Browsing Tag

bridge collapse

Bridge collapses : ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ

ବାଂଶପାଳ : ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀ-ଦବୁନା ରାସ୍ତାର ଧାନଗଦୀ ନିକଟସ୍ଥ ରାଣୀମା ନାଳ ଉପର ପୋଲ ଲଗାଣ ବର୍ଷାରେ ଭୁସୁଡିପଡ଼ିଛି । ଫଳରେ, ବାଂଶପାଳ ବ୍ଲକର ପାଖାପାଖି ୧୦ଟି ପଞ୍ଚାୟତର ଲୋକଙ୍କର ଯାତାୟାତ…

ଧସିଲା କେନାଲ ବ୍ରିଜ୍ , ଯାତାୟାତ ଠପ୍

ଜୟପୁର : ଧସିଲା କେନାଲ ବ୍ରିଜ୍ । ଯାତାୟାତ ଠପ୍ । ଜୟପୁର ଜଳସେଚନ ବିଭାଗର ସର୍ବପୁରାତନ ବ୍ରିଜଟି ଧସିଯାଇଛି । ଫଳରେ ବାରିଣୀପୁଟ ପଂଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଛି । ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜୟପୁର ସଦର ଥାନା ପୋଲିସ । ଆହୁରି…

ଧୋଇଗଲା ପୋଲ, ଲୋକେ ଜଳବନ୍ଦୀ

ବାଂଶପାଳ : ଧୋଇଗଲା ପୋଲ । ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡଙ୍ଗ ନଡ଼ସାହି ରାସ୍ତାରେ । ଝିରିପାଣି ନାଳ ଉପର ପୋଲ ବନ୍ୟା ପାଣିରେ ଭାସିଯାଇଥିବାରୁ ଅନ୍ୟ…

ମହାରାଷ୍ଟ୍ର ପୁନେଠାରେ ପୋଲ ଭୁଶୁଡ଼ି ଭାସି ଗଲେ ଲୋକେ, କିଛି ମରିଗଲେ କିଛି ଉଦ୍ଧାର ପାଇଲେ

ଅଚାନକ ଘଟୁଛି ଦୁର୍ଘଟଣା । କିଛି ଆଭାସ ନଥିଲା ପୂର୍ବରୁ ହେଲେ ଭୁଶୁଡ଼ିଗଲା ପୋଲ ଆଉ ଭାସିଗଲେ ଲୋକେ । ସେତୁରେ ବହୁତ ଭିଡ଼ ଥିଲା, ଯାନବାହନ ଯୋଗୁଁ ରାସ୍ତା ଜାମ୍ ହୋଇଗଲା । ଆଉ ଘଟିଗଲା ବଡ଼ ଅଘଟଣ । ଆମେ କହୁଛୁ ଗତକାଲି ଘଟିଥିବା ମହାରାଷ୍ଟ୍ରର ସେତୁ ଦୁର୍ଘଟଣା କଥା। ପୁଣେର ମାଭାଲ ତହସିଲରେ…

ପୁଣେ : ଭୁଶୁଡିଲା ଇନ୍ଦ୍ରାୟାଣୀ ନଦୀରେ ହୋଇଥିବା ପାଦଚଲା ପୋଲ, ଭାସିଗଲେ ୨୫ ପର୍ଯ୍ୟଟକ, ୬ ମୃତ

ପୁଣେ : ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ । ଇନ୍ଦ୍ରାୟାଣୀ ନଦୀ ଉପରେ ଥିବା ପାଦଚଲା ପୋଲ ଭୁଶୁଡିଲା । ଫଳରେ ୨୫ ଜଣ ପର୍ଯ୍ୟଟକ ଭାସିଯାଇଥିଲା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନଦୀରେ ପ୍ରବଳ ସ୍ରୋତ ଆସିବାରୁ ବ୍ରିଜ ଭାସିଯାଇଥିବା ଜଣାପଡିଛି ।…

ସେତୁ ମରାମତି କାମ ଚାଲୁଥିବାବେଳେ ଘଟିଲା ଅଘଟଣ, ଜଣେ ଶ୍ରମିକ ମୃତ

କାମାକ୍ଷାନଗର: ଚାଲୁଥିଲା ବ୍ରିଜ ମରାମତି କାମ । ହଠାତ କଣ ହେଲା କେଜାଣି କିଛି ଶ୍ରମିକ ବ୍ରାହ୍ମଣୀ ନଦୀରେ ଖସି ପଡିଲେ । ଖବର ପାଇଁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ୪ ଜଣଙ୍କୁ ଖୋଜି ପାଇଥିଲେ ବି ଜଣଙ୍କୁ ଖୋଜିବା ମୁସ୍କିଲ ହୋଇପଡ଼ିଲା । ଶେଷରେ ବହୁ…

