Browsing Tag

wwe

ଦ ଗ୍ରେଟ୍‌ ଖଲିଙ୍କ ମାଆ ଟାଣ୍ଡି ଦେବୀଙ୍କ ନିଧନ, ଏକାଧିକ ଅଙ୍ଗ ହୋଇଯାଇଥିଲା ଅକାମୀ

WWEର ଷ୍ଟାର ରେସଲର ଦ ଗ୍ରେଟ୍‌ ଖଲି ଓରଫ୍‌ ଦଲୀପ ସିଂଙ୍କ ମାଆ ଟାଣ୍ଡି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ନିଧନ ହୋଇଯାଇଛି। ସେ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ଦୀର୍ଘ ଦିନରୁ ତାଙ୍କର ଚିକିତ୍ସା ଚାଲିଥିଲା। ଖଲିଙ୍କ ମାଆ ହୃଦୟ ଏବଂ ଫୁସ୍‌ଫୁସଜନିତ ରୋଗରେ ପୀଡ଼ିତ ଥିଲେ।…

ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି WWE ଷ୍ଟାର ରକ୍, କହିଲେ ‘ଏହା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ’

WWE ରେ ରେସଲିଂ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରକ୍। କେବଳ ରେସଲିଂ ନୁହେଁ ଅନେକ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ହଲିଉଡ଼ ଅଭିନେତା ଡୱେନ ଜନସନ । ସେ କହିଛନ୍ତି ଯେ, ଯଦି ସେ କେବେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତାହେଲେ ଦେଶବାସୀଙ୍କ ସେବା କରିବା ତାଙ୍କ…

‘WWE’ର ୫ ଏମିତି ସୁପରଷ୍ଟାର୍ସ, ଯିଏ ରିଙ୍ଗରେ ଥିଲେ ଜଣେ ଆଉ ଜଣଙ୍କ ଶତ୍ରୁ, କିନ୍ତୁ ବିପଦରେ ସାଙ୍ଗ ହୋଇ…

ଆଜି ଆମେ ଆପଣଙ୍କୁ WWEର ୫ ଏମିତି ସୁପରଷ୍ଟାର ଯୋଡ଼ିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ରିଙ୍ଗରେ ଜଣେ ଜଣଙ୍କର ଶତ୍ରୁ ଥିଲେ, କିନ୍ତୁ ବାସ୍ତବରେ ବିପଦ ସମୟରେ ସାହାଯ୍ୟର ହାତ ବଢାଇଥିଲେ। ୧. ବ୍ରାକ ଲେସନର - ବିଗ ଶୋ: ୨୦୦୨ରେ ସମର ସ୍ଲେମରେ 'ଦ ରକ'କୁ ହରାଇବା ପରେ ବ୍ରାକ ଲେସନର…

ମହିଳା ରେସ୍‌ଲରଙ୍କୁ ବଳାତ୍କାର କରିବାକୁ ଚାହୁଁଥିଲେ ସେମୀ, ଅଡିଓ ଲିକ୍‌ ହେବା ପରେ AEW କଲା ନିଲମ୍ବିତ

ଡବ୍ଲ୍ୟୁଡବ୍ଲ୍ୟୁଇର ଚର୍ଚ୍ଚିତ ରେସ୍‌ଲର ସେମୀ ଗବେରା ଟ୍ଵିଟ୍‌ କରି ଆମେରିକାର ମହିଳା ରେସଲର ସାଶା ବ୍ୟାଙ୍କସ୍‌ଙ୍କୁ କ୍ଷମା ମାଗିଛନ୍ତି। ୨୦୧୬ ଜାନୁଆରୀରେ ଏକ ଇଣ୍ଟରଭ୍ୟୁ ବେଳେ ଦେଇଥିବା ଏକ ବିବାଦୀୟ ବୟାନ ପାଇଁ ସେ ଏବେ କ୍ଷମା ମାଗିଛନ୍ତି। ସେମୀ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ସାଶା…

