ଜଗା ଦର୍ଶନ ପାଇଁ ବାହାରିଥିଲେ ହେଲେ ପଳାଶୁଣୀ ଛକରେ ଘଟିଲା ଭୟଙ୍କର ଦୁର୍ଘଟଣା
ଭୁବନେଶ୍ୱର: ଆସ… ଆସ.. ଶୀଘ୍ର.. ଶୀଘ୍ର.. ପାହୁଣ୍ଡ ପକାଇ ରାସ୍ତା ପାର ହୋଇଯିବା l ସଅଳ ଗଲେ ଜଗା ଦର୍ଶନ କରି ବାହୁଡ଼ିବା ବୁଝିଲ ନଳିନୀ l ତେଣେ ବସ୍ ପଳେଇ ଆସି ଆର ପାଖରେ ଲାଗିଯିବ l ଚାଲ..ଚାଲ ଜଲଦି ଗଲେ ଜଗା ଦର୍ଶନ କରିବା । ତେଣେ ପୁଅ କହିଥିଲା ।ବପା ମା’ଙ୍କୁ ଭୁବନେଶ୍ୱରରେ ଓହ୍ଲାଇ ପୁରୀ ବସ୍ ଧରି ସତର୍କରେ ଟିକେ ଯିବ ବାବା । ମାଙ୍କ ହାତ ଧରି ବାଟ କଡ଼େଇ ନେବ । କାହିଁକି ନା ସେ ଟିକେ ଜାଣିପାରିବନି । ଆଉ ଶୀଘ୍ର…
Read More...