Browsing Tag

kapil sharma

‘ଗେହରାଇୟାଁ’ କିସିଂ ସିନ୍‌ ଦେଖି ଗାଁରୁ ଜଣେ ଚାଚା ଫୋନ କରି ପଚାରିଲେ, ପୁଅ ଏମିତି କିସ୍‌…

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ…

କପିଲ ଶର୍ମାଙ୍କୁ ଷ୍ଟାର ବନାଇବାରେ ସାହାଯ୍ୟ କରିଛନ୍ତି ଏହି ମହିଳା, ସବୁବେଳେ ସପୋର୍ଟ କରୁଥିବାରୁ ତାଙ୍କୁ ଜଣାଇଲେ…

କମେଡିଆନ କପିଲ ଶର୍ମାଙ୍କୁ କିଏ ବା ନଜାଣେ । ତାଙ୍କ କମେଡି କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ଖୁବ ଲୋକପ୍ରିୟ । ଏମିତିରେ କପିଲ ଶର୍ମାଙ୍କ ସେଟକୁ ଅନ୍ୟ ଦେଶରୁ ବିଦେଶୀ ଦର୍ଶକ ଆସିବାର ଆମେ ଦେଖିଛେ । ତେଣୁ ଏଥିରେ ସନ୍ଦେହ ନାହିଁ ଯେ କପିଲଙ୍କ କମେଡି ଯାଦୁ ସାରା ଦୁନିଆରେ ଛାଇ ଯାଇଛି…

ଜୀବିକା ଉଜାଡ଼ି ଦେଲା କରୋନା, କାମ ମିଳୁନଥିବାରୁ ବିଷ ପିଇଲେ କପିଲ ଶର୍ମାଙ୍କ କୋ-ଷ୍ଟାର ଏହି ଲୋକପ୍ରିୟ ଅଭିନେତା

କରୋନା ଯୋଗୁ ଲୋକଙ୍କ ଜୀବନ ଯାପନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ମହାମାରୀ କିଛି ଲୋକଙ୍କ ଜୀବନ ନେଇଥିବା ବେଳେ ଅନେକ ଲୋକଙ୍କର ଜୀବିକା ଉଜାଡ଼ି ଦେଇଛି। ଏହି କାରଣରୁ ଲୋକମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିବାର ଅନେକ ନଜିର ରହିଛି। ତେବେ ନିକଟରେ ଜଣେ ବଲିଉଡ୍‌ ଅଭିନେତା ଆର୍ଥିକ…

ସଂକ୍ରମିତ ହେଲେ କପିଲ ଶର୍ମା ଶୋ’ ଫେମ୍‌ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଶୋ’ ସମସ୍ତଙ୍କୁ ହସାଇଥାଏ । କିନ୍ତୁ ଏହି ସମୟରେ କପିଲ ଶର୍ମା ଟେନସନରେ ଅଛନ୍ତି। ଶୋ’ରେ କପିଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ କରୋନା ଭାଇରସର ଶିକାର ହୋଇଛନ୍ତି। ସୋମୋନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ…

କରୋନା କାୟାରେ ବଲିଉଡ ଇଣ୍ଡଷ୍ଟ୍ରୀ, ନିରାପତ୍ତା ଦୃଷ୍ଟିରୁ କିଛିଦିନ ବନ୍ଦ ରହିଲା କମେଡିଙ୍କ କିଙ୍ଗ କପିଲଙ୍କ ଶୋ

ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି କରୋନା କାୟା ବିସ୍ତାର କରିବା ଆରମ୍ଭ କଲାଣି। ପ୍ରତିଦିନ କେହି ନା କେହି ବଲିଉଡ ସେଲିବ୍ରେଟି ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଶୋ’…

ଦିନେ ସମୁଦ୍ରକୁ ଡେଇଁ ଜୀବନ ହାରିବାକୁ ଚାହୁଁଥିଲେ କମେଡିଆନ୍‌ କପିଲ ଶର୍ମା

କମେଡି ଦୁନିଆର ଏବେ ବେତାଜ୍‌ ବାଦଶାହ ହେଉଛନ୍ତି କପିଲ ଶର୍ମା। କପିଲ ଶର୍ମାଙ୍କ ଲୋକପ୍ରିୟତା ଏତେ ଯେ କେବଳ ଦେଶ ନୁହେଁ, ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ଷ୍ଟାଣ୍ଡ୍‌ ଅପ୍‌ କମେଡି ଯୋଗୁ ପ୍ରଚୁର ଲୋକପ୍ରିୟତା ହାସଲ କରିଛନ୍ତି ଏହି ସ୍ମଲ ଟାଉନ୍‌ ଯୁବକ। ଗୋଟିଏ ସ୍ଥାନରେ ଠିଆ…

କପିଲ ଶର୍ମାଙ୍କୁ ହସ ମନ୍ତ୍ରାଳୟ ଦିଆଯିବା ଦରକାର : ଏମିତି କହିଲେ ଡକ୍ଟର ଗୁଲାଟୀ ଓରଫ ସୁନୀଲ ଗ୍ରୋଭର, ତାଙ୍କ ସହ ପୁଣି…

ଟିଭିର ଲୋକପ୍ରିୟ କମେଡିଆନ୍‌ ସୁନୀଲ ଗ୍ରୋଭର ‘ଦ କପିଲ ଶର୍ମା ଶୋ’ରୁ ଦୂରେଇ ଯାଇଥିଲେ ମଧ୍ୟ ଆଜି ବି ଦର୍ଶକେ ତାଙ୍କୁ ଦେଖିବାକୁ ବେଶ୍‌ ପସନ୍ଦ କରନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ରେ ହୋଇଥିବା ଝଗଡ଼ା ପରେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ଯୋଡ଼ି ଭାଙ୍ଗିଯାଇଥିଲା। ଏହା ପରଠାରୁ ସୁନୀଲ ଆଉ ଗୁଥି…

