Below header
Browsing Category

ଟେକ୍

ATMରୁ ଟଙ୍କା ଉଠାଇବା ସମୟରେ ଏହା ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଆକାଉଣ୍ଟ ହୋଇଯିବ ଖାଲି

ଏଟିଏମ ଏକ ଏମିତି ସେବା ଯାହା ୨୪ ଘଣ୍ଟା ଆପଣଙ୍କୁ ସର୍ଭିସ ଦେବା ପାଇଁ ମହଜୁଦ ଅଛି। ଏହା ଜରିଆରେ ଆପଣ କୌଣସି ବି ସମୟରେ ଟଙ୍କା ଉଠାଇପାରିବେ। କିନ୍ତୁ ଏଟିଏମ ବ୍ୟବହାର କରିବା ବେଳେ ବହୁତ ସାବଧାନ ରଖିବା ନିହାତି ଜରୁରୀ। ନଚେତ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟରୁ ମିନିଟରେ ଟଙ୍କା ଟ୍ରାନ୍ସଫର…

ଆପଣଙ୍କ ବିନା କିଏ ଆପଣଙ୍କ ଫୋନକୁ ହାତ ମାରୁଛି, ଏପରି ଚୁଟକିରେ କରନ୍ତୁ ପତ୍ତା

ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆମେ ଫୋନ ଲକ୍ କରିଥାନ୍ତି, କିନ୍ତୁ କେହି ଆମ ଫୋନକୁ ଗୋପନରେ ଖୋଲିବା ପାଇଁ ଚେଷ୍ଟା କରିଥାନ୍ତି। ଏମିତିରେ ଆମେ ଜାଣି ପାରନଥାନ୍ତି କିଏ ଫୋନର ଲକକୁ ଖୋଲିବାକୁ ଚେଷ୍ଟା କରିଛନ୍ତି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ଫୋନକୁ…

ଆସୁଛି ସାମସଙ୍ଗର ସବୁଠୁ ଶସ୍ତା 5G ଫୋନ, ଜାଣନ୍ତୁ ଏହାର ଦାମ୍‌ ସହ ଜବରଦସ୍ତ ଫିଚର୍ସ

ସାମସଙ୍ଗ ନିଜ ନୂଆ ମଡେଲ Galaxy A22 5G ଲଞ୍ଚ କରିବାକୁ ଯାଉଛି। ଏହା କିଛିଦିନ ଆଗରୁ ବ୍ୟୁରୋ ଅଫ ଇଣ୍ଡିଆ ଷ୍ଟାଣ୍ଡାର୍ଡ େଓ୍ଵବସାଇଟରେ ନଜର ଆସିଥିଲା। ସୂଚନା ଅନୁଯାୟୀ , ଏହି ଫୋନର ମଡେଲ ନମ୍ବର SM-A225F/DS ରହିଛି। ଏହା ବହୁତ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ତେବେ ଚାଲନ୍ତୁ…

ସାବଧାନ! ହ୍ଵାଟସଆପ ସହ ଗୁଗୁଲ ଆପରୁ ଆପଣଙ୍କ ତଥ୍ୟ ହୋଇପାରେ ଚୋରି

ଇଣ୍ଡିଆନ କମ୍ପ୍ୟୁଟର ଏମରଞ୍ଜେନସି ରେସପନ୍ସ ଟିମର ରିପୋର୍ଟ ଅନୁଯାୟୀ ହ୍ଵାଟସଅପ ଓ ଗୁଗୁଲ କ୍ରୋମ ମୋବାଇଲ ଆପରୁ ତଥ୍ୟ ଚୋରି ହେବାର ଖବର ସାମ୍ନାକୁ ଆସିଛି। ଦେଶର ସାଇବର ସୁରକ୍ଷା ଏଜେନସି ଶନିବାର ଏ ସଂପର୍କରେ ସୂଚନା ଦେଇଛନ୍ତି। ହ୍ଵାଟସଆପରୁ ତଥ୍ୟ ଚୋରି ହେବାର ଖବର ସମସ୍ତଙ୍କ ଚିନ୍ତା…

ମାନୁଆଲ ଗିଅରଯୁକ୍ତ କାର ଚଲାଇବା ସମୟରେ ଏହି କଥା ସବୁ ଧ୍ୟାନରେ ରଖନ୍ତୁ, କେବେ ବି କରନ୍ତୁନି ଏମିତି ଭୁଲ୍

