Browsing Tag

cancer

ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା । ଏଭଳି କିଛି ଚମତ୍କାରୀ ଇଞ୍ଜେକ୍ସନ ତିଆରି କରିଛନ୍ତି ଇଂଲଣ୍ଡର ଅନୁସନ୍ଧାନକାରୀ ଟିମ । ଏହି ଇଞ୍ଜେକ୍ସନ ଦ୍ୱାରା ଲକ୍ଷ ଲକ୍ଷ କ୍ୟାନ୍ସର ରୋଗୀ ନିଜ ରୋଗରୁ ମୁକ୍ତି ପାଇ ପାରିବେ । ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କ୍ୟାନ୍ସର ।…

କ’ଣ ଆପଣଙ୍କର ଏହି ରାଶି କି? ତେବେ ନିହାତି ଭାବେ ଜାଣନ୍ତୁ ଆପଣଙ୍କ ପାଖରେ ଲୁଚିଥିବା କ୍ଷମତା

ଜ୍ୟୋତିଷ ଶାସ୍ତ୍ରରେ ରହିଛି ୧୨ ରାଶି ସହ ୯ ଟି ଗ୍ରହର ସମ୍ପର୍କ। ସମସ୍ତ ରାଶିର ଅଧିପତି ୯ ଗ୍ରହ ଙ୍କ ଭିତରୁ ଜଣେ ହୋଇଥାନ୍ତି। ଏହାକୁ ନେଇ ସମସ୍ତ ନୀତି ନିୟମ ରହିଛି , ଯାହାକୁ ମାନି ଆମେ ପୂଜା କରିଥାଉ। ତେବେ ଏସମସ୍ତ ରାଶିର ନିଜ ନିଜ ପ୍ରକୃତି ରହିଛି। ଏମାନେ ସ୍ୱତନ୍ତ୍ର ହୋଇଥାନ୍ତି।…

ଭାରତରେ ଦ୍ରୁତଗତିରେ ବଢ଼ୁଛି ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

କ୍ୟାନ୍ସର ଅନେକ ପ୍ରକାରର ହୋଇଥାଏ । କିନ୍ତୁ ନିକଟରେ ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର ଷଷ୍ଠ ସ୍ଥାନରେ ରହିଛି, ଯାହା ସାଧାରଣ କ୍ୟାନ୍ସର ମଧ୍ୟରୁ ଅନ୍ୟତମ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୫୭.୫ ପ୍ରତିଶତ ମାମଲା ଏସିଆରୁ ଆସିଛି । ଏହି ଦେଶ ମାନଙ୍କ ମଧ୍ୟରେ ଭାରତ ଏଭଳି ଏକ ଦେଶ ଯେଉଁଠାରେ…

ଶରୀରରେ ଦେଖାଯାଉଥିଲେ ଏହି ଲକ୍ଷଣ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଲିଭର୍‌ କ୍ୟାନ୍ସର

କ୍ୟାନ୍ସରକୁ ଭୟଙ୍କର ରୋଗ ଭାବେ ବିଚାର କରାଯାଏ । ଯଦି ଲିଭରରେ କ୍ୟାନ୍ସର ହେଉଛି ତେବେ ଏହା ଉଭୟ ରୋଗୀ ଏବଂ ଡାକ୍ତରଙ୍କ ପାଇଁ ସମସ୍ୟା ସୃଷ୍ଟି କରେ । ଲିଭର କୋଶିକାରୁ ଲିିଭର କ୍ୟାନ୍ସର ଆରମ୍ଭ ହୋଇଥାଏ । ଯେତେ ଶୀଘ୍ର ଆପଣଙ୍କୁ ଲିଭର କ୍ୟାନ୍ସର ହୋଇଛି ଜଣା ପଡ଼ିବ ସେତେ ଶୀଘ୍ର ଆପଣ ଏହାକୁ…

ମୃଦୁ ପାନୀୟରେ କ୍ୟାନସର : ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ମୃଦୁ ପାନୀୟରେ କ୍ୟାନସର । ଡାଏଟ କୋକ୍‌ , ଏନର୍ଜି ଡ୍ରିଙ୍କସ୍‌ , ଚୁଇଙ୍ଗ ଗମ୍‌ ଖାଇବା ହୋଇପାରେ ବିପ୍ପଜନକ । ଏଥିରେ ମିଶୁଥିବା କୁତ୍ରିମ ମିଠା ବା ଏସପାର୍ଟେମ କ୍ୟାନସର କରାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବଜାରରେ ମିଳୁଥିବା କୋକାକଲା ସମେତ ଅନ୍ୟାନ୍ୟ…

ଆଜି ହିଁ ଡାଏଟରେ ସାମିଲ କରନ୍ତୁ ରେଡ ରାଇସ, ଏହି ୫ଟି ଫାଇଦା ଆପଣଙ୍କୁ ରଖିବ ସୁସ୍ଥ

ହ୍ଵାଇଟ ରାଇସ କେବଳ ଭାରତ ନୁହେଁ, ସମଗ୍ର ଦୁନିଆର ଲୋକ ମାନଙ୍କ ଡାଏଟର ଏକ ପ୍ରଧାନ ଅଂଶ । ଅନେକ ଲୋକ ହ୍ଵାଇଟ ରାଇସ ବିନା ଭୋଜନ କରି ପାରନ୍ତି ନାହିଁ । କିନ୍ତୁ ଡାକ୍ତରମାନେ ଏହାକୁ ସୀମିତ ମାତ୍ରାରେ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏଥିରେ ଗ୍ଲାଇସିମିକ ଇଣ୍ଡେକ୍ସର ମାତ୍ରା ଅଧିକ…

