ସାବଧାନ ! ଯଦି ଭୁବନେଶ୍ୱରରେ ଦୋକାନ ଅଛି, ତାହେଲେ ଏମାନେ ବି ଯାଇପାରନ୍ତି ଆପଣଙ୍କ ଦୋକାନ
ଭୁବନେଶ୍ୱର (କେନ୍ୟୁଜ) : ଗୋଟିଏ ଦିନରେ ତିନିଟି ଦୋକାନ…ଏବେ ରାଜଧାନୀରେ ମାତିଛନ୍ତି ବଣ୍ଟି ବବଲି ଯୋଡି…ଗ୍ରାହକ ବେଶରେ ଆସୁଛନ୍ତି କ୍ୟାସ ବାକ୍ସରୁ ଟଙ୍କା ନେଇ ଚାଲି ଯାଉଛନ୍ତି…ଯଦି ଆପଣଙ୍କର ଭୁବନେଶ୍ୱରରେ ଦୋକାନ ଅଛି, ତାହେଲେ ଏବେ ଆଖି କାନ ଖୋଲା ରଖିଥାନ୍ତୁ । କାହିଁକିନା ଏମାନେ ବି ଯାଇପାରନ୍ତି ଆପଣଙ୍କ ଦୋକାନ । ଚିହ୍ନି ରଖିଥାନ୍ତୁ ଏହି ସ୍ୱାମୀ ସ୍ତ୍ରୀଙ୍କୁ । କେତେବେଳେ ଆଉ କେଉଁ ମୁହୂର୍ତ୍ତରେ ଆପଣଙ୍କ ଦୋକାନରେ ବି…
Read More...