ଅଭାବୀ ଧନପତିଙ୍କ ଆକୁଳ ନିବେଦନ, ମୋତେ ସାହାଯ୍ୟ କରନ୍ତୁ ନହେଲେ ଚାଲିଯିବ ଜୀବନ
ହରଭଙ୍ଗା (କେନ୍ୟୁଜ): ସବୁବେଳେ ଗରିବ କଣ ପାଇଁ କଷ୍ଟ ସହେ । ଗରିବ କିଛି କରିପାରିବନି ବୋଲି ତାକୁ ହିଁ ଭଗବାନ ଦେଇଦିଅନ୍ତି ଅସହ୍ୟ କଷ୍ଟ । ଯାହାକୁ ଚାହିଁଲେ ବି ଭଲ କରିପାରିବନି ଜଣେ ଲୋକ । ଘରର ପିଣ୍ଡା ଉପରେ ବସି ଧନପତି ଭାବୁଛନ୍ତି, କଣ ମୁଁ ଗରିବ ଅସହାୟ ବୋଲି ଭଗବାନ ଆଜି ମୋତେ ଏତେ କଷ୍ଟ ଦେଉଛନ୍ତି । ଏତେ ବଡ ରୋଗ ଦେଇଦେଲେ ଯେ ମୁଁ ଭଲ ହେବାକୁ ବି ମୋ ପାଖରେ ଏବେ ସମ୍ବଳ ନାହିଁ । ଏ ଅସାଧ୍ୟ ରୋଗକୁ ସାଙ୍ଗରେ ମୁଁ କେତେ…
Read More...