ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର । ଦଶପଲ୍ଲା ଓ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ । ତାଙ୍କ ସହ ପ୍ରଚାର ମଇଦାନରେ ଅଛନ୍ତି ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା।
ପ୍ରଚାର କାର୍ଯ୍ୟକ୍ରମ ପ୍ରଥମେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବୁଗୁଡ଼ା ଠାରୁ ଆରମ୍ଭ ହୋଇଥିଲା ।…
Read More...