Browsing Tag

drdo

ଓଡିଶା DRDO ରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଓଡିଶାରେ ସରକାରୀ ଚାକିରି କରିବାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(DRDO)ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆପରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। DRDO ଏକାଧିକ ପଦ ପାଇଁ ପ୍ରାର୍ଥୀ ଚାହୁଁଛି। ଏସବୁ ପଦ ପାଇଁ…

DRDO ତଥ୍ୟ ଲିକ୍‌ ଘଟଣାରେ ପାକିସ୍ତାନ ଲିଙ୍କ୍‌! ରହସ୍ୟମୟୀଙ୍କର ରହିଛି ୪ଟି ଆକାଉଣ୍ଟ

ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର DRDO ତଥ୍ୟ ଲିକ୍‌ ମାମଲାରେ ଆସିଲା ପାକିସ୍ତାନ ଲିଙ୍କ୍‌। ରହସ୍ୟମୟୀ ମହିଳାଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ଥିବା ଜଣାପଡ଼ିଛି। ଇସ୍‌ଲାମାବାଦର ୩ଟି ଆକାଉଣ୍ଟ ଓ ରାଓ୍ଵଲପିଣ୍ଡିର ଗୋଟିଏ ଆକାଉଣ୍ଟ ରହିଛି। ମହିଳା ଜଣକ ପାକିସ୍ତାନରୁ ଅପରେଟ୍‌ କରୁଥିଲେ ।…

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲା: କିଏ ସେହି ରହସ୍ୟମୟୀ ମହିଳା ?ଖୋଳତାଡ ପାଇଁ ନିଆଯିବ ଇଣ୍ଟରପୋଲର ସାହାଯ୍ୟ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲାରେ ରହସ୍ୟମୟୀ ମହିଳା କିଏ ? ଅଧିକ ଖୋଳତାଡ ଓ ସହାୟତା ପାଇଁ ନିଆଯିବ ଇଣ୍ଟରପୋଲର ସାହାଯ୍ୟ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ଘଟଣାରେ ବିଦେଶୀ ଲିଙ୍କ ସାମନାକୁ ଆସିଛି । ଦୁବାଇରୁ ଅଭିଯୁକ୍ତଙ୍କ ପାଖକୁ ଆସିଛି…

ଡିଆର୍‌ଡିଓର ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା: ସତ ଓଗାରିବ କ୍ରାଇମବ୍ରାଞ୍ଚ

ବାଲେଶ୍ବର(କେନ୍ୟୁଜ୍):କ୍ରାଇମ୍‌ବ୍ରାଞ୍ଚ ହାତରେ ଚାନ୍ଦିପୁରରେ ଡିଆର୍‌ଡିଓର ପ୍ରତିରକ୍ଷା ତଥ୍ୟ ଲିକ୍‌ ମାମଲା। ଜାତୀୟ ସୁରକ୍ଷା ସହ ଜଡ଼ିତ ଏ କେସ୍‌। ତେଣୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ଏହି ମାମଲା। କ୍ରାଇମ୍‌ବ୍ରାଞ୍ଚ ଗଠନ କରିଛି ୪ ଜଣିଆ ଟିମ୍‌। ନେତୃତ୍ୱ ନେଉଛନ୍ତି…

ଆଗାମୀ ସପ୍ତାହରୁ ବଜାରରେ ମିଳିବ DRDO ର ଔଷଧ 2-DG, କରୋନା ରୋଗୀ ହେବେ ସୁସ୍ଥ

କରୋନା ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି DRDO । ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ 2-DGର ୧୦ ହଜାର ଡୋଜ୍ । ଏହା ନେଇ DRDO ଅଧିକାରୀମାନେ ସୂଚନା ଦେଇଛନ୍ତି । ଔଷଧ ବ୍ୟବହାର ପାଇଁ ଉତ୍ପାଦନକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ଏହି ଔଷଧ ଡକ୍ଟର ଅନନ୍ତ ନାରାୟଣ…

କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ବିକଳ୍ପ ସାଜିପାରେ DRDO ର ନୂଆ ସନ୍ଧାନ, ସୈନିକଙ୍କ ପାଇଁ ହେବ ବହୁତ…

ସାରା ଦେଶରେ ଯେଉଁଠି ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ଯା ଖୁବ୍ ଜୋରରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ବିକଳ୍ପର ଖୋଜା ଚାଲିଛି । ଏହି ସମୟରେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ( DRDO) କରୋନାର ଅବସ୍ଥାକୁ ଦେଖି SpO2 (Blood Oxygen…