ମୁମ୍ବାଇ ଓ ପଞ୍ଜାବରେ ଲଗ୍‌ଜ୍ୟୁରିୟସ୍‌ ଘରଠାରୁ ଆରମ୍ଭ କରି ୬ କୋଟିର ଭ୍ୟାନିଟି ଭ୍ୟାନ୍‌ ପର୍ଯ୍ୟନ୍ତ, କପିଲ ଶର୍ମାଙ୍କ…

ହିନ୍ଦୀ ଫିଲ୍ମ ଇଣ୍ଟଷ୍ଟ୍ରୀର ଏକ ଚର୍ଚ୍ଚିତ ନାଁ ହେଉଛି କପିଲ ଶର୍ମା। ଷ୍ଟାଣ୍ଡ ଅପ୍‌ କମେଡିର ନାଁ ଆସିଲେ ସର୍ବ ପ୍ରଥମେ ଆସନ୍ତି କପିଲ ଶର୍ମ। ବର୍ତ୍ତମାନ ସମୟର ଜଣେ ଲୋକପ୍ରିୟ ଷ୍ଟାର ହେଉଛନ୍ତି କପିଲ। ଏକ ସାଧାରଣ ପରିବାରରେ ଜନ୍ମିତ କପିଲ, ଆଜି ବଡ଼ ସେଲିବ୍ରିଟିଭାବେ ପରିଗଣିତ ହେଉଛନ୍ତି।…

‘କୃଷ୍ଣାଙ୍କ କମେଡ଼ି ମାମୁଁଙ୍କ ନାଁ ନେବା ପର୍ଯ୍ୟନ୍ତ ହିଁ ସୀମିତ ଅଛି’, ଏଭଳି କିଛି କହି କୃଷ୍ଣାଙ୍କ…

ସୁପରଷ୍ଟାର ଗୋବିନ୍ଦାଙ୍କ ସହ କୃଷ୍ଣା ଅଭିଷେକଙ୍କ ମତଭେଦ ଏବେ ଚାରଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାମିଲି ଡ୍ରାମାକୁ ନେଇ ଏହି ଚର୍ଚ୍ଚା ସେବେ ଜୋର ଧରିଲା ଯେବେ ଅଭିନେତା ଗୋବିନ୍ଦା ଓ ପତ୍ନୀ ସୁନିତା କପିଲା ଶର୍ମା ସୋ କୁ ଯାଇଥିଲେ । ସବୁଥର ଭଳି ଏଥର ମଧ୍ୟ କୃଷ୍ଣା ଅଭିଷେକ ସୋରୁ ଗାଏବ…

‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ପାଇଁ କପିଲ ବଢ଼ାଇ ଦେଇଛନ୍ତି ନିଜ ଫିସ୍‌, ପ୍ରତି ଏପିସୋଡ୍‌ ପିଛା ନେବେ ଏତେ ଟଙ୍କା!

ଟିଭି ପରଦାର ଲୋକପ୍ରିୟ କମେଡିଆନ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କହି ରଖୁଛୁ, କରୋନା ସମୟରେ ଏହି ଶୋ’ ଚାଲୁଥିଲା, କିନ୍ତୁ ପରେ କପିଲ ଯେତେବେଳେ ଦ୍ୱିତୀୟ ଥର ପାଇଁ ବାପା ହେଲେ, ତ ସେ ଶୋ’କୁ କିଛି ମାସ ପାଇଁ ବନ୍ଦ କରି ଦେଇଥିଲେ…

କପିଲ ଶର୍ମାଙ୍କ ପୁଅ ତ୍ରିଶାନଙ୍କ ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା, କମେଣ୍ଟସ୍ ରେ ଦେଲେ ଆଶିର୍ବାଦ

ଗତ କାଲି ଅର୍ଥାତ ୨୦ ଜୁନ ରବିବାର ସାରା ଦେଶରେ ଫାଦର୍ସ ଡେ ପାଳନ କରାଯାଇଥିଲା । ଏହିଦିନ ସୋସିଆଲ ମିଡିଆରେ ଅନେକ ନିଜ ବାପାଙ୍କ ସହ ଫଟୋ ଉଠାଇ ପୋଷ୍ଟ କରିଥିଲେ । ତା ସହ ଲମ୍ବା ଲମ୍ବା କ୍ୟାପସନ ଲେଖି ବାପାଙ୍କ ପ୍ରତି ନିଜ ଭଲପାଇବା ଓ ସମ୍ମାନ ଜାହିର କରିଥିଲେ । ତେବେ ବଲିଉଡ ର ନାମୀ ଦାମୀ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି କପିଳଙ୍କ ୨୩ ବର୍ଷ ପୁରୁଣା ଏକ ଫଟୋ, ଆପଣ ବି ଥରେ ଦେଖନ୍ତୁ

ଏବେ ବିଭିନ୍ନ ସୋସିଆଲ ମିଡିଆରେ କମେଡିଆନ କପିଲ ଶର୍ମାଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏଗୁଡିକ ତାଙ୍କ କଲେଜ ସମୟର ବୋଲି ଜଣାପଡିଛି । ପ୍ରକୃତରେ କପିଲ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଦୀର୍ଘ ୨୩ ବର୍ଷ ପୁରୁଣା ଏକ ଫଟୋ ପୋଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ଏହା ସହିତ ଜଡିତ…