ରେସଲମାନିଆ ୩୬: ଏଜିଙ୍କୁ ଜୀଅନ୍ତା କବର ଦେଇଦେଲେ ଅଣ୍ଡରଟେକର, ଭିଡିଓ ଦେଖିଲେ ଥରିଯିବ ଛାତି

କରୋନା ଭାଇରସର ଆତଙ୍କ ମଧ୍ୟରେ WWE ର ସବୁଠୁ ବଡ଼ ଇଭେଣ୍ଟ ରେସଲମାନିଆ ୩୬ ଆରମ୍ଭ ହୋଇଛି। କରୋନା ଯୋଗୁ ଏହି ମ୍ୟାଚକୁ ପୂର୍ବରୁ ହିଁ ସୁଟିଂ କରିଦିଆଯାଇଥିଲା। ପୂର୍ବରୁ ଏହି ମ୍ୟାଚ୍ ଫ୍ଲୋରିଡ଼ାସ୍ଥିତ ଟେମ୍ପାର ରେମଣ୍ଡ ଜେମ୍ସ ଷ୍ଟାଡିୟମରେ ହେବାକୁ ସ୍ଥିର ହୋଇଥିଲା ମାତ୍ର ପରେ ତାହା WWE…

ରେସଲମାନିଆ ୨୧ରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଚାହୁଁଛନ୍ତି ଦ ରକ୍‌

ରେସଲମାନିଆ ୨୧ରେ ଷ୍ଟିଙ୍ଗ୍‌ କରିବାକୁ ଚାହୁଁଛନ୍ତି ଦ ରକ୍‌। କେବଳ ସେ ନୁହେଁ ଆହୁରି ଅନେକ ଯୋଦ୍ଧା ଏହି ରେସଲିଂ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବାକୁ ଚାହୁଁଥିବା ଜଣାଯାଇଛି। ଟ୍ଵିଟରରେ ଡେଭ ମଲ୍ଟଜର ଟ୍ଵିଟ୍‌ କରି ଲେଖିଛନ୍ତି ଯେ ତିନିଜଣ ରେସଲରଙ୍କ ମଧ୍ୟରେ ରକ୍‌ ଚାହୁଁଛନ୍ତି…

WWE: ରିଙ୍ଗ୍ ଭିତରେ ଆଶାବାଡି ଧରି ପହଁଚିଲେ ର‌୍ୟାଣ୍ଡି ଅର୍ଟନ, ତାପରେ ଯାହାହେଲା ପଢନ୍ତୁ ଏହି ରିପୋର୍ଟ

ଡବ୍ଳୁଡବ୍ଳୁଇ(WWE)ରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଯେକେହିବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ରିଙ୍ଗ ଭିତରେ ର‌୍ୟାଣ୍ଡି ଅର୍ଟନଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ଆଶାବାଡି ଧରି ରିଙ୍ଗ ଭିତରେ ପହଁଚିଥିଲେ । ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ଆବାକ୍ ହୋଇଯାଇଥିଲେ ।…

WWE ଷ୍ଟାର୍‌ ଲାନାଙ୍କୁ ହତ୍ୟା ଧମକ, ସ୍ୱାମୀଙ୍କୁ ଛାଡ଼ି ବୟଫ୍ରେଣ୍ଡ୍‌ ସହ ସମ୍ପର୍କ ରଖିବା କାରଣ କି?