୪୦ ଦିନରେ ୧୦ଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଯେ କୌଣସି ପ୍ରକାର ମିସାଇଲ ପ୍ରସ୍ତୁତ କରିବାରେ DRDO ସକ୍ଷମ ବୋଲି…

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ର ଅଧ୍ୟକ୍ଷ ଡକ୍ଟର ସତୀଶ ରେଡ୍ଡୀ ସ୍ୱତନ୍ତ୍ର ଆଲୋଚନାରେ କହିଛନ୍ତି , ଗତ ୪୦ ଦିନ ମଧ୍ୟରେ ୧୦ଟି କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି। ସେ କହିଛନ୍ତି ବର୍ତ୍ତମାନର ପରିସ୍ଥିତିରେ ତିନଟି ବାହିନୀ ପାଇଁ ଯେକୌଣସି ପ୍ରକାରର…

DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

କରୋନା କାଳରେ ଅନେକ ଲୋକ କାମ ଛାଡିିଦେଇଛନ୍ତି ଆଉ କିଛି ଲୋକଙ୍କୁ ଚାକିରିରୁ ଛଟେଇ କରାଯାଇଛି। କିନ୍ତୁ ଏବେ ଡିଆରଡିଓ ପକ୍ଷରୁ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଯଦି ଆପଣ ୧୦ମ ପାସ୍‌ କରିଛନ୍ତି ତେବେ ଆପଣ ଏଠାରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ। ପଦବୀ ବିବରଣୀ : ଆଇଟିଆଇ ଫିଟର:…

ଗୋଟିଏ ଇଣ୍ଟରଭ୍ଯୁରେ ହୁଅନ୍ତୁ ସାଇଣ୍ଟିଷ୍ଟି, ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ଗ୍ରୁପ୍ ‘ଏ’ ଟେକନିକ୍ ସେବାରେ ବୈଜ୍ଞାନିକ ବି ପଦବୀରେ ନିଯୁକ୍ତି ଜାରି। ସୂଚନା ଯୋଗ୍ଯ ଆବେଦନ ପାଇଁ ମାତ୍ରା ଆଉଗୋଟିଏ ଦିନ ରହିଛି। ଆବେଦନକାରୀ କେବଳ ଅନଲାଇନ୍ ମାଧ୍ଯମରେ ୧୦ ଜୁଲାଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି…

ଡିଆରଡିଓରେ ଖାଲି ପଡ଼ିଛି ଶତାଧିକ ପଦ, ତୁରନ୍ତ କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(DRDO)ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକାଧିକ ପଦ ପାଇଁ ପ୍ରାର୍ଥୀ ଚାହୁଁଛି। ଏସବୁ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡିଆରଡିଓର ଅଫିସିଆଲ ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୦ ରହିଛି। ଆସନ୍ତୁ…

କରୋନା ସଂକ୍ରମଣ ରୋକିବାକୁ DRDOର ନିଆରା ଉଦ୍ଭାବନ, ତିଆରି କଲା ଲେଜର ସାନିଟାଇଜର ଡିସପେନ୍ସ

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧିକୁ ମେ ୩ ଯାଏଁ ବଢ଼ାଇ ଦେଇଛନ୍ତି। ଅନ୍ୟପଟେ କୋଭିଡ-୧୯ ବିପକ୍ଷରେ ଲଢ଼େଇରେ ଯୋଗ ଦେଇ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଏକ ସାନିଟାଇଜର ଡିସପେନ୍ସର ତିଆରି କରିଛି, ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ…

ଡିଆରଡିଓ ପ୍ରସ୍ତୁତ କଲା ବ୍ୟକ୍ତିଗତ ସାନିଟାଇଜେସନ ଏନକ୍ଲୋଜର, ମାତ୍ର 25 ସେକେଣ୍ଡରେ କରିପାରିବ ଫୁଲ ବଡି ସାନିଟାଇଜ

କରୋନା ପ୍ରକୋପକୁ ନଜରରେ ରଖି କେନ୍ଦ୍ର ସରକାର ଲଗାତାର ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାରି ଭିତରେ ଡିଆରଡିଓ(Defense Research and Development Organization) ଏକ ଖାସ ସାନିଟାଇଜେସନ ଏନକ୍ଲୋଜର ପ୍ରସ୍ତୁତ କରିଛି, ଯେଉଁଥିରେ ଯଦି କେହି ବ୍ୟକ୍ତି ଯାଇଥାଏ, ତା'ହେଲେ…