ବନ୍ଧୁ ସାଜିଲା ପିଶାଚ: ଉଧାର ଟଙ୍କା ମାଗିବାରୁ ନେଲା ବନ୍ଧୁର ଜୀବନ
ଜୟପୁର(କେନ୍ୟୁଜ) : ବିଶ୍ୱାସରେ ମିଳିଲା ଧୋକା । ବନ୍ଧୁ ସାଜିଲା ପିଶାଚ। କିଛି ଟଙ୍କା ପାଇଁ ନିଜ ବନ୍ଧୁକୁ ଦେଲା ଏମିତି ଧୋକା ଯାହାକୁ କଳ୍ପନାରେ ବି କେହି କେବେ ଭାବି ପାରିବେ ନାହିଁ । ଶେଷରେ ଭୁଲିଗଲା ସବୁ ସମ୍ପର୍କ । ବନ୍ଧୁର ଜୀବନ ନେଇଗଲା ବନ୍ଧୁ । ଉଧାର ଟଙ୍କା ମାଗିବା ହେଲା କାଳ ।
ଦୁଇଦିନ ମଧ୍ୟରେ ଅଭିଯୁକ୍ତକୁ ଧରିଲା ଜୟପୁର ଟାଉନ ଥାନା ପୋଲିସ୍ । ଯାହାକୁ ବନ୍ଧୁ ବୋଲି ସାହାଯ୍ୟ କରିଥିଲେ, ଉପହାର ଦେଇଥିଲେ,…
Read More...