ଆତଙ୍କ! ଯାଜପୁରର ପାଲଟପୁର ଗାଁରେ ଘରେ ଘରେ ବାହାରୁଛନ୍ତି କର୍କଟ ରୋଗୀ

ଯାଜପୁର ଟାଉନ(କେନ୍ୟୁଜ୍): ଗାଁରେ ଆତଙ୍କ ଖେଳାଇଛି କର୍କଟ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ଗାଁରେ କର୍କଟ ବା କ୍ୟାନ୍ସର ଆତଙ୍କ ଖେଳାଇଛି । ଘରେ ଘରେ ବାହାରୁଛନ୍ତି କ୍ୟାନ୍ସର ରୋଗୀ । ବିଗତ ୧୦ ବର୍ଷ ମଧ୍ୟରେ ୩୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୨୦ରୁ…

ଜୀବନ ସହିତ ସଂଘର୍ଷ କରୁଛନ୍ତି ଷ୍ଟାର ଅଲରାଉଣ୍ଡର ହେଥ ଷ୍ଟ୍ରିକ, ୧୨ ବର୍ଷର ଇଣ୍ଟରନ୍ୟାସନାଲ କ୍ୟାରିଅର ଶେଷ କରିଦେଲା…

ଆଇପିଏଲ୍‌ ଯୋଗୁଁ ସମସ୍ତ କ୍ରିକେଟ ଫ୍ୟାନ୍ସ ଉତ୍ସାହିତ ରହିଥିବା ବେଳେ ଆଉ କ୍ରିକେଟ ଫ୍ୟାନ୍ସ ପାଇଁ ନିରାଶଜନକ ଖବର । ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହେଥ ଷ୍ଟ୍ରିକ ଜୀବନ ସହିତ ସଂଘର୍ଷ କରୁଛନ୍ତି । କ୍ୟାନସର ଭଳି ରୋଗ ସହିତ ଲଢୁଛନ୍ତି ହେଥ ଷ୍ଟ୍ରିକ । କ୍ୟାନସରର ଶେଷ…

ଏହିସବୁ ଲକ୍ଷଣ ଦେଖାଦେଉଥିଲେ ହୋଇପାରେ କଲୋରେକ୍ଟାଲ କ୍ୟାନସର, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ

କେନ୍ୟୁଜ୍‌(ବ୍ୟୁରୋ): କଲୋରେକ୍ଟାଲ କ୍ୟାନସର ଆମ ଶରୀରର ବୃହଦନ୍ତ୍ର ବା ଲାର୍ଜ ଇନଟେଷ୍ଟାଇନରେ ହେଉଥିବା ଏକ ରୋଗ । ଏହାକୁ CRC, bowel cancer, colon cancer, or rectal cancer ମଧ୍ୟ କୁହାଯାଏ । ପାଚକ ନଳୀର ଶେଷ ଭାଗରେ କୋଷର ବୃଦ୍ଧି ଘଟିଲେ ଏହା ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଏହି…

କରୋନା ପରେ ବଢିଛି କ୍ରୋନିକ ରୋଗ, ଏବେଠୁ ସତର୍କ ହେବା ଜରୁରୀ

କେନ୍ୟୁଜ୍‌(ବ୍ୟୁରୋ): ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ ରହିଛି ‘ହେଲଥ ଫର ଅଲ’ । ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକଙ୍କ ନିକଟରେ ପହଁଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ । କିଛି ସପ୍ତାହ ଧରି ଭାରତରେ କରୋନାର ମାମଲା ବୁଢୁଛି । ଆଗ…

Mouth Cancer ସାଧାରଣ ନୁହେଁ, ନେଇଯିବ ଜୀବନ: ଠିକ ସମୟରେ ଜାଣନ୍ତୁ ଲକ୍ଷଣ

ମଣିଷର ପାଟି ପୂରା ଶରୀରକୁ ପୋଷଣ ପହଁଚାଇବା ଦ୍ୱାର ଭଳି କାମ କରିଥାଏ । ଖାଦ୍ୟକୁ ଚୋବାଇବା କାଟିବା ଠାରୁ ନେଇ ଖାଦ୍ୟକୁ ହଜମ ପର୍ଯ୍ୟନ୍ତ ଏ ସମସ୍ତ ଦାୟିତ୍ୱ ପାଟିର ଥାଏ । ଓଠ, ମୁହଁ ଗହୁର, ମାଢ଼ି, ଦାନ୍ତ, ତାଳୁ, ଜିଭ ଏବଂ ଲାଳ ଗ୍ରନ୍ଥି ପାଟିର ଅଂଶରେ ସାମିଲ ରହିଛି । ତେବେ ଯେତେବେଳେ ବି…

କ୍ୟାନ୍ସରକୁ ଭଲ କରେ ସୋରିଷ ତେଲ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା

ସୋରିଷ ତେଲ ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଘରେ ସହଜରେ ମିଳିଯିବ । ଯଦି ଆପଣ ନିଜ ମାଆ ଓ ଜେଜେମାଆଙ୍କୁ ଏହି ତେଲର ଫାଇଦା ପଚାରିବେ, ତାହେଲେ ତାଙ୍କ ନଜରରେ ଏହି ତେଲ ବ୍ୟତୀତ ଆଉ କୌଣସି ତେଲ ଆସିବନାହିଁ । ଏହି ତେଲ ପ୍ରାକୃତିକ ଏବଂ ଏହାକୁ ଆପଣ ସିଧାସଳଖ ଭାବେ ନିଜ କେଶ କିମ୍ବା କୁକିଙ୍ଗରେ…