Below header
Browsing Category

ସ୍ପେଶାଲ

କନ୍ଧମାଳର ଟେକ ରଖିଲେ ଚାଷୀ ପରିବାରର ଝିଅ ମିନାକ୍ଷୀ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬୭ % ରଖି ହେଲେ ଜିଲ୍ଲାର…

ବାଲିଗୁଡା: କଥାରେ ଅଛି ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ l ଏହି କଥା କୁ ବୁଝିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ l କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ଗରିବ ଚାଷୀ ପରିବାରର ଝିଅ ଟପ୍ପର ହୋଇଛନ୍ତି l କେ.ନୂଆଗାଁ ବ୍ଲକ ମହାଶିଙ୍ଘ ପଂଚାୟତର…

ଆଜି ପୁତ୍ରଦା ଏକାଦଶୀ, ଜାଣନ୍ତୁ ଏହି ଏକାଦଶୀର ମହତ୍ତ୍ୱ ଓ ପାଳନ ବିଧି

ଆଜି ହେଉଛି ପୁତ୍ରଦା ଏକାଦଶୀ। ଚଳିତବର୍ଷ ଜୁଲାଇ ୩୦ ତାରିଖ ଅର୍ଥାତ୍‌ ଆଜିର ଦିନରେ ଏକାଦଶୀ ପାଳିତ ହୁଏ। ଭାରତୀୟ ହିନ୍ଦୁ ସଂସ୍କୃତିରେ ପ୍ରତି ମାସର ୧୧ ତମ ତିଥି ଅର୍ଥାତ୍‌ ଏକାଦଶୀରେ ବ୍ରତ ଉପାସ କରାଯାଏ। ଏହି ତିଥିକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ବର୍ଷର ପ୍ରତ୍ୟେକ ମାସରେ ୨ଟି…

ଫେଲ ହୋଇଥିବା ପିଲାଙ୍କ ମାନସିକ ସ୍ଥିତି ରୁହେ କିପରି ? ନେବେ କି ପଦକ୍ଷେପ ? ଦେଖନ୍ତୁ ଭାଇରଲ ହେଉଥିବା ଏକ ସୁନ୍ଦର…

ଆଜି ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ପୁଣିଥରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅମାନେ । ଯେଉଁମାନେ ପାସ କରିଛନ୍ତି ସେମାନଙ୍କ ଘରେ ବର୍ତ୍ତମାନ ସମସ୍ତେ ଖୁସି ମନାଉଥିବେ କିନ୍ତୁ କେବେ ଥରେ ଭାବିଛନ୍ତି କି ଯେଉଁମାନେ ଫେଲ ହୋଇଛନ୍ତି ସେମାନଙ୍କ ମନର ଅବସ୍ଥା କିମ୍ବା ତାଙ୍କ…

ରାକ୍ଷୀ ପୂର୍ଣ୍ଣିମା : କ’ଣ ପାଇଁ ରାକ୍ଷୀ ଦିନ ତିଳକରେ ଚାଉଳ ଲଗାଯାଏ

ଭାଇ ଭଉଣୀର ସମ୍ପର୍କ ଅତୁଟ। ଭାଇ ଭଉଣୀ ମଧ୍ୟରେ ରହିଥିବା ସଂପର୍କ ତଥା ପ୍ରେମର ଡ଼ୋରୀକୁ ବାନ୍ଧିବାର ପରମ୍ପରାକୁ ରାକ୍ଷୀ କୁହାଯାଇଥାଏ । ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି । ଏହାର ଅନେକ ପୁରାଣ ଓ ଇତିହାସରେ ରହିଛି । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା…

ଏହି ଦେଶରେ ତିନି ବର୍ଷରେ ଥରେ କବରକୁ ବାହାର କରାଯାଏ ଶବ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଦୁନିଆରେ ଏମିତି ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ଦୈନନ୍ଦିନ ଜୀବନ ଆମଠାରୁ ବହୁତ ଅଲଗା। ସେମାନଙ୍କ ରହଣି, ଖାଦ୍ୟପେୟ, ବେଶଭୂଷା ସାଧାରଣ ଲୋକଠାରୁ ଭିନ୍ନ। ସେମାନଙ୍କର ଜୀବନ କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନୁହେଁ। ଇଣ୍ଡୋନେସିଆରେ ବାସ କରୁଛନ୍ତି ଏଭଳି ଏକ ଜନଜାତି। ଏହି ଜନଜାତି ନିଜ ଉତ୍ସବ…

ସଙ୍କରୀକରଣ କରି ବୈଜ୍ଞାନିକମାନେ ତିଆରି କଲେ ଏକ ଏଭଳି ବଳଦ, ଯାହା ଜନ୍ମ କରିବ କେବଳ ଅଣ୍ଡିରା ଛୁଆ

ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଗଛ ପତ୍ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସଙ୍କରୀକରଣ ବା କଲମିକରଣ କରି ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ତିଆରି କରୁଛନ୍ତି। ଏହି ଉପାୟରେ ଉତ୍ପାଦନ ଅଧିକ ହୋଇଥାଏ ଫଳରେ ଚାଷୀ ଲାଭବାନ୍‌ ହୋଇଥାନ୍ତି। ଇତି ମଧ୍ୟରେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର…

