ମଥୁରାରୁ ଦର୍ଶନ ସାରି ଫେରୁଥିଲେ, ଚଳନ୍ତା ବସ୍ରେ ଲାଗିଲା ନିଆଁ; ୮ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ : ଜଳିଗଲା ଟୁରିଷ୍ଟ ବସ୍ । ଗାଡ଼ିରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ । ୨୪ ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ହରିୟାଣାର ନୁହ ଅଞ୍ଚଳରେ ଏହି ଅଘଟଣ ଘଟିଛି। ବସରେ ମୋଟ୍ ୬୦ ଜଣ ତୀର୍ଥଯାତ୍ରୀ ଥିଲେ। ଗତକାଲି ରାତି ପ୍ରାୟ ୧ଟା ୩୦ରେ ଏହି ଅଘଟଣ ଘଟିଛି। ତେବେ ବସରେ କିପରି ନିଆଁ ଲାଗିଲା ସେନେଇ କାରଣ ଜଣାପଡିନି।…
Read More...