ଚୀନକୁ ଗ୍ରାସୁଛି ମହାମାରୀ: ଦେଶର ୬୪ ପ୍ରତିଶତ ବା ୯୦ କୋଟି ଲୋକେ ସଂକ୍ରମିତ ହୋଇଥିବା ନେଇ ସୂଚନା
ନୂଆଦିଲ୍ଲୀ : ଭାଇରସ୍ର ସବୁଠୁ ଭୟଙ୍କର ରୂପ ଦେଖୁଛି ଚୀନ୍ । କରାଳ ରୂପ ଧରି ଚୀନକୁ ଗ୍ରାସୁଛି ମହାମାରୀ । ବର୍ତ୍ତମାନ ସୁଦ୍ଧା ୯୦ କୋଟି ଲୋକ ସଂକ୍ରମିତ ହୋଇ ସାରିଲେଣି । ଆଗକୁ ସଂକ୍ରମଣର ଭୟଙ୍କର ରୂପ ଦେଖିପାରେ ଚୀନ୍ । ଆସନ୍ତା ୨୩ରେ ଚୀନ ପାଳିବ ନିଜର ନୂଆବର୍ଷ । ଏଥିପାଇଁ ସହର ଲୋକ…