Browsing Category

କ୍ରୀଡା

IPL: ହାଇଦ୍ରାବାଦର ଦମଦାର ବିଜୟ, ପଞ୍ଜାବକୁ ଶେଷ ଓଭରରେ କଲା ପରାସ୍ତ

ଶେଷ ଓଭରରେ ରୋମାଞ୍ଚ । ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ହୋଇଥିଲା ଘମାଘୋଟ ଲଢ଼େଇ । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ…

୧୦୦୦ ରନ, ୧୦୦ ଓ୍ଵିକେଟ ଏବଂ ୧୦୦ କ୍ୟାଚ୍‌… ଆଇପିଏଲ ଇତିହାସରେ ପ୍ରଥମ ରେକର୍ଡ କଲେ ରବିନ୍ଦ୍ର ଜାଡେଜା

କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚକୁ ଚେନ୍ନାଇ ସୁପରକିଙ୍ଗସ ୭ ଓ୍ଵିକେଟରେ ଜିତିନେଇଛି । ଏହି ମ୍ୟାଚର ହିରୋ ଥିଲେ ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା ଏହି ମ୍ୟାଚରେ କମାଲ୍‌ ବୋଲିଂ ଏବଂ ଫିଲ୍ଡିଂ କରିଥିଲେ । ଏହି ମ୍ୟାଚରେ ରବିନ୍ଦ୍ର…

ଆରସିବି ଫ୍ୟାନ୍ସଙ୍କ ଗୁମର ଖୋଲିଲେ ଦିନେଶ କାର୍ତ୍ତିକ, ‘ମୋ ସହିତ ମୋ ପରିବାରକୁ ସିଧାସଳଖ ମେସେଜ କରି ମଧ୍ୟ ଗାଳି…

ଦିନେଶ କାର୍ତ୍ତିକ ୨୦୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମରେ ରହିଛନ୍ତି । ଆଇପିଏଲ୍‌ ଇତିହାସରେ ସବୁଠୁ ବିଶ୍ୱସ୍ତ ଫ୍ୟାନ୍ସଙ୍କ କଥା କହିଲେ, ଆରସିବି ଫ୍ୟାନ୍ସ ଲିଷ୍ଟର ଶୀର୍ଷରେ ରହିଥାନ୍ତି । ୨୦୦୮ରୁ ଆରସିବି ଆଇପିଏଲ ସିଜିନରେ ଭଲ ଖେଳିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଟାଇଟଲ…

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହମ୍ମଦ ଶାମି, ଆଶାବାଡି ଧରି ଚାଲୁଥିବା ଫଟୋ ଭାଇରଲ

ମହମ୍ମଦ ଶାମି ବିଶ୍ୱକପ ୨୦୨୩ରେ ସର୍ବାଧିକ ଓ୍ଵିକେଟ ନେଇଥିବା ବୋଲର ଭାବେ ପୁରସ୍କୃତ ହୋଇଥିଲେ । କିନ୍ତୁ ବିଶ୍ୱକପ ପରେ ଆଉ ମଇଦାନକୁ ଫେରିନଥିଲେ ଶାମି । ଗୋଇଠିରେ ଯନ୍ତ୍ରଣା ଯୋଗୁଁ କିଛିଦିନ ହେଲାଣି କ୍ରିକେଟରୁ ଦୂରେଇ ରହିଛନ୍ତି ଶାମି । ଶାମିଙ୍କ ଗୋଇଠି ସର୍ଜରୀ କରାଇଥିଲେ । ଆଉ…

ଆଇପିଏଲ୍‌ : ମୁମ୍ବାଇର ପ୍ରଥମ ବିଜୟ, ଦିଲ୍ଲୀକୁ ୨୯ ରନ୍‌ରେ ହରାଇଲା

ମୁମ୍ବାଇ : ଲଗାତର ୩ଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍‌ସର ପ୍ରଥମ ବିଜୟ । ଆଇପିଏଲରେ ଆଜି ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୨୯ ରନ୍‌ରେ ହରାଇଛି ମୁମ୍ବା ଇଣ୍ଡିଆନ୍‌ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଓ୍ଵିକେଟ୍‌୍‌ରେ ୨୩୪ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ ୨୦ ଓଭର ମଧ୍ୟରେ ୮…

ବିଶ୍ୱକପ ୨୦୨୩ ହାରିବା ପରେ ପ୍ରଥମଥର ଆସିଲା ରୋହିତଙ୍କ ପ୍ରତିକ୍ରିୟା, ‘ଆତ୍ମବିଶ୍ୱାସ ଥିଲା…କି ଆମେ…

ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରଣ ହୋଇଛି । ଏହି ଏପିସୋଡରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ମସ୍ତି କରୁଥିବା ନଜର ଆସିଛନ୍ତି । କପିଲ ଶର୍ମାଙ୍କ ମଜାଳିଆ ପ୍ରଶ୍ନର ଉତ୍ତର ଦେଉଛନ୍ତି ଉଭୟ । ବିଶ୍ୱକପ ୨୦୨୩ ହାରିବା ପରେ ରୋହିତ…

ଆଶ୍ଚର୍ଯ୍ୟ ! ଟି୨୦ ବିଶ୍ୱକପ ପୂର୍ବରୁ ଆର୍ମି ଟ୍ରେନିଂ ନେଉଛି ପାକିସ୍ତାନ କ୍ରିକେଟ ଟିମ୍‌, ଫ୍ୟାନ୍ସ ଉଡାଉଛନ୍ତି ମଜାକ

ପାକିସ୍ତାନ କ୍ରିକେଟ ଟିମକୁ ବନ୍ଧୁକ ଧରାଇ ଟ୍ରେନିଂ ଦେଉଛି ସେନା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ଭିଡିଓରେ ପାକିସ୍ତାନ କ୍ରିକେଟ ଟିମ ପାକିସ୍ତାନ ସେନା ସହିତ ମିଶି ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଛି ।…

ବେକାର ଗଲା ବିରାଟଙ୍କ ଶତକ, ବଟଲରଙ୍କ ଶତକରେ ରାଜସ୍ଥାନ ରୟାଲ୍ସ  ହେଲା ବିଜୟୀ

ବେକାର ଗଲା ବିରାଟଙ୍କ ଶତକ । କୋହଲିଙ୍କ ଶତକକୁ ଫିକା କରିଦେଲେ ଇଂଲିସ୍ ବ୍ୟାଟର ଜୋସ ବଟଲର । ଆରସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲର୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍  ଜିତିନେଇଛି। ବଟଲର୍  ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଥିଲେ। ଫଳରେ…

ଲଗାତାର ତୃତୀୟ ଥର ହାରିବା ପରେ ଭଗବାନଙ୍କ ଶରଣରେ ହାର୍ଦ୍ଦିକ ପାଣ୍ଡ୍ୟା, ଭିଡିଓ ଭାଇରଲ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତବର୍ଷ ଆଇପିଏଲ ୨୦୨୪ ଲଗାତାର ୩ଟି ମ୍ୟାଚ ହାରିସାରିଛି । ଆଉ ଲଗାତାର ୩ଟି ମ୍ୟାଚ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ମୁମ୍ବାଇ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ…

ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ, ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ

ଆଇପିଏଲରେ ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ ।  ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି CSK। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟିମ ୫ ୱିକେଟ ହରାଇ ୧୬୫ ରନ କରିଥିଲା ।  ଶିବମ ଦୁବେ ୨୪ ବଲରୁ ୪୫ ରନ କରିଥିଲେ ।  ଜାଡେଜା ୩୧ ଓ ରାହାଣେ ୩୫ ରନର…

ଆଇପିଏଲର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍, ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗସ

ପଞ୍ଜାବ କିଙ୍ଗସର ନାଟକୀୟ ବିଜୟ। ଗୁଜରାଟ ଟାଇଟନ୍ସ ହାତରୁ ଅଳ୍ପକେ ମ୍ୟାଚ୍ ଛଡ଼ାଇ ନେଲା ପଞ୍ଜାବ ।  ଏଥିରେ ମୁଖ୍ୟ ହିରୋ ଥିଲେ ଶଶାଙ୍କ ଓ ଆଶୁତୋଷ ଶର୍ମା ।  ଏହି ଦୁଇ ଖେଳାଳିଙ୍କ ଦମଦାର ବ୍ୟାଟିଂ ବଳରେ ଗୋଟିଏ ବଲ୍ ବାକି ଥାଇ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଛି ।  ଗୁରୁବାର ଦିନ…

ମ୍ୟାଚ ହାରିବା ପରେ ଭାଙ୍ଗିପଡିଥିଲେ ରିଷଭ ପନ୍ତ, ଶାହରୁଖ ଆଲିଙ୍ଗନ କରି କଲେ ଉତ୍ସାହିତ

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନରେ ହରାଇଛି କୋଲକତା ନାଇଟ ରାଇଡର୍ସ । ଏତେ ବଡ ସ୍କୋରରେ ଦିଲ୍ଲୀକୁ ହରାଇବା ପରେ କେକେଆର ଟିମର ସମସ୍ତ ଖେଳାଳିଙ୍କୁ ଶାହରୁଖ ଖାନ ସାକ୍ଷାତ କରିଛନ୍ତି । କେବଳ ଏତିକି ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତଙ୍କୁ ମଧ୍ୟ ଦେଖା ହୋଇଛନ୍ତି ।…