Browsing Tag

salepur news

ରେଡ଼ିଓ ମ୍ୟାନ୍ କାଳିପ୍ରସାଦ, ଯାହାଙ୍କ ପାଖରେ ରହିଛି ବିଭିନ୍ନ କମ୍ପାନୀର ୩୦୦ ରୁ ଉର୍ଦ୍ଦ୍ବ ରେଡ଼ିଓ

ସାଲେପୁର(କେନ୍ଯୁଜ୍): ଆଧୁନିକତା ଭିତରେ ହଜିଯାଇଛି ପୂର୍ବରୁ ବ୍ଯବହାର କରୁଥିବା କିଛି ଜିନିଷ । ନୂଆ ଜିନିଷ ସାମ୍ନାରେ ପୁରୁଣା ଜିନିଷର ଗୁରୁତ୍ୱକ ମିଗଲାଣି। ତଥାପି ଏମିତି କିଛି ପୁରୁଣା ଜିନିଷ ରହିଛି ଯାହା ପାଇଁ ଦିନେ ବ୍ୟଗ୍ର ହୋଇଉଠୁଥିଲା ମନ। ଆଉ ସଭିଏଁ ଖୋଜି ବୁଲୁଥିଲେ ସେହି ଜିନିଷକୁ।…

ସ୍ବାବଲମ୍ବୀ ବୀଣାପାଣି, ଆଜିକୁ ୧୦ ବର୍ଷ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କରି କରିଚାଲିଛନ୍ତି ରୋଜଗାର

ସାଲେପୁର: ମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ।  ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଅନ୍ଯ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍‌ ପୁର୍ବକଛ…

ସାଲେପୁରର ସରକାରୀ ପାଥୋଲାବ୍‌ରେ ଅବ୍ୟବସ୍ଥା, ଘରୋଇ ହସପିଟାଲକୁ ଦୌଡୁଛନ୍ତି ରୋଗୀ

ସାଧାରଣ ଲୋକେ କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ମାଗଣା ଚିକିତ୍ସାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଏବଂ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ବି କରାଇଛନ୍ତି । ତେବେ ଏସବୁ ଭିତରେ ସରକାରୀ ମେଡିକାଲରେ କାହିଁକି ହଇରାଣ…

ସାଲେପୁର କିଶନ ନଗର ବିଶ୍ୱାଳପଡ଼ା ଶୀତଳ ଭଣ୍ଡାରରୁ ଗ୍ୟାସ୍‌ ଲିକ୍, ସ୍ଥାନୀୟ ଲୋକେ ଭୟଭୀତ

ସାଲେପୁର: ଶୀତଳଭଣ୍ଡାରରୁ ଗ୍ୟାସ୍‌ ଲିକ୍‌, ଲୋକେ ଭୟଭୀତ । ସାଲେପୁର କିଶନ ନଗର ବିଶ୍ୱାଳପଡ଼ା ଶୀତଳ ଭଣ୍ଡାରରୁ ଗ୍ୟାସ୍‌ ଲିକ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଗ୍ୟାସ୍‌କୁ ଆୟତ୍ତ କରିବାକୁ ୫ ଗୋଟି ଦମକଳ ଗାଡ଼ି ସହ କିଶନ ନଗର ପୋଲିସ ଉପସ୍ଥିତ ଅଛି । ପୁର୍ବରୁ ଅନେକ ଥର ଗ୍ୟାସ…

ଅଭିମନ୍ୟୁଙ୍କ ଅସରନ୍ତି ଦୁଃଖ…… ଅନେକ ପ୍ରତିଭାର ଅଧିକାରୀ ହୋଇ ମଧ୍ଯ ବୟସର ଅପରାହ୍ନରେ ଜୀବନ ସହିତ…

ସାଲେପୁର: ସାଲେପୁର ଉତ୍ତର ବଟେସ୍ୱର ଗାଁର ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରଥିବା ସ୍ବର୍ଗତ ବୈଷ୍ଣବ ମଲ୍ଲିକଙ୍କର ପୁତ୍ର ଅଭିମନ୍ୟୁ । ଅଭିମନ୍ୟୁଙ୍କ ଜୀବନ ଓ ଜୀବିକା ଆପଣମାନେ ଜାଣିଲେ ଆଖିରୁ ଅଶ୍ରୁ ବୋହି ଆସିବ। କାରଣ ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ ହୋଇଛନ୍ତି ସତ କିନ୍ତୁ ତାଙ୍କର…

ଦୁଃଖ ଆମର ଆଜୀବନ ବନ୍ଧୁ, ମୁରବୀଙ୍କ ସହ ପୂରା ପରିବାର ରୋଗର ଜ୍ୱାଳାରେ ଛଟପଟ, ଖୋଜୁଛନ୍ତି ସରକାରୀ ସହାୟତା

