Browsing Category

ସ୍ପେଶାଲ

ଆଉ ବୁଢ଼ା ହେବ ନାହିଁ ମଣିଷ, ବୈଜ୍ଞାନିକ ବାହାର କଲେ ଟେକନିକ୍‌

ମଣିଷ କେବେ ବୁଢ଼ା ହେବାକୁ ଚାହେଁ ନାହିଁ । ନିଜକୁ ଯୁବକ ଅବସ୍ଥାରେ ରଖିବାକୁ ଇଚ୍ଛା କରେ । ହେଲେ ବିଧିର ବିଧାନ ଆଗରେ କିଏ ବା କଣ କରିପାରିବ । ତେଣୁ ମଣିଷ ବୁଢ଼ା ହୁଏ ଏବଂ ବୟସାଧିକ୍ୟ ଯୋଗୁଁ ଦୁର୍ବଳ ହେବା ସହ ଅନ୍ୟର ଆଶ୍ରାରେ ରହେ । ତେବେ ଆଉ ବୟସ ଡରାଇ ପାରିବନି ମଣିଷକୁ । ବୁଢ଼ା ହେବେ…

ପାର୍କରେ ବୁଲୁଥିଲେ ଦୁଇ ଯୁବତୀ, ହଠାତ୍‌ ପଛ ପଟୁ ଆକ୍ରମଣ କରିବାକୁ ଦୌଡିଲା ଜଙ୍ଗଲୀ ମଇଁଷି ! ତାପରେ କଣ ହେଲା ଦେଖନ୍ତୁ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଆମେରିକାର ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଏକ ବଣୁଆ ମଇଁଷି ଦୁଇ ଯୁବତୀଙ୍କ ପିଛା କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାର ପୂରା ଭିଡିଓ ଗତ ସପ୍ତାହରେ ୟୁଟ୍ୟୁବରେ ସେୟାର…

ଡାକ୍ତରଙ୍କ ଭୁଲ ପାଇଁ ମହିଳା ଭୋଗୁଛନ୍ତି ଯମ ଯନ୍ତ୍ରଣା, ଗର୍ଭାଶୟ ନଳୀ କାଟିବା ବଦଳରେ କାଟିଦେଲେ ଖାଦ୍ୟନଳୀ

ଭୁଲ କଲା ଜଣେ ହେଲେ ଦଣ୍ଡ ପାଉଛି ଆଉ ଜଣେ । ବିଛଣାରେ ଶୋଇ ଯମ ଯନ୍ତ୍ରଣା ଭୋଗୁଛନ୍ତି ମହିଳା ଜଣକ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଇ ଗରିବ ମହିଳାଙ୍କ ଯନ୍ତ୍ରଣାର କାରଣ ହେଉଛନ୍ତି ଜଣେ ଡାକ୍ତର । କଣ ଚମକି ପଡିଲେ ନା ? ଛୋଟ ପରିବାର ସୁଖୀ ପରିବାର । ଏହି ଉଦ୍ଦେଶ୍ୟରେ…

କରୋନା ସଂଘର୍ଷ ମଧ୍ୟରେ ଜୀବନକୁ ଉପଭୋଗ କରିବା ପାଇଁ ଆଗେଇ ଆସିଲେ କରୋନା ରୋଗୀଙ୍କ ସହିତ ଡାକ୍ତର, ଦେଖନ୍ତୁ ଭିଡିଓ

ଦିନେ ନା ଦିନେ ଆମେ ସମସ୍ତେ ମରିଯିବା । ବର୍ତ୍ତମାନର ପରିସ୍ଥିତିକୁ ନେଇ କହିଲେ ଆମେ ମରିବା ପୂର୍ବରୁ ବେଡ଼ରେ ପଡି ପଡି କାହିଁକି ମରିବା । ଚାଲନ୍ତୁ ଜୀବନକୁ ଟିକେ ଭଲଭାବେ ଉପଭୋଗ କରିବା ତାପରେ ମରିବା । କାରଣ ପରିସ୍ଥିତି ଯାହା ବି ହେଉନା କାହିଁକି ଆମକୁ ସବୁବେଳେ ପଜିଟିଭ ରହିବା ନିହାତି…

କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକ ପୋଲିସ ନେଲେ ଏଭଳି ପଦକ୍ଷେପ , ଦେଖନ୍ତୁ ଭିଡିଓ

ଆମର ଏଇ ମଣିଷ ସମାଜରେ କଥାରେ କୁହାଯାଏ, କୁକୁର ବିଲେଇ ଭଳି ମରୁଛନ୍ତି । ଏହି କଥାର ମର୍ମ ହେଉଛି ଯେମିତି ଏସବୁ ଜୀବମାନଙ୍କର କୌଣସି ଗୁରୁତ୍ୱ ନାହିଁ । ତେବେ ଈଶ୍ୱରଙ୍କର ଏହି ଦୁନିଆରେ ପ୍ରତ୍ୟେକ ପ୍ରାଣୀଙ୍କର ବଞ୍ଚି ରହିବାର ଅଧିକାର ଅଛି । ହେଲେ ଏକଥା କଣ ସମ୍ଭବ ହେଉଛି ? ଆପଣ ଯିବା ଆସିବା…

CBI କଣ ? କୌଣସି କେସର ତଦନ୍ତ ଭାର CBIକୁ କେତେବେଳେ ଦିଆଯାଏ ? ଆଉ ତା ପଛରେ ଥିବା ପ୍ରକ୍ରିୟା ସବୁ କଣ ?

ଦେଶରେ ଯେବେ ବି କୌଣସି ବଡ଼ ଧରଣର ଅପରାଧ ଘଟେ ଯେପରିକି ହତ୍ୟା ହେଉ କିମ୍ବା କୌଣସି ବଡ ଧରଣର ମାମଲା ଯାହାର ତଦନ୍ତରେ ପୋଲିସ ବିଫଳ ହୁଏ ସେତେବେଳେ ଏହିସବୁ କେସର ଯାଞ୍ଚ ପାଇଁ କେବଳ ଗୋଟିଏ ନାମ ସାମ୍ନାକୁ ଆସିଥାଏ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ବା CBI । ଏବେ ପ୍ରଶ୍ନ ଉଠୁଛି ଯେ…

ଗାଧୋଇବା ପରେ ମଇଳା ପାଣିକୁ ନିଲାମ କଲେ ଏହି ଯୁବତୀ, କିଣିବାକୁ ଲାଗିଲା ଲମ୍ବା ଲାଇନ୍‌

ଗାଁ ଗହଳିରେ ଲୋକେ ଗାଧୋଇବା ସ୍ଥାନରେ ନାଳକୁ ବାଡି ବଗିଚାକୁ ଖୋଲିଦିଅନ୍ତି। ଏହାର କାରଣ ଗାଧୁଆ ପାଣି ବାଡିବଗିଚାକୁ ଯାଇ ସେଠାରେ ଥିବା ଗଛଲତା କିମ୍ବା ଫୁଲ ଗଛରେ ଏହା ମାଡିଥାଏ। ବାଡିବଗିଚାରେ ଲାଗିଥିବା ଗଛଲତାରେ ଏହି ପାଣିକୁ ବ୍ୟବହାର କରାଯାଏ। ହଁ ଭାରତ ଭଳି ଧାର୍ମିକ ଦେଶରେ ଭଗବାନଙ୍କ…

କେବେବି ଦେଖିନଥିବେ ଏମିତି ଜ୍ୱାଇଁ ଚର୍ଚ୍ଚା, ଶ୍ୱଶୁର ଘରେ ୧୦୫ ପ୍ରକାର ଆଇଟମ୍‌ ଦେଖି ଚକିତ ହେଲେ ଡାକ୍ତର ଜ୍ୱାଇଁ

କିଛି ଖବର ଏମିତି ଥାଏ ଯାହାକୁ ଲୋକେ ପସନ୍ଦ କରନ୍ତି ଆଉ ତାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ତେବେ ଏବେର ଏକ ଘଟଣା ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଆପଣ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ କିଭଳି ଆତିଥ୍ୟ ମିଳେ ସେ ବିଷୟରେ ନିଶ୍ଚୟ ଭଲ କରି ଜାଣିଥିବେ । ସେଠି ଜ୍ୱାଇଁର ଥାଟବାଟ ଟିକେ ଅଲଗା। ସବୁଆଡେ ସବୁ…

