Browsing Tag

cow

ରାଜସ୍ଥାନର ବିକାନେରରୁ ଆସିଲା ଆଶ୍ଚର୍ଯ୍ୟଜନକ ଚିତ୍ର; ଖୋଲାମେଲାରେ ପଡ଼ିଛି ଲମ୍ପି ଭାଇରସ୍‌ରେ ଆକ୍ରାନ୍ତ ହଜାର ହଜାର…

ଦେଶର ଅନେକ ରାଜ୍ୟରେ ଲମ୍ପି ଭାଇରାସ୍‌ର ଆତଙ୍କ ଦେଖିବାକୁ ମିଳିଛି। ଏହି ସ୍କିନ୍‌ ଭାଇରସ୍‌ କବଳରେ ଆସି ଶହ ଶହ ଗୋରୁ ମୃତ୍ୟୁମୁଖରେ ପଡ଼ିିଲେଣି, ଯାହାଫଳରେ ଏହାର ଗୁରୁତର ପ୍ରଭାବ ଦୁଗ୍ଧ ବ୍ୟବସାୟ ଉପରେ ପଡ଼ିଛି। ଏଥିଯୋଗୁ ବ୍ୟବସାୟୀଙ୍କୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ୁଛି। କେବଳ ରାଜସ୍ଥାନର…

୫ଟି ରାଜ୍ୟରେ ଗୋରୁଙ୍କୁ ବ୍ୟାପିଲାଣି ଭୟଙ୍କର ଲମ୍ପି ଭାଇରସ୍‌, ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ କେନ୍ଦ୍ର…

ଏବେ ଲମ୍ପି ରୋଗରେ ପୀଡ଼ିତ ହୋଇଛନ୍ତି ଦେଶର ହଜାର ହଜାର ଗାଈ। ଇତି ମଧ୍ୟରେ ୫ଟି ରାଜ୍ୟରେ ଏହି ମାରାତ୍ମକ ରୋଗ ବ୍ୟାପିଛି। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ। ରାଜ୍ୟର ୧୧ ଜିଲ୍ଲା ଗମ୍ଭୀର ରୂପରେ ପ୍ରଭାବିତ ହୋଇଛି। ଏଠାରେ ଗାଈଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ…

ଏ ଗାଈ କାହାର? ଦୁଇ ମାଲିକଙ୍କ ଭିତରେ ଟଣା ଓଟରା, ଅଡୁଆରେ ଧଉଳି ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ): ଗାଈକୁ ନେଇ ବିବାଦ। ଗାଈ କାହାର । ଘଟଣାକୁ ନେଇ ଅଡୁଆରେ ଧଉଳି ପୋଲିସ। ଗୋଟିଏ ଗାଈକୁ ନେଇ ଟଣା ଓଟରା। ଥାନାରେ ବନ୍ଧା ହୋଇଥିବା ଗାଈକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ। ଗାଈର ଅସଲି ମାଲିକ କିଏ? ନିଜ ନିଜ ଭିତରେ ସମସ୍ୟାର ସମାଧନ ନହେବାରୁ ଧଉଳି ଥାନାର…

୧୨ ବର୍ଷର ପିଲାକୁ ହତ୍ୟା ଅଭିଯୋଗରେ ଗାଈ ଗିରଫ, ଭୋଗିବ ୩ ବର୍ଷର ଜେଲ ଦଣ୍ଡ

ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ଗିରଫ ହେଲା ଗାଈ। ଦକ୍ଷିଣ ସୁଦାନରେ ସାମ୍ନାକୁ ଆସିଛି ଏଭଳି ଅଦ୍ଭୁତ ଘଟଣା। ସାରା ଦୁନିଆରେ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ଥିବା ବେଳେ ଦକ୍ଷିଣ ସୁଦାନରେ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ରହିଛି କଠୋର ନିୟମ। ଏଠାରେ କେବଳ ମଣିଷ ନୁହେଁ, ବରଂ ଜୀବଜନ୍ତୁ ବି ଏହି…

ଗୋ ଚାଷୀଙ୍କୁ ମିଳିବ ବାର୍ଷିକ ୧୦,୮୦୦ ଟଙ୍କା! ଏବେ ବିହାରରେ ଲାଗୁ ହେବ ମଧ୍ୟ ପ୍ରଦେଶର ମଡେଲ…ଜାଣନ୍ତୁ ସରକାରଙ୍କ…

କେନ୍ଦ୍ର ସରକାର ଦେଶରେ ଜୈବ ତଥା ପ୍ରାକୃତିକ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୋ ଚାଷୀମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ପ୍ରାତ୍ସୋହିତ କରାଯାଉଛି। ରାସାୟନିକ ଚାଷରୁ ହେଉଥିବା କ୍ଷତିକୁ ହ୍ରାସ କରିବା ପାଇଁ ସରକାର ଏମିତି ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ମଧ୍ୟ…

ଗାଈ ପାଇଁ ଜିଲ୍ଲାପାଳଙ୍କୁ ବୃଦ୍ଧାଙ୍କ ଗୁହାରୀ; କହିଲେ – ମୋ ଗାଈ ଫେରାଇ ଦିଅ

ସୁବର୍ଣ୍ଣପୁର (କେନ୍ୟୁଜ): ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁରୁଣ୍ଡି ଗୁରୁଣ୍ଡି ଗୁହାରୀ କଲେ ବୃଦ୍ଧା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଭିକ୍ଷା ମାଗି ଚଳୁଥିବା ତରାସ ବାଘ ନାମକ ବୃଦ୍ଧା ଚାରି ଚାରିଟି ଗାଈକୁ ପାଳନ…

