Browsing Category

ସ୍ପେଶାଲ

ପୁଅର ଅନଲାଇନ ପାଠପଢା ପାଇଁ ନିଜର ଏକମାତ୍ର ସମ୍ବଳକୁ ବିକିଦେଲେ ବାପା, କିଣିଲେ ସ୍ମାର୍ଟଫୋନ

ଦୁନିଆରେ ସବୁ ମିଛ ଗୋଟିଏ ସତ, ବାପା ମାଆ । ଏମାନଙ୍କ ଭଳି କେହି ହେବେନି । ପିଲାଙ୍କ ଅନଲାଇନକ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ୟା ଠୁ ବଡ଼ ଉଦାହରଣ କଣ ହେଇପାରେ? ଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ…

ଜଳିଗଲା ଘର, ନିଜକୁ ରକ୍ଷା କରିବା ପାଇଁ କିଛି ବୁଝିପାରିଲେନି ଦୁଇ ଶିଶୁ: ତା’ ପରେ ଯାହା ହେଲା ଦେଖିଲେ ଆପଣଙ୍କ ଲୋକ…

ସହରରେ ଅନେକ ଲୋକ ବହୁତ ବଡ ବଡ ଅଟ୍ଟାଳିକାରେ ରହୁଛନ୍ତି। ସେମାନେ ସମାଜରେ ନିଜର ଏକ ଷ୍ଟାଟସ ଦେଖାଇବା ପାଇଁ ହୁଏତ ଏଭଳି ବଡ ଅଟ୍ଟାଳିକାରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ କେବେ ଭାବିଛନ୍ତି ଯିଦ, ଏଭଳି ବଡ ଅଟ୍ଟାଳିକାରେ କୌଣସି ବିପଦ ଆସିଯିବ, ତେବେ କ’ଣ ହେବ। ହୁଏତ ଆପଣ ଘରେ ନଥିବେ।…

‘ବାଘ’ ଚୋରା କାରବାର: ଜାତିସଂଘର ବନ୍ୟଜନ୍ତୁ ଅପରାଧ ରିପୋର୍ଟ, ଚୀନ୍‌ ପଛକୁ ରହିଛି ଭାରତ

ନୂଆଦିଲ୍ଲୀ: ବାଘ ହାଡ଼ରୁ ତିଆରି ହେଉଛି କେକ୍‌ ଓ ମଦ! ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। କେବଳ ଔଷଧୀୟ ଗୁଣକୁ ନେଇ ବାଘର ଶିକାର ହେଉଛି ବୋଲି ଭାବିବା ଭୁଲ୍। ବିଳାସପୂର୍ଣ୍ଣ ସାମଗ୍ରୀ ନିର୍ମାଣ ପାଇଁ ମଧ୍ୟ ବାଘର ଚୋରା କାରବାର ହେଉଛି। ଆଉ ଏଥିରେ ଚୀନ୍‌ ପ୍ରଥମ ସ୍ଥାନରେ ଥିବାବେଳେ ତା ପଛକୁ…

ଗାଈ କରାଇଲା କୁକୁର ଛୁଆଙ୍କୁ ସ୍ତନ୍ୟପାନ, ମନକୁ ଛୁଇଁନେବ ଏହି ଦୃଶ୍ୟ; ଦେଖନ୍ତୁ ଏ ଭିଡିଓ

ମାଆ…, ମୁହଁ ନ ଖୋଲିବି ଜିଏ ମନର କଥାକୁ ବୁଝିପାରେ ସେ ହେଉଛି ମାଆ. . .। ସୁଖ ଦୁଃଖରେ ଯିଏ ସବୁବେଳେ ସାଥିରେ ଥାଏ ସେ ହେଉଛି ମାଆ. . . । ନିଜ ପିଲାର ସବୁବେଳେ ଯିଏ ମଙ୍ଗଳ ଚାହେଁ ସେ ହେଉଛି ମାଆ. . .। ଏହି ମାଆ ନାମଟି ଯେମିତି ସୁନ୍ଦର ତାର ମମତା ମଧ୍ୟ ଆହୁରି ମଧୁର। ଏବେ ସୋସିଆଲ…

ୟାକୁ ହିଁ କୁହନ୍ତି ସମୟର ସଦୁପଯୋଗ: ଲକଡାଉନରେ ଛାତ ଉପରେ କିଚେନ ଗାର୍ଡେନ୍ ତିଆରି କରି ଉଦାହରଣ ପାଲଟିଲେ ରବୀନ୍ଦ୍ର

ଜଳେଶ୍ବର : ଛାତ ଉପରେ ବିଭିନ୍ନ ରକମର ପନିପରିବା । ବାଇଗଣଠାରୁ ଆରମ୍ଭ କରି କଲରା, ସଲରା, ଭେଣ୍ଡି,ପୋଇ, ଝୁଡ଼ଙ୍ଗ,ଲାଉ, ଜହ୍ନି,କାକୁଡି ଭଳି ସବୁଜ ପନିପରିବା । ଯାହାକୁ ଦେଖିଲେ ମନ ପୁରିଉଠୁଛି । ସମୟର ସଦ୍ ଉପଯୋଗ କରିବା ୟାକୁ ହିଁ କୁହନ୍ତି ।  ଲକଡାଉନ ଭିତରେ ସମସ୍ତେ ଏକ ପ୍ରକାର ଘରେ…

ଜଙ୍ଗଲରେ ବାଘ ଛାଡିଦେଲା ଅଜଗରକୁ ରାସ୍ତା, ଦେଖନ୍ତୁ ତାପରେ କଣ ହେଲା

ଆପଣ ସିଂହ, ବାଘ ଏବଂ ଚିତାବାଘ ଶିକାର କରୁଥିବାର ଭିଡିଓ ବହୁତ ଦେଖିଥିବେ। କଣ ଆପଣ କେବେ ଜଙ୍ଗଲରେ ବାଘ ଅଜଗର ସାମ୍ନାରେ ଆସିବା ଦେଖିଛନ୍ତି। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଆମେ ପ୍ରତିଦିନ ସୋସିଆଲ ମିଡିଆରେ…

