Odisha News
Browsing Tag

temple

ଲମ୍ବା ଆୟୁଷ ଚାହୁଁଛନ୍ତି କି? ନିୟମିତ ଯାଆନ୍ତୁ ମନ୍ଦିର, ରୁହନ୍ତୁ ସୁସ୍ଥ

ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ ନିୟମିତ ମନ୍ଦିର ଯାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅର୍ଥାତ୍ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି। କେବଳ ଏତିକି ନୁହେଁ,…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ପୁରୀ(କେନ୍ୟୁଜ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ କରି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ରତ୍ନ ଭଣ୍ଡାର ସୁରକ୍ଷିତ ଅଛିକି ନାହିଁ ତାହାକୁ ନେଇ…

ଭାରତର ଏହି ଜାଗା ଗୁଡିକରେ ଅଛି ରାବଣଙ୍କ ମନ୍ଦିର

ଏହି ବର୍ଷ ବିଜୟାଦଶମୀ ଅକ୍ଟୋବର ୮ ତାରିଖରେ ପାଳନ ହେବାକୁ ଯାଉଛି । ଏହାକୁ ଅସତ୍ୟ ଉପରେ ସତ୍ୟ ର ଵିଜୟର ପର୍ବ ମଧ୍ୟ କୁହାଯାଏ । ତେଣୁ କରି  ଏହା ନାମ ବିଜୟାଦଶମୀ ହୋଇଛି । ମା' ଦୁର୍ଗା ଙ୍କର ନବ ଦିନାତ୍ମକ ନବରାତ୍ର ପର୍ବ ପାଳନ ପରେ ମହାଦଶମୀ ପର୍ବ ପାଳନ ହୋଇଥାଏ । ବିଶ୍ୱାସ ଅଛିକି ଏହି…

ପାକିସ୍ତାନରେ ଥିବା ଏହି ଶକ୍ତିପୀଠର ସୁରକ୍ଷା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ

ସାଧାରଣତଃ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁ ମନ୍ଦିର ମାନଙ୍କୁ ଭଙ୍ଗା ଯାଉଥିବା ଖବର ସାମ୍ନାକୁ ଆସିଥାଏ । କିନ୍ତୁ ପାକିସ୍ତାନ ସ୍ଥିତ ଵେଲୁଚିସ୍ଥାନରେ ଏପରି ଏକ ମନ୍ଦିର ଅଛି ଯାହାର ରକ୍ଷା ସେଠାକାର ମୁସଲମାନ ସମ୍ପ୍ରଦାୟ କରିଥାନ୍ତି ।ଏଠାରେ ଦେବୀ ହିଙ୍ଗଲାଜ ଙ୍କ ରୂପେ ପୂଜା…

ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର, ରକ୍ଷଣାବେକ୍ଷଣ ଅଭାବରୁ ଦଧିନଉତିରେ ଫାଟ

ଭୁବନେଶ୍ବର(କେନ୍ୟୁଜ୍):  ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର । ମୁଖ୍ୟ ମନ୍ଦିର ଦଧିନଉତିରେ ଫାଟ । ଏହାର ତୁରନ୍ତ ମରାମତି ଆବଶ୍ୟକ । ଲିଙ୍ଗରାଜ ମନ୍ଦିରରେ ରକ୍ଷଣାବେକ୍ଷଣରେ ଚରମ ଅବେହଳା ଓ ବ୍ୟତିକ୍ରମ ଦେଖାଯାଇଛି । ଏନେଇ ଦେବୋତ୍ତର କମିଶନର ଚିତ୍ତରଂଜନ ମହାପାତ୍ର ଏଏସଆଇ ଡିଜିଙ୍କୁ ଚିଠି…

ଅଜବ ପ୍ରଥା: ଏହି ମନ୍ଦିରରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପରସ୍ପର ଉପରକୁ ଫିଙ୍ଗନ୍ତି ନିଆଁ

ମାଙ୍ଗାଲୋରର କୈଥଲରେ ରହିଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ‘ଦୁର୍ଗା ପରମେଶ୍ୱରୀ ମନ୍ଦିର’ ନାଁରେ ଜଣାଶୁଣା। ଏଠାରେ ଏମିତି ଏକ ପରମ୍ପରା ରହିଛି, ଯେଉଁଥିରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ପରସ୍ପର ଉପରକୁ ଫିଙ୍ଗିଥାଆନ୍ତି ନିଆଁ। ଭକ୍ତମାନେ ନିଜ…

ହିମାଚଳ ପ୍ରଦେଶର ମା’ ଚିନ୍ତାପୂର୍ଣ୍ଣିଙ୍କ  ମନ୍ଦିର, ଯେଉଁଠାରେ ଦେବୀ ଦର୍ଶନ ଦିଅନ୍ତି ନିଆଁ ରୂପରେ

ହିମାଳୟ ପର୍ବତର ପଶ୍ଚିମ ପାର୍ଶ୍ୱରେ ହିମାଚଳ ପ୍ରଦେଶ ଅବସ୍ଥିତ । ପାହାଡିଆ ଅଂଚଳରେ ବସବାସ କରୁଥିବାରୁ ଏଠାକାର ଲୋକ ଯେତିକି ସରଳ ସେତିକି ଈଶ୍ବର ବିଶ୍ୱାସୀ ମଧ୍ୟ । ଏହି ରାଜ୍ୟରେ ବହୁ ଦେବା ଦେବୀଙ୍କ ମନ୍ଦିର ଥିଲେ ମଧ୍ୟ ମା' ଚିନ୍ତାପୂର୍ଣ୍ଣିଙ୍କ ମନ୍ଦିର ବେଶ ପ୍ରସିଦ୍ଧ।ପାହାଡ ପର୍ବତର…

