ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି, ପୁଣି କାର୍ ଭିତରୁ ମିଳିଲା ନଗଦ ୯ ଲକ୍ଷ ଟଙ୍କା
ଟିଟିଲାଗଡ଼?/ ମୟୁରଭଞ୍ଜ (କେନ୍ୟୁଜ): କାର ଭିତରୁ ପୁଣି ୯ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରିଛି । କାର ମାଲିକ ତୁଷୁରାର ବ୍ୟବସାୟୀ କାରଟିକୁ ନିଜେ ଚଳାଇ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରିଥିଲ ପୋଲିସ । କାର ଭିତରେ ଥିବା ପାଞ୍ଚ ଲକ୍ଷ ଟଙ୍କାର ହିସାବ ଦେଇପାରୁନାହାନ୍ତି ବ୍ୟବସାୟୀ ଜଣକ। ପୋଲିସ ଟଙ୍କା ଜବତ ପରେ…
Read More...