ଥମିବ କି ୟୁକ୍ରେନ ଯୁଦ୍ଧ? ଆଲୋଚନା ପାଇଁ ପୁଟିନ-ବାଇଡେନ୍ ରାଜି
କେନ୍ୟୁଜ୍: ଥମିବ କି ୟୁକ୍ରେନ ଯୁଦ୍ଧ । ଆଲୋଚନା ପାଇଁ ପୁଟିନ-ବାଇଡେନ୍ ରାଜି । କିନ୍ତୁ ଉଭୟ ପଟୁ ଯେଉଁ ସର୍ତ୍ତ ରହିଛି, ସେଥିରୁ ଆଲୋଚନା ସମ୍ଭାବନା କ୍ଷୀଣ। କ୍ରେମଲିନର ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ରୁଷ…