Toyota Hiluxକୁ ଟକ୍କର ଦେବ Isuzu V-Cross, ଜାଣନ୍ତୁ କେତେ ଦାମରେ ମିଳୁଛି ଏହା
ଇସୁଜୁ କମ୍ପାନୀ D-Max V-Cross Z Prestige ପିକଅପ୍ ଟ୍ରକ୍ ଲଞ୍ଚ କରିଛି । ଏହି ନୂଆ V-Cross ଟ୍ରିମ୍ ଅନେକ ନୂଆ ଫିଚର ଏବଂ ଡିଜାଇନ୍ ଅପଡେଟ୍ ସହିତ ଅଣାଯାଇଛି । ଇସୁଜୁ ଏଥିପାଇଁ ବୁକିଂ ଆରମ୍ଭ କରିଛି । ଏହା ବଜାରରେ Toyota Hiluxକୁ ଟକ୍କର ଦେବ ।
Isuzu V-Cross ର ମାନୁଆଲ ଟ୍ରାନ୍ସମିସନ୍ ମଡେଲରେ ଅନେକ ନୂଆ ସେଫ୍ଟି ଫିଚର ଯୋଡ଼ାଯାଇଛି । ଯେଉଁଥିରେ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ (ଟିସିଏସ୍), ଇଲେକ୍ଟ୍ରୋନିକ୍…
Read More...