଭିନେତା ଜାଭେଦ ହେଦରଙ୍କୁ କିଏ ବା ନ ଜାଣେ। ଅନେକ ଫିଲ୍ମରେ ସେ ବଡ଼ ବଡ଼ ଅଭିନେତାଙ୍କ ପିଲାବେଳର ରୋଲ୍‌ କରିଥିଲେ। ଏବେ କରୋନା ଯୋଗୁ ସମସ୍ତଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିବା ବେଳେ ଏଥିରୁ ବର୍ତ୍ତିନାହାନ୍ତି ଏହି କଳାକାର।…

ପ୍ରଭୁ ଭୋଳାନାଥଙ୍କ ବହୁତ ବଡ ଭକ୍ତ ଥିଲେ ସୁଶାନ୍ତ, ଶିବଭକ୍ତିରେ ବୁଡି ଗାଉଥିଲେ ଗୀତ, ଭିଡିଓ ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁର ଭଗବାନ ଭୋଳାନାଥଙ୍କର ବହୁତ ବଡ ଭକ୍ତ ଥିଲେ। ସେ ସବୁବେଳେ ସୋସିଆଲ ମିଡିଆରେ ଭଗବାନ ଶିବଙ୍କ ଫଟୋ ମଧ୍ୟ ସେୟାର କରୁଥିଲେ। ଏବେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି। ଏହି ଭିଡିଓରେ ସୁଶାନ୍ତ ଏକ ଚେୟାର ଉପରେ ବସି…

ଆଜି ଅପରାହ୍ନ ୪.୩୦ରେ ଲାଇଭ୍‌ରେ ଆସିବେ ବଲିଉଡ୍‌ର ବଡ଼ ବଡ଼ କଳାକାର, କରିବେ ବଡ଼ ଘୋଷଣା

କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଗତ ଏକ ମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି। ଫଳରେ ସରକାରଙ୍କ ଚିନ୍ତା ବଢ଼ିଛି। ଲକ୍‌ଡାଉନ୍‌ ପରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ତଥାପି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସିନେମା ହଲ ଓ ମଲଗୁଡ଼ିକୁ…

ମହେଶ ଭଟ୍ଟଙ୍କ ଅଫିସ କର୍ମଚାରୀଙ୍କ ବଡ ଖୁଲାସା, ସୁଶାନ୍ତଙ୍କୁ ନେଇ ମହେଶଙ୍କ ସହିତ ଏମିତି କଥା ହୁଅନ୍ତି ରିୟା…

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ତେବେ ସୁଶାନ୍ତଙ୍କ ନିଧନ ପରେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଏକଦମ୍‌ ଛାଇ ଯାଇଛି। ସେପଟେ ମୁକେଶ ଭଟ୍ଟ ଏହା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଯେ ସେ କିଛି…

ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ବାଛିଲେ ଜୀବନସାଥୀ, ଲକଡାଉନରେ କଲେ ବିବାହ

କେନ୍ୟୁଜ୍(ବ୍ୟୁରୋ):  ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନିଜ ପ୍ରିୟତମର ହାତ ଧରିଲେ ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ମାହାନ୍ତି।  ନିଜର ବନ୍ଧୁ ରବିନ୍ଦ୍ରଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିନେଇଛନ୍ତି। ଲକଡାଉନରେ ଦୁଇ ପରିବାରଙ୍କ ସମ୍ମତି କ୍ରମେ ଏହି ବିବାହା କାର୍ଯ୍ୟକ୍ରମ ଆୟୋଜନ…

ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା : ୟଶ୍‌ରାଜ ଫିଲ୍ମସ୍‌ର ଅଧିକାରୀଙ୍କୁ ପଚରା ଉଚରା କଲା ମୁମ୍ବାଇ ପୋଲିସ୍‌, ଫିଲ୍ମରେ…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ ଜାରି ରଖିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ କିଛି ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି । ମୁମ୍ବାଇ ପୋଲିସ୍‌ ଆଜି ୟଶ୍‌ରାଜ୍‌ ଫିଲ୍ମସ୍‌ର ଦୁଇ ଅଧିକାରୀ ଆଶୀଷ ସିଂହ ଓ ଆଶୀଷ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ, ସତ୍ୟତା ନେଇ ସନ୍ଦେହ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି । ତଥାପି ଚର୍ଚ୍ଚା ଥମି ନାହିଁ । ଆଜି ତାଙ୍କ ମୃତଦେହର ଭିଡିଓ ଭାଇରାଲ ହୋଇଛି । ମୃତ୍ୟୁ ପୂର୍ବରୁ ତାଙ୍କ ଆଙ୍ଗୁଠି ହଲୁଥିବା ଏବଂ ସେ ବଞ୍ଚିଥିବା ବେଳେ ତାଙ୍କୁ ଘୋଡ଼ାଇ ଦିଆଯାଉଥିବା ଭିଡିଓରେ…

‘ ଦିଲ ବେଚାରା’ ସେଟ୍‌ରେ ଡ୍ୟାନ୍ସର ଶୁବଲକ୍ଷ୍ମୀଙ୍କ ସହିତ ଡ୍ୟାନ୍ସ କରୁଥିବା ନଜର ଆସିଲେ ସୁଶାନ୍ତ, ଭିଡିଓ ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି। ଏବେ ସେ ଏ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଫ୍ୟାନମାନଙ୍କ ମନରେ ଏବେ ମଧ୍ୟ ରହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଏକ ପ୍ରକାର ଯୁଦ୍ଧ ଲାଗିଛି। ବଲିଉଡ…

ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ବଡ଼ ପଦକ୍ଷେପ ନେଲେ ରିୟା ଚକ୍ରବର୍ତ୍ତୀ, ହଠାତ୍‌ କଲେ ଏହି କାମ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଲୋକମାନେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏଥିସହ ନେପୋଟିଜମ୍‌କୁ ନେଇ ମଧ୍ୟ କେତେକ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଫଳରେ ବଡ଼ ବଡ଼ ଷ୍ଟାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି।…

ନେପୋଟିଜମ୍‌ ଯୋଗୁ କରନ୍‌ ଜୋହରଙ୍କର ହେଲା ଏତେ ବଡ଼ କ୍ଷତି, ୧୫ ଦିନରେ ହୋଇଗଲେ ବରବାଦ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍‌ ବା ପ୍ରିୟା ପ୍ରୀତିତୋଷଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର କିଡ୍‌ସଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। ବଲିଉଡ୍‌ ଇଣ୍ଡଷ୍ଟ୍ରୀ ବାହାରୁ ଆସିଥିବା କିଛି କଳାକାର ସେମାନଙ୍କୁ ଷ୍ଟାର…

ଅମିର ଖାନଙ୍କ ସହ ଆକ୍ଟିଙ୍ଗ କରିବାକୁ ଚାଁହୁନାହାଁନ୍ତି ଅଭିଷେକ ବଚ୍ଚନ, ସୋସିଆଲ ମିଡିଆରେ ଲେଖିଲେ ଏମିତି

ଅଭିଷେକ ବଚ୍ଚନ ବଲିଉଡରେ ୨୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଜେପି ଦତ୍ତଙ୍କ ଚଳଚ୍ଚିତ୍ର 'ରିଫିୟୁଜି' ରେ ଡେବ୍ୟୁ କରିଥିବା ଅଭିଷେକ ବଚ୍ଚନ ନିକଟରେ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କର ୨୦ ବର୍ଷର ଯାତ୍ରା ବିଷୟରେ କହିଛନ୍ତି । ଅଭିନେତା ଅନ୍ୟ ଏକ ଭିଡିଓ ସେୟାର କରିଛନ୍ତି ଯାହା ଇଣ୍ଟରନେଟରେ…