ଗୋପାଳପୁର ନିର୍ବାଚନମଣ୍ଡଳୀରେ ପାଣ୍ଡିଆନଙ୍କ ରୋଡ ସୋ
ବ୍ରହ୍ମପୁର : ଗୋପାଳପୁରରେ ପାଣ୍ଡିଆନଙ୍କ ରୋଡ ସୋ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର । ରୋଡ଼ ସୋ'ରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି । ଗୋପାଳପୁର ବସଷ୍ଟାଣ୍ଡ ଛକରୁ…
Read More...