ରୋମାଞ୍ଚକ ମ୍ୟାଚ: ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ
(କେନ୍ୟୁଜ): ଆଇପିଏଲର ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୨୨ ରନକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୦୧ କରିଥିଲା । ସଂଜୁ ସାମସନ ୪୬ ବଲ୍ ରୁ ୮୬ ରନ୍ କରିଥିଲେ । ରିୟାନ ପରାଗ ୨୨ ବଲରୁ ୨୭ ଓ ଶୁଭମ ଦୁବେ ୧୨ ବଲ୍ ରୁ ୨୫ ରନ୍ କରିଥିଲେ ବି ଦଳକୁ ବିଜୟ ସ୍ବାଦ ଦେଇପାରିନଥିଲେ ।
ଡେଥ୍ ଓଭରରେ କୁଲଦୀପ ୟାଦବ, ରସିକ ସଲାମ, ମୁକେଶ କୁମାର ପ୍ରମୁଖ ଭଲ…
Read More...