ଆରାମ କରୁଥିବା ବେଳେ ଭୁଲରେ ବି ଏହି ଜୀବକୁ ହଇରାଣ କରନ୍ତୁ ନାହିଁ, ଭୋଗିବେ ନର୍କ ଯନ୍ତ୍ରଣା

ସନାତନ ଧର୍ମରେ ଗାଈକୁ ଏକ ଶୁଭ ତଥା ପୂଜନୀୟ ଜୀବ ବୋଲି କୁହାଯାଏ। ଗାଈକୁ ମା’ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ କେତେକ ଖାସ୍‌ ଅବସରରେ ଗାଈକୁ ପୂଜା କରାଯାଏ। କିନ୍ତୁ ଯେତେବେଳେ ଗାଈ କ୍ଷୀର ଦେବା ବନ୍ଦ କରିଦିଏ ତା’ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥାନ୍ତି। ଧର୍ମ ଶାସ୍ତ୍ରରେ ଗାଈକୁ…

ରେଲୱେ ଟ୍ରାକରେ ଠିଆ ହୋଇଥିଲା ଗାଈ: ଧକ୍କା ଦେଲା ଟ୍ରେନ୍, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସୋସିଆଲ ମିଡିଆରେ ଆମେ ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ପାଇଥାଉ। କେତେକ ଦୁର୍ଘଟଣା ଏତେ ବିପଜ୍ଜନକ ଯେ ଏହା ଦ୍ୱାରା ଧକ୍କା ହେବା ପରେ ସବୁକିଛି ନଷ୍ଟ ହୋଇଯାଏ । କିନ୍ତୁ ଅନେକ ଥର ଭାଗ୍ୟଶାଳୀମାନେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଆନ୍ତି । ସୋସିଆଲ ମିଡିଆରେ ଆମେ ଏପରି ଏକ…

ଏହି ଦାନ କଲେ ମିଳିଥାଏ ସ୍ୱର୍ଗରେ ସ୍ଥାନ, ଜାଣନ୍ତୁ ଦାନ କରିବାର ସମ୍ପୂର୍ଣ୍ଣ ବିଧି

ସନାତନ ଧର୍ମରେ ଦାନ କରିବାକୁ ନେଇ ରହିଛି ଖାସ ମହତ୍ତ୍ୱ। ବିଶ୍ୱାସ ରହିଛି ଯେ, ପ୍ରତ୍ୟେକ ମଣିଷଙ୍କୁ ଦାନ କରିବା ଉଚିତ। ଏହାଦ୍ୱାରା ତାଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ। ଯେମିତିକି ନିଜ ଜାତକରେ ବୁଧ ଦୁର୍ବଳ ଥିଲେ ତାଙ୍କ ଶକ୍ତି ତଥା ପ୍ରଭାବକୁ ମଜବୁତ କରିବା ପାଇଁ କିନ୍ନର ମାନଙ୍କୁ…

ପାହାଡ଼ ଉପରକୁ ଚରିବାକୁ ଯାଇ ଆହତ ହେଲେ ଗାଈ, ହେଲିକପ୍ଟର ଯୋଗେ ଚାଷୀ କଲେ ଏୟାରଲିଫ୍ଟ

ଚାଷୀଙ୍କ ହୃଦୟ ନିଜ ଗାଈଙ୍କ ପାଇଁ କେତେ ନରମ ହୋଇଥାଏ, ତାହାର ଏକ ବଢ଼ିଆ ଉଦାହରଣ ସ୍ୱିଟ୍‌ଜରଲ୍ୟାଣ୍ଡରେ ଦେଖିବାକୁ ମିଳିଛି। ଏଠାରେ କିଛି ଗାଈଙ୍କୁ ଏୟାରଲିଫ୍ଟ କରି ପାହାଡ଼ ଉପରୁ ତଳକୁ ଅଣାଯାଇଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଗାଈମାନଙ୍କୁ ଏହି ଏୟାରଲିଫ୍ଟ…

‘ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌’, ଗୋହତ୍ୟା ଅଭିଯୁକ୍ତର ଜାମିନ୍‌ ଖାରଜ କରି ଏମିତି ଟିପ୍ପଣୀ ଦେଲେ…

ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ବୁଧବାର ଆହ୍ଲାବାଦ ହାଇକୋର୍ଟ ଏକ ଜାମିନ୍‌ ଆବେଦନର ଶୁଣାଣି କରିବା ଅବସରରେ ଏଭଳି ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, ଗୋରକ୍ଷା ହିନ୍ଦୁମାନଙ୍କର ମୁଖ୍ୟ ଅଧିକାର ହେବା ଆବଶ୍ୟକ। ଏକ ଗୋହତ୍ୟାକାରୀର ଜାମିନ୍‌ ଆବେଦନକୁ ଖାରଜ କରିବା ଅବସରରେ…

୪୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଗାଈ ଚାଷ ଆଜି ସାଜିଛି ଡାଏରି ଫାର୍ମ, ପଢ଼ନ୍ତୁ ଜଣେ ସଫଳ ଚାଷୀଙ୍କ କାହାଣୀ

କଥାରେ ଅଛି କଠିନ ପରିଶ୍ରମ ଦିନେ ସଫଳତା ଆଣିଥାଏ। କିନ୍ତୁ ଏଥିପାଇଁ କରିବାକୁ ପଡ଼ିଥାଏ ବହୁ ସଂଘର୍ଷ। ସେହିଭଳି ସଂଘର୍ଷ କରି ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ସାଲେପୁର ମହଣ ଗ୍ରାମର ଟୁନାନନ୍ଦ। ପିଲାଟି ଦିନରୁ ଚାଷ ପ୍ରତି ଆଗ୍ରହ ଥିବା ବେଳେ ପ୍ରଥମେ ୪୦୦ ଟଙ୍କା ଦେଇ ଗୋଟିଏ ଗାଈ କିଣି…