ସାଲେପୁର : ମଣିଷ ହୋଇ ଜନ୍ମ ନେଇଛ ତ ଦୁଃଖ ଆଉ ସୁଖ ସବୁ ଆସିବ । ହେଲେ କିଛି ଲୋକଙ୍କ ପାଇଁ ଯେମିତି ଦୁଃଖ ଆଜୀବନ ବନ୍ଧୁ ହୋଇ ଆସେ । ଏମିତି ଗୋଟିଏ ପରିବାର ହେଉଛି କଟକ ଜିଲ୍ଲା ସୌରୀ ଗାଁର ଅରୁଣ ଭୋଇଙ୍କର । ଏହି ଘରର ତିନି ତିନି ଜଣ ଗୁରୁତର ରୋଗରେ ପୀଡ଼ିତ । ଯିଏ ରୋଜଗାର କରି ପରିବାର…

ଅସହାୟଙ୍କ ଦେବଦୂତ ଇଂଜିନିୟ ସତ୍ୟଜିତ୍, ଗାଁକୁ ଗାଁ ବୁଲି କରୁଛନ୍ତି ସେବା

ସାଲେପୁର: ଆଜି ବ୍ଯସ୍ତ ବହୁଳ ଜୀବନରେ କିଏ ବା କାହା ପାଇଁ ଅପେକ୍ଷା କରୁଛି । ନିଜ ଜୀବନ ପଥରେ ସଭିଏଁ ଆଗକୁ ବଢିଚାଲିଛନ୍ତି । ହେଲେ ଆର୍ଥିକ ଅନଗ୍ରସର, ଦାରିଦ୍ର୍ଯ ସୀମାରେଖା ତଳେ ଥିବା ତଥା ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ କଥା ଟିକେ ଭାବିଲେ । ସେମାନଙ୍କର କଣ ଏ ଦୁନିଆରେ ବଞ୍ଚିବାର…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଆଜି ମୃତ୍ଯୁ ସହିତ ସଂଗ୍ରାମ କରି ଚାଲିଛି ଘୁମି, ଉଚିତ ନ୍ଯାୟ ମିଳିବା ସହ…

ସାଲେପୁର: ଆଜିକୁ ଦୁଇ ମାସ ହେବ ଯନ୍ତ୍ରଣାରେ ଛଟପଟ ହେଉଛି ଘୁମି । ଗୋଟେ ସ୍ଥାନରେ ପଡ଼ି ରହିଛି । ଆପଣ ଭାବୁଥିବେ ଏହି ଘୁମି କିଏ? ଏଠି କାହା କଥା ଆମେ କହୁଛୁ? ଇଏ କୌଣସି ମଣିଷ ନୁହେଁ ବରଂ ଇଏ ହେଉଛି ସାଲେପୁର ବାଲିସାହି ଗ୍ରାମର ପରୀକ୍ଷିତ ବେହେରାଙ୍କ ଗାଈ । ଯାହାକୁ ସେ ୪ବର୍ଷ ହେଲା…

ସାଲେପୁର ମୁଖ୍ଯ ବଜାରକୁ ଆସନ୍ତା ୨୪ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସାଲେପୁର: କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଥମିବାର ନା ଧରୁନାହିଁ। କଟକ ଜିଲ୍ଲା ସାଲେପୁର ବ୍ଲକ ଚନ୍ଦ୍ରଦେଇପୁର ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସ୍ଥାନୀୟ ସରପଂଚ ପଂଚାୟତର ୭,୧୪ ଓ ୧୫ ଓ୍ୱାର୍ଡ ସହ ସାଲେପୁର…

ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି…

ପୁଣି ଅନ୍ଧବିଶ୍ବାସ: ମୃତଦେହ ଉପରେ ୧୦୮ ଗରା ପାଣି ଢାଳି ଝଡ଼ାଫୁଙ୍କା କରି ଲୋକଙ୍କୁ ୨ଘଣ୍ଟା ଭୁଆଁ ବୁଲାଇଲା ଗୁଣିଆ

କଟକ : ପୁଣି ଦେଖିବାକୁ ମିଳିଛି ଅନ୍ଧବିଶ୍ବାସକୁ ବିଶ୍ବାସ କରିବାର ଏକ ନଗ୍ନ ଉଦାହରଣ । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମିର୍ଜାପୁର ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠାରେ ସାପ କାମୁଡ଼ିଥିବା ଜଣେ କଲେଜ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ବି…

ନାବାଳିକା ଝିଆରୀକୁ ବିବାହ କଲାବେଳେ ପହଁଚିଲା ପୋଲିସ, ତାପରେ କଣ ହେଲା ପଢ଼ନ୍ତୁ

ସାଲେପୁର (କେନ୍ୟୁଜ) : ନାବାଳିକା ଝିଅକୁ ବିବାହ କରୁଥିବା ସମୟରେ ସିଡବ୍ଲୁସି ଓ ଆନ୍ତର୍ଜାତୀୟ ମାନବାଧିକାର ସଂଘର କର୍ମଚାରୀଙ୍କ ପୋଲିସ ସମେତ ଅଚାନକ ଚଢ଼ାଉ। ଘଟଣା ଘଟିଛି କଟକ ସାଲେପୁର ସହରର ରୋଧପୁରରେ। ସ୍ଥାନୀୟ ରୋଧପୁରର ଜାହାଙ୍ଗିର ଅଲ୍ଲୀ ତାଙ୍କ ନାବାଳିକା ଝିଆରୀକୁ ବିବାହ କରୁଥିବା…