ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ, ବାଣୀବିହାରଠାରୁ ଶିଶୁଭବନ ଛକ ଯାଏଁ ଚାଲିଛି ସର୍ଭେ
ଭୁବନେଶ୍ୱର (କେନ୍ୟୁଜ): ମେଟ୍ରୋ ପ୍ରକଳ୍ପ ପାଇଁ ହେଲା ସର୍ଭେ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍ ସର୍ଭେ ଆରମ୍ଭ କରିଛି । ଏହି ଟିମରେ ବିଏମ୍ସି, ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ, ଟିପିସିଓଡିଏଲ୍, ଗେଲ୍, ବିଏସ୍ଏନ୍ଏଲ୍, ୱାଟ୍କୋ ଓ କମିସନରେଟ୍ ଟ୍ରାଫିକ୍ର ପ୍ରତିନିଧି ଉପସ୍ଥିତି ରହିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି…
Read More...