Below header
Browsing Category

ଟେକ୍

ବାହାର ଗରମରୁ ଏବେ ମିଳିବ ମୁକ୍ତି, Sony ଲଞ୍ଚ କଲା Reno Pocket 2 AC

ଗରମରୁ ରକ୍ଷା ପାଇବା ପାଇଁ ସୋନୀ ଆପଣଙ୍କ ପାଇଁ ଆଣିଦେଇଛି ଶସ୍ତା ଏବଂ ପକେଟ ସାଇଜର AC । ଗତବର୍ଷ ଲଞ୍ଚ ହୋଇଥିବା Reno Pocket ପରେ ପୁଣି ଏବର୍ଷ ସୋନୀ Reno Pocket 2 ଲଞ୍ଚ କରିଛି। ଏହି ନୂଆ ଭର୍ସନର ଡିଜାଇନ ଏବଂ ଲୁକ୍‌ ପୂର୍ବ ଡିଜାଇନ ଭଳି ରହିଛି। କିନ୍ତୁ ଏହାର ନୂଆ ଭର୍ସନ ଏସି…

MI 11 Ultra ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ଏହାର ଲାଟେଷ୍ଟ ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ ଜିଓମିର ସବୁଠୁ ଖାସ ହ୍ୟାଣ୍ଡ ସେଟ MI 11 Ultra ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନରେ ଇନ ବିଲ୍ଟ ହାର୍ଟ ରେଟ ସେଂସର ରହିଥିବା ବେଳେ ଫିଙ୍ଗରପ୍ରିଣ୍ଟ ସ୍କାନରର ସୁବିଧା ରହିଛି। ଏହାସହ ୟୁଜର୍ସଙ୍କ ପାଇଁ ଫୋନରେ ରିୟର କ୍ୟାମେରା ପାଖରେ ଏକ ଛୋଟ ସ୍କ୍ରିନ ଦିଆଯାଇଛି।…

ହ୍ଵାଟସଅପର ସାନଦାର ଟ୍ରିକ, ବିନା ଟାଇପରେ ବି ପଠାଇପାରିବେ ମେସେଜ୍‌

ହ୍ଵାସଟଅପ୍ ବିଷୟରେ ଆପଣ ବହୁତ କିଛି ଜାଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ନାହିଁ ଏବେ ହ୍ଵାଟସଅପରେ ଏମିତି ଏକ ଫିଚର ଆସିଛି ଯାହାଦ୍ୱାରା ଆପଣ ବିନା ଟାଇପରେ ବି ଟେକ୍ସଟ ମେସେଜ୍ କରିପାରିବେ। କଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ନା ନା ଆଶ୍ଚର୍ଯ୍ୟ ହୁଅନ୍ତୁନାହିଁ ଏହା ବିଲକୁଲ ସତ।…

ଭାରତରେ ଲଞ୍ଚ୍‌ ହେଲା ଫୁଜି ଫିଲ୍ମ ଇନ୍‌ଷ୍ଟାକ୍ସ ମିନି ୪୦ କ୍ୟାମେରା, ମିଳିବ ସେଲ୍‌ଫି ମୋଡ୍‌

ନୂଆଦିଲ୍ଲୀ : ଫୁଜି ଫିଲ୍ମ ତା’ର ନୂଆ ଇନ୍‌ଷ୍ଟଣ୍ଟ କ୍ୟାମେରା Fujifilm Instax Mini 40 ଭାରତରେ ଲଞ୍ଚ୍‌ କରିଛି । ଏହାର ମିନି ଫିଚର ଫର୍ମାଟ ଦିଆଯାଇଛି । ଏଥିରେ ଫଟୋ ପ୍ରିଣ୍ଟର ମଧ୍ୟ ମିନି ଫର୍ମାଟରେ ଦିଆଯାଇଛି । ଏଥିରେ ଅଟୋମେଟିକ ଏକ୍ସପୋଜର , ସେଲ୍ଫି ମୋଡ୍‌ ଫିଚର ଦିଆଯାଇଛି । ଏହା…

ଟିଭିର ରିମୋଟ୍‌ ଭଳି କାମ କରିପାରିବ ଆପଣଙ୍କ ସ୍ମାର୍ଟଫୋନ୍‌, ଜାଣନ୍ତୁ କେମିତି

ଏବେ କେବଳ ମୋବାଇଲ ଫୋନ୍‌ ନୁହେଁ ବରଂ ଟେଲିଭିଜନ୍‌ ବି ସ୍ମାର୍ଟ ହୋଇଯାଇଛି। ପୂର୍ବରୁ ଲୋକମାନେ ସ୍ମାର୍ଟ ଟିଭି କିଣିବାକୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଥିଲେ। କିନ୍ତୁ ଏବେ ଆଉ ସେ ଟେନ୍‌ସନ୍‌ ନାହିଁ। ଏବେ ୧୫ ହଜାର ଟଙ୍କାରେ ବି ସ୍ମାର୍ଟ ଟିଭି ଉପଲବ୍ଧ ହେଉଛି। ତେବେ ବେଳେବେଳେ ଏହି…

ଏହି ୮ଟି ଆପ୍ସକୁ ଫୋନରୁ ତୁରନ୍ତ ହଟାନ୍ତୁ, ନଚେତ୍‌ ଆପଣଙ୍କ ଟଙ୍କା ହୋଇପାରେ ଚୋରି

ୟୁଜର୍ସଙ୍କ ଫୋନ ହ୍ୟାକ କରିବା ପାଇଁ ହ୍ୟାକର୍ସମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। McAfee Mobile Researchର ରିପୋର୍ଟ ଅନୁଯାୟୀ  Malwareକୁ ୮ଟି ଆଣ୍ଡ୍ରଏଡ଼ ଆପ୍ସରେ ରଖାଯାଇଥିଲା। ଯାହା Southeast Asia ଓ Arabian peninsulaରେ ଥିବା ୟୁଜର୍ସଙ୍କୁ ଟାର୍ଗେଟ କରୁଥିଲା। ସବୁଠୁ…

Google Meet ହେଲା ଅପଡେଟ୍‌, ୟୁଜରଙ୍କୁ ନୂଆ ଇଣ୍ଟରଫେସ୍‌ ସହ ମିଳିବ ଅଟୋ-ଜୁମ୍‌ ଫିଚର

ଟେକ୍‌ କମ୍ପାନୀ Google ନିଜର ଖାସ ଆପ୍‌ Meetକୁ ଅପଡେଟ୍‌ କରିବାକୁ ଘୋଷଣା କରିଛି। ଆସନ୍ତା ମାସ ଆରମ୍ଭରୁ ଡେସ୍କଟପ୍‌ ଓ ଲାପଟପ ୟୁଜର୍ସଙ୍କୁ Google Meet ଆପ୍‌ରେ ନୂଆ ଇଣ୍ଟରଫେସ୍‌, ଅଟୋ-ଜୁମ୍‌ ସହିତ ଲାଟେଷ୍ଟ ଫିଚର୍ସର ସପୋର୍ଟ ମିଳିବ। Google Meet ଆପ୍‌କୁ ବଢ଼ିଆ ବନାଇବା ପାଇଁ…

Twitterରେ ଆସିଲା ନୂଆ ଫିଚର, ଏଣିକି 4K ଫଟୋକୁ କରିପାରିବେ ସେୟାର

ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ଵିଟର ଲମ୍ବା ସମୟ ପରେ ନିଜ ୟୁଜର୍ସଙ୍କୁ ୪କେ ଫଟୋ ଟ୍ଵିଟ କରିବା ଏବଂ ଦେଖିବା ପାଇଁ ସୁବିଧା ଦେଇଛି। Twitter ଏହାର ସୂଚନା ଟ୍ଵିଟ କରି ଦେଇଛି। 4K ଫଟୋର ସପୋର୍ଟ ଏବେ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ପାଇଁ ଜାରି କରିଦିଆଯାଇଛି। ଟ୍ଵିଟର ୱେବ ଭର୍ସନରେ ପୂର୍ବରୁ ହିଁ…

