Browsing Tag

goat

୫ଫୁଟ୍ ଲମ୍ବା ଏହି ବୋଦାର ଦାମ୍ ଶୁଣିଲେ ଉଡିଯିବ ହୋସ୍, ମାସକୁ ଲକ୍ଷ ଲକ୍ଷ ଟଙ୍କାର ଦେଉଛି ରୋଜଗାର

ଭୁବନେଶ୍ୱର (କେନ୍ୟୁଜ):  ଆଶ୍ଚର୍ଯ୍ୟ କିନ୍ତୁ ସତ । ହେଲେ ଆଖିରେ ଦେଖିଲା ପରେ ଏ ସତ ଟି ଭାରି କୌତୁକିଆ ଲାଗିବ । ଦ୍ଵିଗୁଣି ହୋଇଯିବ ଉତ୍ସାହ । ଏ ଯୁଗରେଏ ସମୟରେ ପୁଣି ଆକାଶକୁ ଛୁଇଁଲା ଭଳି ବୋଦା ରେଟ୍ ! ଯାହାକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭାରି ସୁନ୍ଦର ଡଉଲ ଡାଉଲ ଦେଦଖିବାକୁ ଏ…

ପୂର୍ବରୁ ଦେଖି ନଥିବେ ଏଭଳି ଅଦ୍ଭୁତ ଛେଳି ଛୁଆ, ଆଖି ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ଅଦ୍ଭୁତ ଛେଳି ଜନ୍ମ ହୋଇଛି । ଯାହାକୁ ଦେଖିବା ପରେ ଲୋକେ ଛେଳିର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ନବ ଜନ୍ମିତ ଛେଳି ଶିଶୁକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ଛେଳିର ଆଖି ଦୁଇଟି ଯୋଡ଼ି ହୋଇଯାଇଛି । ଏହି ଅଦ୍ଭୁତ…

ବର୍ଷେ ପାଇଁ ୯ ଛେଳି ଗଲେ ଜେଲ୍‌, ଜାଣନ୍ତୁ କାହିଁକି ଗଲେ ଜେଲ୍‌ ?

୯ ଛେଳି ହେଲେ ଗିରଫ । ବର୍ଷେ ପାଇଁ ମିଳିଲା ଜେଲ୍‌ ଦଣ୍ଡ । ବର୍ଷେ ପରେ ଜେଲ୍‌ରୁ ମୁକୁଳିଛନ୍ତି ଏହି ୯ଟି ଛେଳି । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପରେ । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଛେଳି କିପରି ଜେଲ୍‌ ଯାଇପାରିବ । କାରଣ ଦୋଷ କଲେ ମଣିଷଙ୍କୁ ଦଣ୍ଡ ମିଳିଥାଏ ମଣିଷ…

ଛେଳିକୁ ଦୁଷ୍କର୍ମ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ମହିଳା

ମଣିଷ ତ ମଣିଷ ପଶୁଙ୍କୁ ବି ଛାଡ଼ୁ ନାହାନ୍ତି । ଶରୀରର ଭୋକ ଏତେ ବଢ଼ି ଯାଉଛି ଯେ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ଆଉ ସୁଯୋଗ ପାଇଲେ ପଶୁଙ୍କୁ ବି ମାଡ଼ି ବସନ୍ତି କିଛି ମଣିଷ ରୂପୀ ରାକ୍ଷସ । ନିଜ ଶରୀରର ଭୋକକୁ ମେଣ୍ଟାଇବା ପାଇଁ ଅତି ନିମ୍ନସ୍ଥରକୁ ଚାଲି ଯାଉଛି ଏ ରାକ୍ଷସ । ପାଶବିକ…

ଚାଷୀଙ୍କ ଆଖି ସାମ୍ନାରେ ଛେଳିକୁ ଗିଳିଲା ୧୦ ଫୁଟିଆ ଅଜଗର

ବାଲେଶ୍ଵର (କେନ୍ୟୁଜ): ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ ଯାଇଥିଲେ। ଏତିକିବେଳେ ହଠାତ୍ ଏକ ୧୦ ଫୁଟ୍ ଲମ୍ବର ଅଜଗର…

ଛେଳି ନେଲା ପ୍ରତିଶୋଧ: ମାନସିକ ରଖି ଛେଳି ବଳି ଦେଇଥିଲେ, ଆଉ ମାଂସ ଖାଇବା ବେଳେ ତଣ୍ଟିରେ ଛେଳି ଆଖି ଲାଖି ଚାଲିଗଲା…

ଆପଣ ମଧ୍ୟ ମନସ୍କାମନା କରି କେଉଁଠି ନା କେଉଁଠି ମାନସିକ ରଖିଥିବେ । ଆଉ ମାନସିକ ପୂରଣ ହେଲେ କେତେ କ’ଣ କରିବେ ବୋଲି କହିଥିଲେ । ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ…

