ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ: ଆଜି ଭାଗ୍ୟ ପରୀକ୍ଷା ଦେବେ ରାହୁଲ ଗାନ୍ଧୀ, ହେମାମାଳିନୀ ଓ ଶଶୀ ଥରୁର
ନୂଆଦିଲ୍ଲୀ : ଆଜି ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେବେ ବହୁ ହେଭି ୱେଟ। କେରଳର ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଗ୍ୟ ପରୀକ୍ଷା ଦେଉଛନ୍ତି। ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଏହି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସର ସବୁଠାରୁ ବଡ଼ ଚେହେରା । ଗତ ଦୁଇ ବର୍ଷ ଭିତରେ ଭାରତ ଯୋଡ଼ ଯାତ୍ରା ଏବଂ…
Read More...