ଭାରତରେ ଲଞ୍ଚ ହେଲା OnePlus ସ୍ମାର୍ଟଓ୍ଵାଚ, ଜାଣନ୍ତୁ ଏହାର ଜବରଦସ୍ତ ଫିଚର

ଆଜି ଅର୍ଥାତ ୨୧ ଅପ୍ରେଲରୁ OnePlus Watchର ଭାରତୀୟ ବଜାରରେ ପ୍ରଥମ ସେଲ ହେବାକୁ ଯାଉଛି। ଏହାର ବିକ୍ରି ଆଜିଠୁ ରେଡ କେବୁଲ କ୍ଲବ ମେମ୍ବରଙ୍କ ପାଇଁ OnePlus େଓ୍ଵବସାଇଟରେ ଆରମ୍ଭ ହୋଇସାରିଛି। ଅନ୍ୟ ୟୁଜର୍ସଙ୍କ ପାଇଁ ଏହା ୨୨ ଅପ୍ରେଲରୁ ଆମାଜନ ଓ ଫ୍ଲିପକାର୍ଟରେ ଦିନ ୧୨ଟାରୁ ବିକ୍ରି…

ଆପଣଙ୍କ ଘର ପାଖରେ କେଉଁଠି ଦିଆଯାଉଛି ଟିକା, ନିଜ ମୋବାଇଲରେ ଜାଣନ୍ତୁ ଏପରି

ସରକାର ମେ ପହିଲାରୁ ୧୮ ରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକା ନେବାକୁୁ ଅନୁମତି ଦେଇଛନ୍ତି। ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ତାହେଲେ ଆପଣ ଭ୍ୟାକସିନ୍‌ ନେଇପାରିବେ। ଦେଶରେ କରୋନା ମାମଲା ଗତ ବର୍ଷ ଅପେକ୍ଷା ଅଧିକ ବଢ଼ିବାରେ ଲାଗିଛି। ସେହିପରି ଲୋକଙ୍କୁ ଭ୍ୟାକସିନ୍‌ ଦେବା କାମ ବି ଜୋର…

M1 ପ୍ରୋସେସର ଏବଂ ୭ କଲର ଅପସନ ସହିତ ଲଞ୍ଚ ହେଲା iMac, ଜାଣନ୍ତୁ କ’ଣ ରହିଛି ଦାମ୍ ଓ ଫିଚର୍ସ

ଆପଲ୍ ଲଞ୍ଚ କଲା ଖାସ୍ ଫିଚର୍ସ ଥିବା iMac। ଯାହାର ଲୁକ୍ ଗ୍ରାହକଙ୍କୁ ବହୁ ଆକର୍ଷିତ କରୁଛି। ଏହା ୟୁଜର୍ସଙ୍କୁ ଅଲଗା ଅଲଗା କଲର ଅପସନରେ ମିଳିବ। ଏହାକୁ ଆପଣ ୩୦ ଏପ୍ରିଲରୁ ଅର୍ଡର କରିପାରିବେ। ଆପଲ୍ iMac ସହିତ ଅଲଗା ଅଲଗା କଲର ଅପସନରେ ମିଳୁଛି। ଏହାର ସ୍କ୍ରିନ ସାଇଜକୁ ବଢାଯାଇଛି।…

ଅପ୍ରେଲ ୨୧ରେ ଭାରତୀୟ ବଜାରରେ ପ୍ରବେଶ କରିବ Poco M2 Reloaded, ଦାମ ରହିଛି ସବୁଠୁ ଶସ୍ତା

ପୋକୋ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହି ସଂପର୍କରେ କମ୍ପାନୀ ପକ୍ଷରୁ ଟ୍ଵିଟ ଯୋଗେ ସୂଚିତ କରାଯାଇଛି। ପୋକୋର ନୂଆ ସ୍ମାର୍ଟଫୋନ Poco M2 Reloaded ଅପ୍ରେଲ ୨୧ରେ ଭାରତୀୟ ବଜାରରେ ପ୍ରବେଶ କରିବ । Poco M2 Reloaded କିଛି ଦିନ ପୂର୍ବରୁ ଲଞ୍ଚ ହୋଇଥିବା…