Browsing Category

News

ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର (କେନ୍ୟୁଜ୍‌) : ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଥାନା ରେକୁଳା ନିକଟରେ ଦୁଘର୍ଟଣା ଘଟିଛି। ମୃତକ ହେଲେ ସର୍ବେଶ୍ବର ଚୌଧୁରୀ…

ପରିକ୍ରମା ପ୍ରକଳ୍ପ ପାଇଁ ଭକ୍ତ ଦେଇଥିବା ଅର୍ଘ୍ୟ ଗ୍ରହଣ କରିବେ ମହାସୁଆର ନିଯୋଗ

ପୁରୀ:  ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ଶ୍ରୀଜୀଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ,ଗୁଆ,ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ। ପରିକ୍ରମା ପ୍ରକଳ୍ପ…

ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ନବୀନଙ୍କ ଆଖିରେ ଲୁହ। ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ। ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ନବୀନଙ୍କ ଆଖି ଛଳ ଛଳ ହୋଇଥିଲା। ଆପେଆପେ ଲୁହରେ ଭିଜିଯାଇଥିଲା ଆଖି । ମୁଖ୍ୟମନ୍ତ୍ରୀ ଭକ୍ତି ଓ ଖୁସିରେ ବିଭୋର…

ଜାନୁୟାରୀ ୨୨ ପରେ ସପରିବାର ଅଯୋଧ୍ୟା ଯିବେ ଅରବିନ୍ଦ କେଜ୍ରିଓ୍ଵାଲ, କହିଲେ, ‘ଏ ପର୍ଯ୍ୟନ୍ତ ମିଳିନାହିଁ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ଔପଚାରିକ ନିମନ୍ତ୍ରଣ । ଏ ନେଇ ସିଏମ୍‌ କେଜ୍ରିଓ୍ଵାଲ କହିଛନ୍ତି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫାଇନାଲ ନିମନ୍ତ୍ରଣ ମୋତେ ମିଳିନାହିଁ । କିନ୍ତୁ ମୁଁ ମୋ ମାଆବାପା ଏବଂ…

ଏକତରଫା ପ୍ରେମର କରୁଣ କାହାଣୀ: ଯୁବତୀଙ୍କୁ ଅତି ନିର୍ମମ ଭାବେ ଗୁରୁତର କଲା ହତାଶିଆ ପ୍ରେମିକ

ବାଲେଶ୍ୱର(କେନ୍ୟୁଜ୍) : ହସ୍ପିଟାଲ ବେଡ୍ ରେ ଆଖିବୁଜି ପଡିଛନ୍ତି ଜଣେ ଯୁବତୀ । ଅବସ୍ଥା ଗୁରୁତର ଥିବାରୁ ଚାଲିଛି ଚିକିତ୍ସା । ପାଖରେ ଝିଅକୁ ଜଗି ବସିଛନ୍ତି ମା । କଣ କହିବେ କଣ କରିବେ କିଛି ବୁଝି ପାରୁନାହାନ୍ତି । ଝିଅର ଏ ଅବସ୍ଥାରେ କଣ ବା କାହାକୁ କହିବେ । ହେଲେ ସଭିଏଁ ଭାବୁଥିବେ କଣ…

ଜନ୍ମ ମାଟିରେ ପହଞ୍ଚିଲେ BCCI ସିନିୟର ଟିମ ମ୍ୟାନେଜରସତବୀର ସିଂ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାର ପୁଅ BCCI ସିନିୟର ଟିମ ମ୍ୟାନେଜରଙ୍କୁ ଭବ୍ୟ ସ୍ୱାଗତ । ଭାରତୀୟ ସିନିୟର କ୍ରିକେଟ ଟିମ ମ୍ୟାନେଜର ସତବୀର ସିଂ ରିଆର ନିଜ ଦାୟିତ୍ୱ ସରିବା ପରେ ଏବେ ଭିଟାମାଟି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ। ସତବୀର ପହଞ୍ଚିବା ପରେ…

ନବୀନଙ୍କ ଉଦ୍ଦେଶ୍ୟରେ ଆୟୋଜିତ କୃତଜ୍ଞତା ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ

ଦଶପଲ୍ଲା :  ନୟାଗଡ ଜିଲ୍ଲା ଦଶପଲ୍ଲାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ମହାବୀର ମନ୍ଦିରକୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୯କୋଟି ୪୦ ଲକ୍ଷ ଟଙ୍କା ମୁଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ସଭା ଆୟୋଜିତ ହୋଇଛି ।…

ପାନୀୟ ଜଳ ସମସ୍ୟାକୁ ନେଇ ଧାରଣାରେ ବସିଲେ ଗ୍ରାମବାସୀ, ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

ମୟୂରଭଞ୍ଜ (କେନ୍ୟୁଜ୍‌) : ଖରା ଦିନ ନ ହେଉଣୁ ଗାଁ ରେ ହେଲାଣି ପାନୀୟ ଜଳ ସମସ୍ୟା। ଦୀର୍ଘ ଦିନ ହେବ ସ୍ଥାନୀୟ ସରପଞ୍ଚକୁ ପାଣିର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଏହାର ସମାଧାନ ନ ହେବାରୁ ଆଜି ଗ୍ରାମବାସୀ ଦେଇଛନ୍ତି ଧାରଣା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ପଞ୍ଚାୟତର ୧୧…

ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ମାମଲା, କ୍ଷତି ପୁରଣ ଦାବିରେ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ

ଲମତାପୁଟ : କାଠ ବାଝେଇ ଟ୍ରାକ୍ଟରକୁ ଧକା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଘଟଣାରେ କ୍ଷତି ପୁରଣ ଦାବି କରିଛନ୍ତି ଅଞ୍ଚଳବାସୀ  l ଏ ନେଇ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ  l ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ବେଳେ ଟ୍ରାକ୍ଟର…

ଡ୍ରାଇଭର ଆଖି ଲାଗିଗଲା, ଦୁର୍ଘଟଣାରେ ଦୁଇ ଜଣ ଆଶାକର୍ମୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ପିକ୍‌ନିକ୍‌ ଭୋଜି ସାରି ଘରକୁ ଫେରୁଥିଲେ । କିଏ ହାତରେ ମୋବାଇଲ ଦେଖୁଥିଲା ତ କିଏ ଗାଡ଼ିର ଝରକା ପଟେ ଚାହିଁ ରହିଥିଲା । ଆଉ କିଏ ଭୋଜିରେ ଥକି ଯାଇ ଗାଡ଼ିରେ ଶୋଇପଡ଼ିଥିଲା । ଭୋଜି ସରିଥିଲା ସେଥିପାଇଁ ଘରେ ଜଲଦି ପହଞ୍ଚିବାର ଇଛା ଅଧିକା ଥିଲା । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ…

ସଜେଇ ହୋଇଛି ଅଯୋଧ୍ୟା ନଗରୀ: ଆଜି ଆନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ପୁନଃ ବିକଶିତ ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କରିବେ। ତେବେ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ଅଯୋଧ୍ୟାରେ ପହଂଚିବେ ବୋଲି ସୂଚନା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ୬ଟି…

ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ 5T ସଚିବ, ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଲେ ଭି କେ ପାଣ୍ଡିଆନ୍

ଚର୍ଚ୍ଚାରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି…