ଘରୁ ନାଗସାପ ଉଦ୍ଧାର କଲେ ସ୍ନେକହେଲ୍ପ ଲାଇନ ସଦସ୍ୟ
କାକଟପୁର : ଅସ୍ତରଙ୍ଗ ଅଞ୍ଚଳରେ ନିରଞ୍ଜନ ଦାସଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି । ସାପଟି ଘର ଭିତରକୁ ପଶିଯିବା ଦେଖି ନିରଞ୍ଜନ ସ୍ନେକହେଲ୍ପ ଲାଇନ ସଦସ୍ୟ ବ୍ରଜବନ୍ଧୁ ସାହୁଙ୍କୁ ଖବର ଦେଇଥିଲେ । ଖବରପାଇ ବ୍ରଜବନ୍ଧୁ ପହଞ୍ଚିଥିଲେ । ହେଲେ ସାପଟି ଘରୁ ବାହାରି ବାରିପଟରେ ରହିଥିବା ଚାଳଘରକୁ ଚାଲିଥିଲା । ସେଠାରୁ ସ୍ନେକହେଲ୍ପ ଲାଇନ ସଦସ୍ୟ ବ୍ରଜ ବନ୍ଧୁ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସାପଟି ଏକ ନାଗସାପ…
Read More...