ଅଟୋମେଟିକ କାରର ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ମାନୁଆଲ ଗିଅରବକ୍ସ କାରର ସଂଖ୍ଯା ମଧ୍ୟ କିଛି କମ୍ ନାହିଁ। ମାନୁଆଲ ଗିଅରବକ୍ସ କାର ଚଲାଇବା ସମୟରେ କିଛି ଲୋକ ଏମିତି ଭୁଲ କରନ୍ତୁ, ଫଳରେ ଦୁର୍ଘଟଣା ହୋଇଥାଏ। ଆଜି ଆମେ ଏମିତି କିଛି ଭୁଲ ବିଷୟରେ ଜଣାଇବୁ, ଯାହା ମାନୁଆଲ…

ଟିସିଏଲ୍‌ ର ୬.୮୭ ଇଞ୍ଚ୍‌ର ସ୍ମାର୍ଟ ଫୋନ୍‌ ଯାହା ୧୦ ଇଞ୍ଚ୍‌ର ଟାବ୍‌ଲେଟ୍‌ରେ ବଦଳି ଯାଇପାରେ

ଟିସିଏଲ୍ର ଏହି ସ୍ମାର୍ଟ ଫୋନ୍‌ ଫୋଲ୍ଡ ବି ହୋଇପାରିବ ଏବଂ ରୋଲ୍ଡ ବି ହୋଇପାରିବ । ଏହି ସ୍ମାର୍ଟ ଫୋନ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି । କେତେକ କମ୍ପାନି ଫୋଲ୍ଡବଲ୍‌ ସ୍ମାର୍ଟ ଫୋନ୍‌ ଉପରେ କାମ ଜାରି ରଖିଛନ୍ତି । ଟିସିଏଲ୍‌ କମ୍ପାନି ଆଉ ପାଦେ ଆଗକୁ ଯାଇ ଫୋଲ୍ଡ ଏବଂ ରୋଲ୍ଡ ସ୍ମାର୍ଟ ଫୋନ୍‌…

ଆଧାର କାର୍ଡ ଅପ୍‌ଡେଟ୍‌ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା, ଏବେ କେବଳ ଗୋଟିଏ ମିସ୍‌ଡ କଲ ଦେଇ କରିପାରିବେ ସବୁର…

ବର୍ତ୍ତମାନ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ପରିଗଣିତ ହେଉଛି। ସରକାରୀ ଯୋଜନାଠୁ ଆରମ୍ଭ କରି ଘରର କାମ ପର୍ଯ୍ୟନ୍ତ ସବୁଥି ପାଇଁ ଆଧାର କାର୍ଡ ଜରୁରୀ ହୋଇଥାଏ। ଏଭଳି ସ୍ଥିତିରେ ଯଦି ଆଧାର କାର୍ଡରେ କିଛି ଭୁଲ ଥିବ, ତେବେ ତାହା ସମସ୍ୟା ସୃଷ୍ଟି କରିପାରେ। ଅପଡେଟ୍‌ ବ୍ୟତୀତ ବି ଯଦି…

Facebookରୁ ମାତ୍ର ୪ ମିନିଟରେ ମିଳିଯିବ ଆପଣଙ୍କ ମନଲାଖି ଜୀବନସାଥି, ଜାଣନ୍ତୁ କେମିତି

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ଆପଣଙ୍କୁ ମନ ଲାଖି ଜୀବନସାଥି ପାଇବାରେ ଆପଣଙ୍କୁ ସାହାଯ୍ୟ କରିବ। ଫେସବୁକ ବହୁତ ଜଲଦି ଡେଟିଙ୍ଗ୍ ଆପ୍ ନେଇ ଆସୁଛି। ଏଠାରେ ୟୁଜର୍ସ ନିଜ ମନ ଲାଖି ପାତ୍ର ଖୋଜି ତାଙ୍କ ସହିତ ଡେଟ୍ କରିପାରିବେ। ଏହି ଆପର ନାମ ସ୍କାର୍କଡ ରଖାଯାଇଛି। ବର୍ତ୍ତମାନ ଏହି…

