Browsing Tag

nawazuddin siddiqui

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କଲେ ପୂର୍ବତନ ପତ୍ନୀ, ଇନଷ୍ଟାଗ୍ରାମରେ ଭିଡ଼ିଓ କଲେ…

ନୂଆଦିଲ୍ଲୀ : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କରିଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି ପତ୍ନୀ ଆଲିଆ ସିଦ୍ଦିକ୍‌ । କହିଛନ୍ତି ନଓ୍ଵାଜୁଦ୍ଦିନ ତାଙ୍କ ପିଲାଙ୍କୁ କଷ୍ଟଡିକୁ ନେବାକୁ…

ଦୁବାଇରେ ଫସିଛନ୍ତି ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ଘରୋଇ ସହାୟିକା; କାନ୍ଦି କାନ୍ଦି ମୁକ୍ତ କରିବାକୁ କଲେ ଗୁହାରି…ଭିଡିଓ…

ନଓ୍ଵାଜୁଦ୍ଦିନ ସିଦ୍ଦିକି ପୁଣିଥରେ ଅସୁବିଧାରେ ଫସିଛନ୍ତି। ସୂଚନା ରହିଛି କି, ସପନା ନାମ୍ନୀ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଝିଅଟି କାନ୍ଦି କାନ୍ଦି ନିଜର କଷ୍ଟ ଜଣାଉଛନ୍ତି। ତାଙ୍କୁ ଦୁବାଇରେ ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ପିଲାମାନଙ୍କ ଦେଖାଶୁଣା ପାଇଁ…

ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ମା’ ବୋହୂ ବିରୋଧରେ କଲେ ଥାନାରେ ଅଭିଯୋଗ; ପଚରାଉଚରା କରୁଛି ପୋଲିସ

ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ମା’ ମେହରୁନିସା ସିଦ୍ଦିକି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ନଓ୍ଵାଜୁଦ୍ଦିନଙ୍କ ମା’ ବୋହୂ ଜ୍ୟାନବ ଓରଫ୍‌ ଆଲିଆଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି, ଯାହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି। ଏହି ମାମଲାରେ…

ନଓ୍ଵାଜଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ, ଆସିଲା ଫିଲ୍ମ ‘ହଡ୍ଡି’ର ଫାଷ୍ଟ ଲୁକ୍‌

ନଓ୍ଵାଜଉଦ୍ଦିନ ସିଦ୍ଧିକି ଫିଲ୍ମ ଇଣ୍ଡଷ୍ଟ୍ରୀର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦମଦାର ଅଭିନୟ ଯୋଗୁଁ ସମସ୍ତଙ୍କ ପାଖରେ ବେଶ୍‌ ପରିଚିତ ହୋଇଛନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ସମସ୍ତଙ୍କୁ ଚକିତ କରିଛନ୍ତି। ହେଲେ ଏବେ ଅପକମିଂ ଫିଲ୍ମ ‘ହଡ୍ଡି’ରେ ଏମିତି…

ହଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି, ଆମେରିକାନ୍‌ ଫିଲ୍ମରେ ହେବେ ହିରୋ

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ଜଲଓ୍ଵା ଦେଖାଇବେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି। ମଙ୍ଗଳବାର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ୍‌ କାର୍ପେଟରେ ଓ୍ଵାକ୍‌ କରିଥିବା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି ‘ଲକ୍ଷ୍ମଣ ଲୋପେଜ୍‌’ ନାମକ ଏକ ଆମେରିକାନ୍‌ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ନଓ୍ଵାଜୁଦ୍ଦିନ୍‌…

ମୁମ୍ବାଇରେ ନିଜ ସ୍ୱପ୍ନର ଘର ତିଆରି କଲେ ନଓ୍ଵାଜ, ହାଉସପାର୍ଟିରେ ନଜର ଆସିଲେ ବଲିଉଡ କୁଇନ କଙ୍ଗନା

ନିଜର ଅଭିନୟ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଧିକି।ଏବେ ଦୀର୍ଘ ବର୍ଷର ପରିଶ୍ରମ ପରେ ନୱାଜୁଦ୍ଦିନ ସିଦ୍ଧିକି ଏବେ ମୁମ୍ବାଇ ତଥା ମାୟାନଗରୀରେ ଏକ ସ୍ୱପ୍ନର ବଙ୍ଗଳା ତିଆରି କରିଛନ୍ତି । ଏହି ବଙ୍ଗଳା ତାଙ୍କ ପିତାଙ୍କ ନାମରେ ହିଁ ନବାବ ରଖିଛନ୍ତି।…

ଓଟିଟି ଛାଡ଼ିଲେ ନବାଜୁଦ୍ଦିନ ସିଦ୍ଦିକି, କହିଲେ- ‘ଏବେ ଏହା ଧନ୍ଦା ପାଲଟିଛି’

ଓଟିଟିକୁ ଗୁଡ୍‌ବାଏ କହିଲେ ନବାଜୁଦ୍ଦିନ୍‌ ସିଦ୍ଦିକି। ସେ ଆଉ ଓଟିଟି ପ୍ଲାଟ୍‌ଫର୍ମରେ କାମ କରିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଭଲ ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନବାଜୁଦ୍ଦିନ୍‌ ସିଦ୍ଦିକି। ସେ ନେଟ୍‌ଫ୍ଲିକ୍ସର ଲୋକପ୍ରିୟ ୱେବ୍‌ ସିରିଜ୍‌…

