Browsing Tag

pregnant woman

ସମୁଦ୍ର ଢେଉ ମଧ୍ୟରେ ଶିଶୁକୁ ଜନ୍ମ ଦେଲେ ମହିଳା, ଡେଲିଭରି ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ!

ଜଣେ ମହିଳା ସମୁଦ୍ରର ଢେଉରେ ଗାଧୋଉଥିବା ବେଳେ ଶିଶୁ ଜନ୍ମ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଡେଲିଭରି ସମୟର ଭିଡିଓ ଭାଇରାଲ ହୋଇଛି । ଭିଡିଓ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି । ଭିଡିଓ ଦେଖିବା ପରେ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ମହିଳା ନିଜର ଡେଲିଭରିକୁ ଫ୍ରି…

ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର

ବଲାଙ୍ଗିର(କେନ୍ୟୁଜ): ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର…

ଗଙ୍ଗୁବାଇ କାଠିଆବାଡ଼ିର ‘ଢୋଲିଡ଼ା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ବିଦେଶିନୀ ଗର୍ଭବତୀ, ଭାଇରାଲ ହେଉଛି ଭିଡିଓ

ପ୍ରତିଦିିନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ଦେଖିବାକୁ ମିଳେ। ଆଜି ସେହିଭଳି ଏକ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଗର୍ଭବତୀ ମହିଳା ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ମହିଳା ଜଣଙ୍କ ଏଭଳି ଅବସ୍ଥାରେ ଆଲିଆ ଭଟ୍ଟଙ୍କ ବଲିଉଡ ଫିଲ୍ମ ‘ଗଙ୍ଗୁବାଇ…

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର: ଖଟିଆରେ ପ୍ରସୂତିଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା(କେନ୍ଯୁଜ୍): ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର। ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ରାୟଗଡା ଜିଲ୍ଲା ଗୁଡ଼ାରି ବ୍ଲକ ବୁରୁଡି ଗାଁରେ ଏହି ଚିତ୍ର ଦେଖିବାକୁ ମିଳିଛି। ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ନାହିଁନଥିବାର ସମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା।…

୭ ମାସର ଗର୍ଭବତୀ କରାଇବେ ନିଜର ଗର୍ଭପାତ! ହାଇକୋର୍ଟ ଦେଲେ ଅନୁମତି; ଜାଣନ୍ତୁ କ’ଣ ମାମଲା…

ଦିଲ୍ଲୀ ହାଇକୋର୍ଟ ୨୮ ସପ୍ତାହର ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି। ଗର୍ଭସ୍ଥ ଶିଶୁର ଅସ୍ୱାଭାବିକତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି କି, ପ୍ରଜନନ ପସନ୍ଦ ହେଉଛି ବ୍ୟକ୍ତିଗତ ସ୍ୱାଧୀନତା,…

ଧାମନଗର ପୋଷ୍ଟ ଅଫିସ ଛକ ନିକଟରେ ଅଭାବନୀୟ ଦୃଶ୍ୟ, ରାସ୍ତା କଡ଼ରେ ପ୍ରସବ କଲେ ମହିଳା

ଭଦ୍ରକ(କେନ୍ଯୁଜ୍): ରାସ୍ତା କଡ଼ରେ ମହିଳାଙ୍କ ପ୍ରସବ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଶେଷରେ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ମୁତାବକ, ଧାମନଗର ପୋଷ୍ଟ ଅଫିସ ଛକ ନିକଟରେ…

ମହାନତା ଦେଖାଇଲେ ବାଲେଶ୍ୱର ବିଧାୟକ: ବନ୍ୟାରେ ଫଶିଥିବା ଗର୍ଭବତୀ ମହିଳାଙ୍କୁ କଲେ ଉଦ୍ଧାର

ବାଲେଶ୍ୱର(କେନ୍ଯୁଜ୍): ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବାଲେଶ୍ୱର ବିଧାୟକ। ବନ୍ୟାରେ ଫଶିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିକଟରେ ପହଞ୍ଚିଲେ ବିଧାୟକ ସ୍ୱରୂପ ଦାସ। ବାଲେଶ୍ୱରର ଓଳନ୍ଦା ସାରଗାଁ ଗ୍ରାମପଞ୍ଚାୟତ ମନ୍ଦାଧର ଗାଁ ବନ୍ୟା କାରଣରୁ ପାଣି ଘେରରେ ରହିଛି। ଡଙ୍ଗା ସାହାଯ୍ୟରେ…

ଏକାଥରକେ ତିନି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ଗର୍ଭବତୀ ମହିଳା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ପ୍ରାଥମିକ ସ୍ୱାସ୍ଥ୍ଯ କେନ୍ଦ୍ରରେ ତିନି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ସାନଖେମୁଣ୍ଡି ଗୋବିନ୍ଦପୁର ପଂଚାୟତ ଖେମୁଣ୍ଡିଖୋଲ ଗାଁର ସାରା ଦେବୀ ମଣ୍ଡଳ ନାମକ ଜଣେ ଗର୍ଭବତୀ ମହିଳା। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକାଥରେ ତିନିଟି…

ଚତୁର୍ଥୀ ରାତିରେ ସ୍ୱାମୀ ପାଲଟିଲା ରାକ୍ଷସ, ଋତୁମତୀ ପତ୍ନୀଙ୍କୁ ମାଡ଼ ମାରିବା ପରେ କଲା ଦୁଷ୍କର୍ମ

ମିଶରରେ ଏକ ଟିଭି ଶୋ’ର ଏକ ସିନ୍‌ ପରେ ମହିଳାମାନେ ନିଜ ସହ ହୋଇଥିବା ଦୁଃଖଦ ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏ ଅବସରରେ ଜଣେ ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ବହୁତ ସମ୍ବେଦନଶୀଳ ଓ ଭଲ ଲୋକ ଥିଲେ। କିନ୍ତୁ ସେ ଗର୍ଭବତୀ ଥିବା ବେଳେ ସେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ।…

ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା

ଭୁବନେଶ୍ୱର(କେନ୍ଯୁଜ୍): ଜୁଲାଇ ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କୁ ଟିକାକରଣ। ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ। ଗର୍ଭବତୀଙ୍କୁ ଟିକାକରଣ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଆଜି ଏ ନେଇ ଗାଇଡଲାଇନ ଜାରି…

ଏକାସାଥୀରେ ଜନ୍ମ ହୋଇଥିଲେ ତିନି ଭଉଣୀ, ଏବେ ଏକାସାଥୀରେ ହେଲେ ଗର୍ଭବତୀ

ଦୁନିଆରେ ଅନେକ ଅଜବ ଗଜବ ଘଟଣା ଦେଖିବାକୁ ମିଳିଥାଏ । ଆଉ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଆମେରିକାର କାଲିଫର୍ଣ୍ଣିଆରେ ଏକାସାଥୀରେ ଜନ୍ମ ହୋଇଥିବା ତିନି ଭଉଣୀ ନିଜ ଜୀବନର ସବୁ କ୍ଷେତ୍ରକୁ ଏକାସାଥୀରେ ପାର୍ କରିଛନ୍ତି । ପ୍ରଥମେ ଏକାସାଥୀରେ ଜନ୍ମ ହେଲେ, ଏକାସାଥୀରେ ସ୍କୁଲ…

ଗର୍ଭବତୀ କରୋନା ଆକ୍ରାନ୍ତ ମହିଳାଙ୍କୁ ଲାଇଫ୍‌ସପୋର୍ଟ ଆମ୍ବୁଲାନ୍ସ ଯୋଗାଇଲେ ଜିଲ୍ଲାପାଳ, ସହଯୋଗ କଲେ ଅଭିନେତା…

କୋରାପୁଟ : କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଲାଇଫ୍‌ସପୋର୍ଟ ଆମ୍ବୁଲାନ୍ସ ଯୋଗାଇଲେ କୋରାପୁଟ ଜିଲ୍ଲାପାଳ। ସହଯୋଗର ହାତ ବଢାଇଲେ ଅଭିନେତା ସବ୍ୟସାଚୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଜାରି ରହିଛି। ଖୁବ୍‌ ଶୀଘ୍ର…