Below header

ସଲମାନ ଖାନ ଘର ବାହାରେ ଗୁଳିମାଡ ମାମଲା: ଧରାପଡିଲା ୫ମ ଅଭିଯୁକ୍ତ, କରିଥିଲା ସୁଟରଙ୍କୁ ସାହାଯ୍ୟ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ମହମ୍ମଦ ରଫିକ ଚୌଧୁରୀକୁ ପଞ୍ଜାବରୁ ଗିରଫ କରିଛି । ଖବର ମୁତାବକ, ରଫିକ ଦୁଇ ସୁଟର ସାଗଲ ପାଲ ଏବଂ ବିକ୍କି ଗୁପ୍ତାକୁ ପଇସା ଏବଂ ସଲମାନଙ୍କ ଘର ବାହାରେ ଫାୟାରିଂ ପାଇଁ ସାହାଯ୍ୟ କରିଥିଲା । କ୍ରାଇମ ବ୍ରାଞ୍ଚ ଚୌଧୁରୀକୁ ଆଜି ମୁମ୍ବାଇ ଆଣିବ । ଆଜି କୋର୍ଟରେ ତାକୁ ହାଜର କରାଯିବ ।…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ରାଶିଫଳ : ଆଜି ଏହି ରାଶିର ଲୋକେ ଦୂର ଯାତ୍ରା କରିବେ, ଖୁସି ରହିବେ

ମେଷ: ଆଜି ଆପଣଙ୍କୁ ବହୁତ କାମ ମିଳିବ । ଘରେ ସୁଖ, ସମୃଦ୍ଧି ରହିବ । ନୂତନ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ । ସମ୍ପତ୍ତି ସହ ଜଡ଼ିତ ମାମଲା ଆପଣଙ୍କ ପକ୍ଷରେ ସମାଧାନ ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ପାଇଁ ପ୍ରୟାସ କରିବେ । ବୃଷ: ଆଜି ଆୟ ପାଇଁ ଦିନଟି ଶୁଭ । ନିରାଶାରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଆପଣଙ୍କର କିଛି ବଡ଼ କାରବାର ଚୂଡାନ୍ତ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ ।…
Read More...

କ୍ରୀଡା