ରାତିସାରା ଖୁଣ୍ଟକୁ ଧରି ୭ ଘଣ୍ଟା ଅନିଦ୍ରା ରହିଲେ ଯୁବକ, କାରଣ ଜାଣିଲେ କାନକୁ ବିଶ୍ୱାସ କରିପାରିବେନି ଆପଣ

ସାପ ନାଁ ଶୁଣିଲେ ମଣିଷ କିଛି ବୁଝିପାରେନା। ଅତର୍କିତ ଭାବେ ଦୌଡିବାକୁ ଆରମ୍ଭ କରେ। କିନ୍ତୁ ଯଦି ସାପ ଆପଣଙ୍କ ଅଜାଣରେ ପ୍ୟାଣ୍ଟରେ ପଶିଯାଏ, ତେବେ ଆପଣଙ୍କ କ’ଣ କରିବେ ? କେବେ ଚିନ୍ତା କରିଛନ୍ତି କି ? ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସାପ ସହ ୭ ଘଣ୍ଟା। କଥାଟି ଯେତିକି…

ପୁଣି ଶବକୁ ଅସମ୍ମାନ : ଆମ୍ବୁଲାନ୍ସ ନଥିବାରୁ ମେଡିକାଲରୁ ଷ୍ଟ୍ରେଚରରେ କାନ୍ଧେଇ ଗାଁକୁ ଚାଲି ଚାଲି ଗଲେ ପରିବାର ଲୋକେ

କାଲିମେଳା: ଶବକୁ ଅସମ୍ମାନ। ବୁହାଗଲା ଷ୍ଟ୍ରେଚରରେ। ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ମୁଖ୍ୟ ବଜାରରେ ଶବକୁ ଅସମ୍ମାନ କରି ଷ୍ଟ୍ରେଚରରେ ବୁହାଯିବା ଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ସୂଚନା ମୁତାବକ ଦିନ ପ୍ରାୟ ୧୧ ଟା ବେଳେ ମୂଷାକିଗୁଡା ଗ୍ରାମର ଜଣେ ବୃଦ୍ଧା ଡାକ୍ତରଖାନାରେ…

ରାଜଧାନୀରେ ବିଏମ୍‌ସି ପକ୍ଷରୁ ଅଭିନବ ପ୍ରୟାସ: କରୋନାକୁ ନେଇ ବିଭିନ୍ନ ସ୍ଥାନର କାନ୍ଥ ମାନଙ୍କରେ ଅଙ୍କାଯାଉଛି…

ଭୁବନେଶ୍ୱର: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଛି । କୌଣସି ବି ଏମିତି ସ୍ଥାନ ନାହିଁ ଯେଉଁଠାରେ କି କରୋନା ତାର ରୂପ ନ ଦେଖେଇଛି । ବର୍ତ୍ତମାନ କରୋନା ଦାଉରୁ ବଂଚିବାକୁ ହେଲେ ସଚେତନ ରହିବା ନିହାତି ଜରୁରୀ । ସରକାର ସମସ୍ତଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ମାଧ୍ୟମ…

ଅଯୋଧ୍ୟା ରାମ ମନ୍ଦିର ତଳେ ପୋତାହେବ ‘ଟାଇମ୍‌ କ୍ୟାପ୍‌ସୁଲ’, ଜାଣନ୍ତୁ ପ୍ରକୃତରେ ଏହା କ’ଣ ଓ କେମିତି କରେ କାମ

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ନଗରୀରେ ଅଗଷ୍ଟ ୫ରେ ହେବ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ। ଏଥିପାଇଁ ଉତ୍ସବ ମୁଖରିତ ହୋଇଛି ଅଯୋଧ୍ୟା। ଅଯୋଧ୍ୟାବାସୀ ବହୁ ଉତ୍ସାହର ସହ ଏହି ଦିନକୁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ତାରିଖରେ ରାମ ମନ୍ଦିର…

ଚଳିତବର୍ଷ ଫିକା ପଡିଲା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା, ଦୋଛକିରେ ମୂର୍ତ୍ତି କାରୀଗରଙ୍କ ଜୀବନ ଜୀବିକା

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ ଗଣେଷ ପୂଜା। ଓଡିଶା ପ୍ରସିଦ୍ଧ ଜଟଣୀରେ ଖୁବ୍ ଆଡମ୍ବର ସରକାରେ ପାଳନ କରାଯାଇଥାଏ ଗଣେଶ ପୂଜା। ରଙ୍ଗବେରଙ୍ଗର ଲାଇଟ୍ ସାଙ୍ଗକୁ ବଡ ବଡ ପେଣ୍ଡାଲ ଉପରେ ପୂଜା ପାଆନ୍ତି ଗଜାନନ। ତେବେ ଚଳିତ ବର୍ଷ କରୋନା ପ୍ରଭାବରେ ସବୁ ବନ୍ଦ।  ପୂଜା ହେବ ନାହିଁ ବୋଲି ନିଷ୍ପତି…