ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ହତ୍ୟା, ଘଟଣାସ୍ଥଳରେ ଛାଡିଗଲେ ପୋଷ୍ଟର
ମାଲକାନଗିରି(କେନ୍ଯୁଜ୍): ଯବାନଙ୍କୁ ଅପହରଣ ପରେ ହତ୍ୟା। ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜଣେ CAF ଯବାନଙ୍କୁ ଅପହରଣ ପରେ ହତ୍ୟା। ମୃତ ଯବାନ ଅର୍ଜୁନ କୁଣ୍ଡିଆମୀ।
କିଛି ଦିନ ପୂର୍ବରୁ ଯବାନ ଜଣକ ଘରକୁ ଆସିିଥିବାବେଳେ…