ପାକିସ୍ତାନରେ ହିନ୍ଦୁ ଦେବା-ଦେବୀ, ମନ୍ଦିର ଖୋଳିବାରୁ ମିଳିଲା ହନୁମାନ, ଗଣେଶ ଏବଂ ନନ୍ଦୀଙ୍କ ମୂର୍ତ୍ତି

ପାକିସ୍ତାନର ସବୁଠାରୁ ବଡ ସହର କରାଚିରେ ଏକ ମନ୍ଦିର ଖନନ ହେବା ସମୟରେ ସେଠାରୁ ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି।ରିପୋର୍ଟ ଅନୁଯାୟୀ ଏହି ମୂର୍ତ୍ତି କରାଚିର ସୋଲ୍ଜର ବଜାରରେ ପ୍ରସିଦ୍ଧ ଶ୍ରୀ ପୂଂଜ ମୁଖୀ ହନୁମାନ ମନ୍ଦିର ଖୋଳାଯିବା ପରେ ଏହି ମୂର୍ତ୍ତି ମିଳିଛି। ଏହି…

ପୁରୀ: ମେଘନାଦ ପାଚେରିକୁ ଲାଗି ଥିବା ବେଆଇନ କୋଠା ଭଙ୍ଗାଯିବ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଛେଦ ପାଇଁ ପ୍ରଶାସନର…

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ନିର୍ମାଣକୁ ଉଚ୍ଛେଦ କରାଯିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୧୯ରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ପୁରୀରେ ସର୍ବସାଧାରଣ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ମୁଷ୍ଟିମେୟ ଲୋକ ଘର ନିର୍ମାଣ…

ଏମିତି କପଡା ପିନ୍ଧି ମନ୍ଦିରରେ ପହଂଚିଲେ ଶିବଭକ୍ତ ଅଜୟ ଦେବଗନ, ସୋସିଆଲ୍ ମିଡିଆରେ ଲୋକ ଲଗାଇଦେଲେ କ୍ଲାସ୍

ବଲିଉଡ୍ ସିଙ୍ଘମ ଅଜୟ ଦେବଗନ୍ । ନିଜର ନିଖୁଣ ଅଭିନୟ ଏବଂ ଆକ୍ସନ୍ ପାଇଁ ଦର୍ଶକଙ୍କ ମହଲରେ ବେଶ୍ ଲୋକପ୍ରିୟ । ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ଅଜୟଙ୍କର ଅନେକ ସିନେମାରେ ଭଗବାନ୍ ଶିବଙ୍କୁ ସ୍ଥାନ ଦିଆଯାଇଛି । ତାଙ୍କ ଛାତିରେ ଥିବା ଭଗବାନ୍ ଶିବଙ୍କ ଟାଟୁକୁ ସିଙ୍ଘମ, ସନ୍…

୨୦୦ବର୍ଷ ପୁରୁଣା ଏହି ମନ୍ଦିରରେ ହୋଇଥାଏ ବେଙ୍ଗର ପୂଜା, ଜାଣନ୍ତୁ କାହିଁକି

ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର କାହାଣୀ ଏବଂ ରହସ୍ୟକୁ ନେଇ ବେଶ ଚର୍ଚ୍ଚିତ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଏପରି ଅନେକ ମନ୍ଦିର ବିଷୟରେ ମଧ୍ୟ ଶୁଣିଥିବେ। କିନ୍ତୁ କଣ ଆପଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠାରେ ଦେବତା ସ୍ବରୁପ ବେଙ୍ଗର ଅରାଧନା କରାଯାଇଥାଏ। କଥାଟି…

ମାତ୍ର ଗୋଟିଏ ରାତିରେ ହୋଇଥିଲା ଏହିସବୁ ମନ୍ଦିରର ନିର୍ମାଣ, ଏହା ପଛରେ ଅଛି ଆଶ୍ଚର୍ଯ୍ୟ କରିଦେବା ଭଳି କାହାଣୀ

ଆମ ଦେଶରେ ଏଭଳି ଅନେକ ମନ୍ଦିର ରହିଛି ଯାହାର କାହାଣୀ କୌଣସି ଚମତ୍କାରରୁ କମ ନୁହଁ। ଏଥିମଧ୍ୟରୁ ଅନେକ ସହସ୍ର ବର୍ଷ ପୁରୁଣା ଏବଂ ସବୁ ମନ୍ଦିରର ନିର୍ମାଣ ପଛରେ ରହିଛି ଏକ ରହସ୍ୟମୟୀ କାହାଣୀ। ଆଜି ଆମେ ଆପଣଙ୍କୁ କିଛି ଏଭଳି ମନ୍ଦିର ବିଷୟରେ କହିବୁ ଯାହାର ନିର୍ମାଣ କାର୍ଯ୍ୟ ମାତ୍ର ଗୋଟିଏ…