ନଓ୍ଵାଜୁଦ୍ଦିନ୍‌ଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଲେ ପତ୍ନୀ ଆଲିଆ, ଶାଶୁଘର ଲୋକ ନିର୍ଯାତନା ଦେଉଥିବା ନେଇ ଆଣିଲେ ଅଭିଯୋଗ

ଦୀର୍ଘଦିନ ଧରି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ୧୧ ବର୍ଷର ବୈବାହିକ ଜୀବନରେ ଝଡ଼ ଉଠିଛି। ନଓ୍ଵାଜୁଦ୍ଦିନ୍‌ଙ୍କ ପତ୍ନୀ ଆଲିଆ ଏହି ବିବାହକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ସେ ନଓ୍ଵାଜୁଦ୍ଦିନ୍‌ଙ୍କୁ ଛାଡ଼ପତ୍ର…

କ୍ୱାରେଣ୍ଟିନରେ ରହିଲେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି, କିନ୍ତୁ କାହିଁକି ଜାଣନ୍ତୁ

ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଘାରିଛି କରୋନା ଭୟ। ଅଭିନେତା ଏବଂ ତାଙ୍କ ପରିବାରକୁ କ୍ୱାରେଣ୍ଟିନରେ ରଖାଯାଇଛି। ନୱାଜୁଦ୍ଦିନ ସିଦ୍ଦିକି ଗତ ମେ ୧୧ ତାରିଖରେ ପ୍ରଶାସନଙ୍କ ଅନୁମତି ନେଇ ମୁମ୍ବାଇରୁ ନିଜ ଘର ମୁଜ୍ଜ୍ଵଫରନଗର ବୁଢାନାକୁ ଆସିଥିଲେ। ତାଙ୍କ ସହିତ…

ନଓ୍ଵାଜୁଦ୍ଦିନ୍‌ ସିଦିକିଙ୍କ ଉପରେ ପଡିଲା ଦୁଃଖର ପାହାଡ, ଜାଣନ୍ତୁ କଣ ହେଲା ଏମିତି

ବଲିଉଡ୍‌ ର ଦିଗ୍ଗଜ୍‌ କଳାକାର ନଓ୍ଵାଜୁଦ୍ଦିନ୍‌ ସିଦିକିଙ୍କର ଭଉଣୀ ସାୟମା ତମସି ସିଦିକିଙ୍କ ପରଲୋକ ହୋଇଛି । ପରଲୋକ ବେଳେ ତାଙ୍କୁ ମାତ୍ର ୨୬ବର୍ଷ ବୟସ ହୋଇଥିଲା । ସାୟମା ତମସୀ ସିିଦିକି ଶନିବାର ପୁଣେର ଏକ ହସ୍ପିଟାଲରେ ଅନ୍ତିମ ନିଶ୍ୱାସ ତ୍ଯାଗ କରିଛନ୍ତି । ଭଉଣୀଙ୍କ ପରଲୋକ ଖବର…

ଏହି ଫିଲ୍ମ ଷ୍ଟାରଙ୍କୁ ଚେୟାରରେ ବାନ୍ଧି ଉତ୍ତେଜକ ଡ୍ୟାନ୍ସ କଲେ ସନ୍ନି ଲିଓନ୍‌, ଭାଇରାଲ ହେଉଛି ଭିଡିଓ

ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ସାଜିଥିବା ସନ୍ନି ଲିଓନଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ଫିଲ୍ମ ଆକ୍ଟରଙ୍କୁ ଚେୟାରରେ ବାନ୍ଧି ନାଚୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସନ୍ନିଙ୍କ ହଟ୍‌ ଅବତାର ନଜର ଆସିଛି। ଭିଡିଓଟିକୁ ସନ୍ନି ନିଜ…

ସେଲ୍ଫି ପାଇଁ ନୱାଜୁଦ୍ଦିନଙ୍କ ତଣ୍ଟି ଧରି ଟାଣି ଅଣିଲେ ଫ୍ୟାନ୍, ଦେଖନ୍ତୁ ଭିଡିଓ

ଫ୍ୟାନ୍ ମାନଙ୍କ ପାଇଁ ବଲିଉଡ୍ ଫିଲ୍ମ ଏକ ପ୍ରକାର ଲାଇଫ୍ ଲାଇନ୍ ପରି ଆଉ ଫିଲ୍ମ ଷ୍ଟାର୍ ଭଗବାନଙ୍କ ପରି । ନିଜ ପ୍ରିୟ ଷ୍ଟାରଙ୍କ ଗୋଟିଏ ଝଲକ୍ ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଚାଲିଯାଇପାରନ୍ତି ପ୍ରଶଂସକ । କିଛି ଫ୍ୟାନ୍ସ ହଜାର ହଜାର କିଲୋମିଟର ଆସି ଷ୍ଟାରଙ୍କ ଘର ବାହାରେ ଅପେକ୍ଷା…