ମଣିଷ ମୁହଁ ଥିବା ଛୁଆ ଜନ୍ମ ଦେଲା ଛେଳି, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏକ ଛେଳି ମାନବ ରୂପ ଧାରଣ କରିଥିବା ଏକ ସନ୍ତାନକୁ ଜନ୍ମ ଦେଇଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କହିବାକୁ ଗଲେ ଆଜିକାଲି…

ମାଂସ ଦୋକାନରେ ମାଲିକକୁ ଦେଖି ମଣିଷ ଭଳି କାନ୍ଦିବାକୁ ଲାଗିଲା ଛେଳି, ଦେଖିଲେ ରୋକିପାରିବେନି ଲୁହ; ଦେଖନ୍ତୁ ଭିଡିଓ

କଥା କହିପାରୁନଥିବା ଜୀବଜନ୍ତୁଙ୍କର ମଧ୍ୟ ଭାବନା ଓ ଇମୋସନ୍‌ ଅଛି। ସେମାନେ ମୁହଁ ଖୋଲି କହିପାରୁନଥିଲେ ବି ନିଜ ମାଲିକଙ୍କୁ ଖୁବ୍‌ ଭଲ ପାଇଥାନ୍ତି। ମାଲିକ ଠାରୁ ଅଲଗା ହେବା ବେଳେ ସେମାନଙ୍କର ବି ହୃଦୟ ଭାଙ୍ଗେ। ସେମାନେ ବି ମଣିଷଙ୍କ ଭଳି କାନ୍ଦି ଥାନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ…

ବଞ୍ଚାଇବା ଚକ୍କରରେ ଛେଳି ସହ ହିଁ କୂଅରେ ଗଳି ପଡ଼ିଲେ ମହିଳା, ଏମିତି ବଞ୍ଚିଲା ଜୀବନ

କଥାରେ ଅଛି- ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ନିକଟରେ ମଧ୍ୟ ପ୍ରଦେଶର ଜଣେ ମହିଳାଙ୍କ ପାଖରେ ଏହା ସତ ହୋଇଛି। ନରସିଂହପୁରର ଗାଡରଓ୍ଵାରା ପିଠହରା ଗାଁରେ ଜଣେ ମହିଳା ନିଜ ଛେଳିକୁ ବଞ୍ଚାଇବାକୁ ଯାଇ ଛେଳି ସହ ହିଁ ୭୦ ଫୁଟ୍‌ ଗଭୀର କୂଅରେ ଗଳି ପଡ଼ିଛନ୍ତି। ସୌଭାଗ୍ୟବଶତଃ କୂଅଟି…

ଗଞ୍ଜାମ ଆର୍.ଦାମୋଦରପଲ୍ଲୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଧଗ୍ଧ

ସୋରଡା(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନିକଟ ଆର୍.ଦାମୋଦରପଲ୍ଲୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ରେ ୧୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଧଗ୍ଧ । ସୂଚନା ମୁତବକ ଆଜି କୌଣସି କାରଣରୁ ଗାଁର ନୀଳକଣ୍ଠଶ୍ଵର ମନ୍ଦିର ନିକଟରେ ଥିବା ଏକ ଗୁହାଳ ଘରେ ନିଆଁ ଲାଗିଯାଥିଲା ।…

ଛେଳି ଗର୍ଭରୁ ଜନ୍ମହେଲା ମଣିଷ ପରି ଦିଶୁଥିବା ଏକ ବିରଳ ପ୍ରାଣୀ, ଦେଖନ୍ତୁ ଫଟୋ

ଅନେକ ସମୟରେ ଆମେ ଏପରି କିଛି ଘଟଣା ଦେଖିଥାଉ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଆପଣ କେବେ ଶୁଣିଛନ୍ତି କି ଏକ ପଶୁ ମଣିଷ ପରି ସନ୍ତାନକୁ ଜନ୍ମ ଦେଇ ପାରେ ବୋଲି ? କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର କଛାର ଜିଲ୍ଲାର । ଜିଲ୍ଲାର ଧୌଲାଇ ଅଞ୍ଚଳରେ ଏକ ପାଳିତ ଛେଳି ଗର୍ଭରୁ ମଣିଷ…

ପଡିଶା ଘର ଛେଳି ଖାଇଗଲା ମୋ ଚାଉଳ, ତାକୁ ଗିରଫ କର ଥାନା ବାବୁ

ସୋର(କେନ୍ଯୁଜ୍): ପଡିଶା ଘର ଛେଳି ଖାଇଗଲା ଚାଉଳ । ତାକୁ ଗିରଫ କର ଥାନା ବାବୁ । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଚିନ୍ତାମଣିପଦା ଅଞ୍ଚଳରେ। ଏଭଳି ଏକ ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ଜଣେ ଯୁବକ । ପଡିଶା ଘର ଛେଳି ଆସି ଚାଉଳ…