ଶ୍ରାବଣ ମାସରେ ବିଶାଳ ଶିବଲିଙ୍ଗ ଆଗରେ ଶିବ ତାଣ୍ଡବ ସ୍ତୋତ୍ର, ଭାଇରଲ ହେଉଛି ଭିଡିଓ

ଭଗବାନ ଶିବଙ୍କୁ ସମର୍ପିତ ଶ୍ରାବଣ ମାସ। ଭାରତ ବର୍ଷ ଇଶ୍ୱରଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକତାରେ ଭରପୂର। ଏଠାରେ ଭକ୍ତ ପାଇଁ ମନ୍ଦିର ଭରି ରହିଛି। ଯେଉଁଠି କିଛି ନା କିଛି ବିଶେଷତ୍ୱ ରହିଛି। ଏମିତି ଏକ ମନ୍ଦିର ହେଉଛି, ମଧ୍ୟପ୍ରଦେଶର ଭୋଜପୁରର ଥିବା ଭୋଜେଶ୍ୱର ଶିବ ମନ୍ଦିର । ଏଠାରେ…

ଚଳିତ ବର୍ଷ କେବେ ପଡୁଛି ନାଗ ପଞ୍ଚମୀ? ଜାଣନ୍ତୁ ଏହି ଦିନ ସର୍ପଙ୍କୁ କ୍ଷୀର ପିଆଇବା ପଛରେ କ’ଣ ରହିଛି ମହତ୍ତ୍ବ

ହିନ୍ଦୁ ଧର୍ମରେ ଶ୍ରାବଣ ମାସ ଅନେକ ପବିତ୍ର ବୋଲି ମାନ୍ଯତା ରହିଛି। ମୁଖ୍ଯତଃ ଏହା ପଛରେ ଦୁଇଟି କାରଣ ରହିଛି। ପ୍ରଥମଟି ହେଉଛି ଭଗବାନ ଶଙ୍କରଙ୍କୁ ଶ୍ରାବଣ ମାସ ଖୁବ୍ ପ୍ରିୟ ଅନ୍ଯଟି ଏହି ମାସରେ ଅନେକ ପର୍ବପର୍ବାଣି ପଡିଥାଏ। ପବିତ୍ର ନାଗପଞ୍ଚମୀ ପର୍ବ ମଧ୍ଯ ଏହି ମାସରେ ପଡିଥାଏ। ଏହି ପର୍ବ…

ଝିଅ ଏକ ଦାୟିତ୍ୱ ଅନେକ : ଆତ୍ମନିର୍ଭରଶୀଳତାର ଉଦହାରଣ ସାଜିଛନ୍ତି ଯାଜପୁର ବନ୍ଦାଳୋ ଗାଁର ସୁଭଦ୍ରା

ଯାଜପୁର : ଝିଅ ମାନେ ବି କିଛି କମ୍  ନୁହନ୍ତି । ମନରେ କିଛି କରି ଦେଖାଇବାର ଇଚ୍ଛା ଆଉ ଦୃଢ ମନୋବଳ ଥିଲେ ଜଣେ ଯେକୌଣସି ଉପାୟରେ ସଫଳତା ପାଇ ପାରିବା, ସେଥିରେ କୌଣସି ଦ୍ବନ୍ଦ ନାହିଁ । ଯାହାକୁ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବନ୍ଦାଳୋ ଗାଁର ଝିଅ ସୁଭଦ୍ରା ମହାନ୍ତି ।…

ଭଲ ଖବର : ମାତ୍ର ୧୦୦୦ ଟଙ୍କାରେ ମିଳିବ ଅକ୍ସଫୋର୍ଡର କରୋନା ଭ୍ୟାକସିନ

ସାରାବିଶ୍ୱ ନିଜ କାୟାରେ କବଳିତ କରିଛି ମହାମାରୀ କରୋନା। ଏଥିରୁ ବଞ୍ଚିବା ପାଇଁ ସବୁ ଦେଶ ଡହଳବିକଳ ହେଲେଣି। ଚଳିତବର୍ଷ ପ୍ରତ୍ୟେକ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ଟୀକା ପ୍ରସ୍ତୁତିରେ ସବୁ ଦେଶ ନିଜ କୌଶଳ ଲଗାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର…