କେଉଁ କାରଣ ପାଇଁ ଦିନ ଅପେକ୍ଷା ରାତିରେ ଅଧିକ ସ୍ପିଡ୍ରେ ଚାଲେ ଟ୍ରେନ୍ ?
ଭାରତୀୟ ରେଲେଓ୍ଵ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ବହୁତ ଲୋକ ଟ୍ରେନ୍ରେ ଯାତ୍ରା କରିବାକୁ ପସନ୍ଦ କରିଥାଆନ୍ତି । କାରଣ ରେଳଯାତ୍ରା ପାଇଁ ବଜେଟ୍ ଅଧିକା ଲାଗିନଥାଏ । ଖୁବ୍ କମ୍ ଟଙ୍କାରେ ଟ୍ରେନ୍ ରେ ଭଲରେ ଯାତ୍ରା କରିଥାଆନ୍ତି ଲୋକେ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏଥି ସହିତ ଟ୍ରେନ୍ ଭଡା ଏତେ କମ୍ ଯେ ଜଣେ ସାଧାରଣ ଲୋକ ମଧ୍ୟ ଏଥିରେ ସହଜରେ ଯାତ୍ରା କରିପାରିବେ । ଆପଣ…
Read More...