ଉତ୍ତରାଖଣ୍ଡ : ନିର୍ମାଣ ପୂର୍ବରୁ ଭୁଶୁଡିଲା ସିଗ୍ନେଚର ବ୍ରିଜ, ଅତ୍ୟଧିକ ଓଜନ ଯୋଗୁଁ ଢଳିଗଲା

ଉତ୍ତରାଖଣ୍ଡର ପ୍ରଥମ ସିଗ୍ନେଚର ବ୍ରିଜ ନିର୍ମାଣ ପୂର୍ବରୁ ଭୁଶୁଡି ପଡିଛି । ଘଟଣାରେ କେହି ହତାହତ ହୋଇନାହାନ୍ତି । ଏହାପୂର୍ବରୁ ଜୁଲାଇ ୨୦୨୨ରେ ଏହି ବ୍ରିଜର ସଟରିଂ ଖସିପଡିବା ଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ରୁଦ୍ରପ୍ରୟାଗ ଜିଲ୍ଲାର ବଦ୍ରିନାଥ ହାଇେଓ୍ଵର ନରକୋଟାରେ ନିର୍ମାଣ…

ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ ଟ୍ରାଜେଡି : ନଦୀରେ ବୁଡିଥିବା ଟ୍ରକରୁ ୨ ମୃତଦେହ ଉଦ୍ଧାର

ଆମେରିକାର ବାଲ୍ଟିମୋରରେ ପୋଲ ଭୁଶୁଡିବା ଘଟଣାରେ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ଉପରେ ଥିବା ଅନେକ ଗାଡି ଏବଂ ଶ୍ରମିକ ବୁଡି ଯାଇଥିଲେ । ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜକୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା । ଏହି…

ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି : ଜାହାଜରେ ଥିବା ସମସ୍ତ ୨୨ ଭାରତୀୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ, ୬ ନିଖୋଜ

ଆମେରିକା ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି ଘଟଣାରେ ଜାହାଜରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ । ଜାହାଜରେ ୨୨ ଭାରତୀୟ କ୍ର୍ୟୁ ଥିଲେ । ସ୍ପଷ୍ଟ କରିଛି ସିପିଂ କମ୍ପାନୀ ମର୍ସ୍କ । ଏମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଜାହାଜରେ ବିଦ୍ୟୁତ ଫେଲ୍ ହେବା ଯୋଗୁଁ ଦୁର୍ଘଟଣା ହୋଇଛି । ତେବେ…

ଆମେରିକା: ଜାହାଜ ବାଜିବାରୁ ଭାଙ୍ଗିଗଲା ବ୍ରିଜ, ନଦୀରେ ଖସିପଡିଲା ଶହଶହ ଗାଡି

ଆମେରିକାର ବାଲ୍ଟିମୋରରେ ଭାଙ୍ଗିଗଲା ବ୍ରିଜ । ବ୍ରିଜ ତଳେ ଏକ କଣ୍ଟେନର ଜାହାଜ ଯାଉଥିବା ବେଳେ ବ୍ରିଜରେ ବାଜିବା ଯୋଗୁଁ ସଂପୂର୍ଣ୍ଣ ବ୍ରିଜଟି ଭାଙ୍ଗିପଡିଥିଲା । ଫଳରେ ବ୍ରିଜ ଉପରେ ଥିବା ଶହଶହ ଗାଡି ପାଣିକୁ ଖସିପଡିଥିଲା । ଘଟଣା ପରେ ଉଦ୍ଧାରକାରୀ ଦଳ ପାଣିରେ ଲୋକଙ୍କୁ ଖୋଜୁଛନ୍ତି । ବ୍ରିଜ…

ଭୁଶୁଡ଼ି ପଡ଼ିଲା ବିହାରର ସବୁଠାରୁ ବଡ଼ ନିର୍ମାଣାଧୀନ ବ୍ରିଜ୍‌, ଜଣଙ୍କର ଜୀବନ ଗଲା

ବିହାରର ସବୁଠାରୁ ବଡ଼ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି । ଏହି ଦୁର୍ଘଟଣା ସୁପୌଲରେ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଥିବା ଜଣାଯାଇଛି । ଉଦ୍ଧାରକାରୀ ଦଳ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା…

କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜର ପାଚେରୀ, ନିମ୍ମମାନର କାର୍ଯ୍ୟରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ

ବାଲେଶ୍ବର (କେନ୍ୟୁଜ): ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର ଅସ୍ତିଆ ଛକ ନିକଟରେ ଭୁଶୁଡ଼ିଛି…