Odisha News
.

ଘଟଗାଁ ହରିଚନ୍ଦନପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

murderକେନ୍ଦୁଝର: ଘଟଗାଁ ହରିଚନ୍ଦନପୁର ଖରବା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତକଙ୍କ ନାମ କାଙ୍କଡ ମହ୍ଲାର ଥିବାବେଳେ,ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।

Leave A Reply

Your email address will not be published.