WWE ରେ ଏବେ ରେସଲର ଲାନା, ତାଙ୍କ ସ୍ୱାମୀ ରୁସେବ ଓ ବୟଫ୍ରେଣ୍ଡ ବବି ଲେସ୍‌ଲେଙ୍କ ମଧ୍ୟରେ ଚାଲିଥିବା ତ୍ରିକୋଣୀୟ ପ୍ରେମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଲାନାଙ୍କୁ ହତ୍ୟା ଧମକ ଆସିଥିବା ସେ ଅଭିଯୋଗ କରିଛନ୍ତି। ୩୪ ବର୍ଷୀୟ ଆମେରିକା ରେସଲର ଲାନାଙ୍କ କହିବାନୁସାରେ WWE…

ପ୍ରତିଶୋଧ ପାଇଁ WWEକୁ ଓହ୍ଲାଇଲେ ବାପ-ପୁଅ ! ବ୍ରକ୍‌ ଲେସନରଙ୍କୁ ଚେୟାର ଏବଂ ଲାଠିରେ ଦେଲେ ମାଡ, ଦେଖନ୍ତୁ ଭିଡିଓ

WWEର ସବୁଠାରୁ ଚର୍ଚ୍ଚିତ ଇଭେଣ୍ଟ ସର୍ଭାଇବର ସିରିଜ୍‌ ଏହି ରବିବାର ଦିନ ହୋଇଥିଲା। ଯେଉଁଥିରେ ଡବ୍ଲ୍ୟୁଡବ୍ଲ୍ୟୁଇ ଚ୍ୟାମ୍ପିୟନ ବ୍ରକ୍‌ ଲେସନର ମୁକାବିଲା ରେ ମିଷ୍ଟିରୀୟୋଙ୍କ ସହିତ ହେଲା। ଏହି ମୁକାବିଲା ବହୁତ ରୋଚକପୂର୍ଣ୍ଣ ଥିଲା କାରଣ ରେ-ମୋଷ୍ଟିରୀୟୋ ନିଜ ପୁଅ ପାଇଁ ପ୍ରତିଶୋଧ ନେବେ…

ବବି ଲେଶଲେଙ୍କ ସହ ରିଲେଶନ୍‌ଶିପରେ ଅଛନ୍ତି WWE ଷ୍ଟାର୍‌ ଲାନା, କହିଲେ, ତାଙ୍କ ପେଟରେ ବଢ଼ୁଛି ସ୍ୱାମୀ ରୁସେବଙ୍କ…

WWE ଷ୍ଟାର୍‌ ଲାନା ଗତ ୭ ସପ୍ତାହ ହେବ ବବି ଲେଶଲେଙ୍କ ସହ ରିଲେଶନଶିପ୍‌ରେ ଅଛନ୍ତି। ଲାନାଙ୍କ କହିବା ଅନୁସାରେ, ଫ୍ୟାନମାନେ ତାଙ୍କ ଗର୍ଭରେ ବଢ଼ୁଥିବା ପିଲାର ବାପାଙ୍କ ନାଁ ଜାଣିବାକୁ ଦାବି କରିଥିଲେ। ଏହାପରେ ସେ ନିଜ ଗର୍ଭସ୍ଥ ପିଲାର ବାପାଙ୍କ ନାଁ କହିଥିଲେ। ଏହାସହ ପଢ଼ନ୍ତୁ: ଓଡ଼ିଆ…

ଷ୍ଟେଜ୍‌ ଉପରେ ରେସ୍‌ଲର ସ୍ୱାମୀଙ୍କ ସାମ୍ନାରେ ଶତ୍ରୁକୁ କିସ୍‌ କଲେ ସ୍ତ୍ରୀ, ଦେଖନ୍ତୁ ଭିଡିଓ

ରେସଲରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ଶତ୍ରୁତା ଏକ ସାଧାରଣ କଥା। ରିଂ ଭିତରେ ସେମାନଙ୍କ ମୂଳ ଲକ୍ଷ୍ୟ ଥାଏ ଜିତିବା। ସେ ଜିତିବା ବାଟରେ ଯିଏ ବି ଆସେ, ରେସଲରମାନେ ତାକୁ ହଟାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି। ରିଂରେ ଖେଳାଳୀଙ୍କ ଆକ୍ରମଣାତ୍ମକ ମନୋଭାବକୁ ଦର୍ଶକେ ମଧ୍ୟ ଖୁବ୍‌…