ବିବାହିତ ମହିଳାଙ୍କୁ ପ୍ରେମ କରି ଫସିଲେ ୧୪ ପ୍ରେମିକ, ସ୍ୱାମୀ ଦାବି କଲେ ୧୦୦ କୋଟି ଟଙ୍କାର କ୍ଷତି ପୂରଣ

ଏ ପା କଳିଯୁଗ, ଏଠି ସବୁ ସମ୍ଭବ। ମୋର ମାନ ହାନି କରିଛନ୍ତି ମୋ ସ୍ତ୍ରୀର ପ୍ରେମିକ। ସେଥିପାଇଁ ସମସ୍ତଙ୍କୁ ନୋଟିସ୍‌ ପଠାଇଛି ମୁଁ। ଏ ହେଉଛି ଜଣେ ହତାସିଆ ସ୍ୱାମୀଙ୍କ କରୁଣ କଥା। ସ୍ତ୍ରୀ’ର ପ୍ରେମିକଙ୍କୁ ସ୍ୱାମୀର ନୋଟିସ୍ । ଓକିଲ ନୋଟିସ୍ ପହଞ୍ଚିଛି ୧୪ ଜଣଙ୍କ ପାଖରେ । ସ୍ୱାମୀର ଅଭିଯୋଗ…

ଲକଡାଉନରେ ମାଙ୍କଡ ଟାଣିଲା ଲକ୍ଷ୍ମଣ ରେଖା, ଭିଡିଓ ଦେଖିଲେ ଆପଣ ବି ରୋକିପାରିବାନି ହସ

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ ରୋକି ପାରିବେନି। ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ଦେଖୁଛନ୍ତି। କିନ୍ତୁ ସେଥିମଧ୍ୟରୁ ଏମିତି ଏକ ଭିଡିଓ ଅଛି ଯାହାକୁ ଦେଖିଲେ ଆପଣନିଜ ହସକୁ କଣ୍ଟ୍ରୋଲ କରିପାରିବେନି।…

ଅଦ୍ଭୁତ ପରମ୍ପରା, ଏହି ଦେଶରେ ପୁରୁଷଙ୍କ ଠାରୁ ମାଡ଼ ଖାଇ ଗର୍ବ ଅନୁଭବ କରନ୍ତି ମହିଳା

ସମାଜରେ ବିଭିନ୍ନ ଜାତିର ଭିନ୍ନ ଭିନ୍ନ ପରମ୍ପରା ରହିଛି। ଖାସ କରି ଆଦିବାସୀ ତଥା ପଛୁଆ ବର୍ଗଙ୍କର ଅନେକ ଅଦ୍ଭୁତ ପରମ୍ପରା ରହିଛି, ଯାହା ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସେଭଳି ଏକ ସମ୍ପ୍ରଦାୟ ରହିଛନ୍ତି ଇଥିଓପିଆରେ। ଏଠାରେ ହେମର ନାମକ ଏକ ସମ୍ପ୍ରଦାୟ ରହିଛି, ଯେଉଁଠାରେ ମହିଳାମାନେ ମାଡ଼…

ମାଙ୍କଡର ଏହି ପ୍ରତିଭା ଦେଖିଲେ ଆପଣ କହିବେ, ଆରେ ଏ ତ ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟକୁ ଯିବା କଥା ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ କଣ୍ଟ୍ରୋଲ କରିପାରିବେନି। ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ଦେଖୁଛେ। ସେଥିରେ କିଛି ମଜାଳିଆ ଭିଡିଓ ରହିଛି ଯାହା ଆମେ ଆପଣଙ୍କ ସହିତ ସେୟାର କରିଆସିଛୁ। ଆଜି ବି ସେମିତି ଏକ…

ମାସ୍କ ପିନ୍ଧିନ କି ସାମାଜିକ ଦୂରତା ମାନୁନ ? ଏହି ଭିଡିଓ ଦେଖିଲେ ଆପଣ ନିଜ ହସ ରୋକି ପାରିବେ ନାହିଁ

ଆଜ୍ଞା । କରୋନା କାଳରେ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରିଲା ମାତ୍ରେ ମୁହଁରେ ମାସ୍କ ରହିବା ନିହାତି ଜରୁରୀ । ତେଣୁ ଆମ ରାଜ୍ୟ ସରକାର ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେଥିଲାଗି ପୋଲିସ୍ ବି ଫାଇନ୍ କାଟୁଛି । ତଥାପି…

କୁନି ପୁଅଟି ଚାମଚରେ ଚଢ଼େଇଙ୍କୁ ଖୁଆଉଥିବା ଏହି ଭିଡିଓ ଆପଣଙ୍କୁ ବି କରିବ ଅଭିଭୂତ, ଦେଖନ୍ତୁ ନିଶ୍ଚୟ

ଛୋଟ ଛୁଆଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କ ମନରେ ବଡ଼ ଲୋକଙ୍କ ଭଳି ଛନ୍ଦ କପଟ ନଥାଏ। ସେମାନେ ଯାହା ବି କହିଥାନ୍ତି କିମ୍ବା କରିଥାନ୍ତି ସେସବୁ ହୃଦୟରୁ କରିଥାନ୍ତି। ଏଣୁ ପିଲାଙ୍କୁ ସମସ୍ତେ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏବେ ସେଭଳି ଏକ ସରଳ ନିଷ୍ପାପ କୁନି ଶିଶୁର ଭିଡିଓ…