ହାକର୍ସମାନଙ୍କଠୁ ରୁହନ୍ତୁ ସୁରକ୍ଷିତ, SMS ଦ୍ୱାରା କରନ୍ତୁ ଆପଣଙ୍କ ଆଧାର କାର୍ଡକୁ ଲକ୍‌

ଆଧାର କାର୍ଡ ସହ ଏବେ ସବୁ କିିଛି ଲିଙ୍କ କରାଯାଉଛି। ସିମ କାର୍ଡ କିଣିବା ଠୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସବୁଠି ଆଧାର କାର୍ଡର ବ୍ୟବହାର କରାଯାଉଛି। ଏହା ଏବେ ଭାରତୀୟଙ୍କ ପାଇଁ ମୁଖ୍ୟ ପ୍ରମାଣ ପତ୍ର ରୂପେ କାମ କରୁଛି। ଏଥିରେ ଫିଙ୍ଗରପ୍ରିଣ୍ଟ ସହ ଅନେକ ଜରୁରୀ…

ନୂଆ ଫୋନ୍ କିଣିବାକୁ ଯାଉଛନ୍ତି କି ତେବେ ଟିକେ ରହିଯାନ୍ତୁ, ଆସନ୍ତା ମାସ ଲଞ୍ଚ୍ ହେଉଛି ଓପୋର ଦୁଇଟି ଶସ୍ତା…

ଓପୋ ବହୁତ ଜଲଦି ଦୁଇଟି ନୂଆ ଶସ୍ତା ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ୍ କରିବାକୁ ଯାଉଛି। ଆମାଜନ୍ ଲିଷ୍ଟିଙ୍ଗ୍ ସାମ୍ନାକୁ ଆସିବା ପରେ ଏହି କଥାର ଖୁଲାସା ହୋଇଛି। ରିପୋର୍ଟ ମୁତାବକ Oppo A74 5Gର ଭାରତୀୟ ଭେରିୟଣ୍ଟ ଏହି ମାସ ଆରମ୍ଭରେ କମ୍ବୋଡିଆ ଏବଂ ଥାଇଲାଣ୍ଡ ମାର୍କେଟରେ ଲଞ୍ଚ୍…

WhatsApp Groupsରେ ଆସିଗଲା Disappearing message ଫିଚର, ଲମ୍ବା ସମୟରୁ ଥିଲା ଅପେକ୍ଷା, ଜାଣନ୍ତୁ ଖାସିୟତ୍‌

ମେସେଜିଙ୍ଗ୍‌ ଆପ୍‌ WhatsAppରେ ମଝିରେ ମଝିରେ ନୂଆ ଅପ୍‌ଡେଟ ସବୁ ଆସିଥାଏ। ନିକଟରେ WhatsApp ୟୁଜରମାନଙ୍କୁ ୪ ଡିଭାଇସ୍‌ରେ ଏକ ସାଥୀରେ ଚାଲି ପାରୁଥିବା ଫିଚର ଲଞ୍ଚ୍‌ କରିଥିଲା। ପୁଣି ବର୍ତ୍ତମାନ ଆଉ ଏକ ନୂଆ ଅପ୍‌ଡେଟ ଆସିଯାଇଛି। ଏହି ଫିଚରକୁ ଲମ୍ବା ସମୟରୁ ଅପେକ୍ଷା ରହିଥିଲା।…

ହଜି ଯାଇଥିବା ଆଇଫୋନକୁ ସହଜରେ ଖୋଜିପାରିବେ ଆପଣ, ଜାଣନ୍ତୁ କେମିତି

ଗୁଗଲ ତରଫରୁ ଗୁଗଲ ଆସିଷ୍ଟାଣ୍ଟକୁ ଏକ ଏମିତି ଫିଚର ସହିତ ଲଞ୍ଚ୍ କରାଯାଇଛି ଯାହା ସାହାଯ୍ୟରେ ଆଇଫୋନ୍ ୟୁଜର୍ସ ନିଜର ହଜି ଯାଇଥିବା ଫୋନର ପତ୍ତା ଲଗାଇପାରିବେ। ଆଣ୍ଡ୍ରଏଡ୍ ୟୁଜର୍ସ ଅନେକ ଦିନ ଧରି ଏହି ଫିଚରର ବ୍ୟବହାର କରୁଛନ୍ତି। ସୂଚନା ମୁତାବକ ଏଥିରେ ଥିବା ଆପଲ ଅନ୍ ମାଇଣ୍ଡ ମାଇଁ ସିଷ୍ଟମ…