ରୋଜଗାର ଦେଉଛି ଛତୁ ଚାଷ, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ ମହିଳା
କୋଟପାଟ: କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର , ଏହି ଉକ୍ତି କୁ ସତ୍ୟ ପ୍ରମାଣିତ କରିଛନ୍ତି ସଫଳ ଅନେକ ମହିଳା ଚାଷୀ । ତେଣୁ ଆଜିକାଲିର ମହିଳାମାନେ ଚାରି କାନ୍ଥ ଭିତରେ ନରହି, ଆତ୍ମନିର୍ଭରଶୀଳ ହୋଇ ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେମାନେ…