Browsing Category

ସ୍ପେଶାଲ

Viral Video: ଏଠାରେ ଦେଖନ୍ତୁ ଅଙ୍କଲ-ଆଣ୍ଟିଙ୍କ ଅଜବ ଠୁମକା, ୫ ଲକ୍ଷରୁ ଅଧିକ ଲୋକଙ୍କୁ ଆସିଲାଣି ପସନ୍ଦ

ଏବେ ଏବେ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ଦମ୍ପତିଙ୍କ ଡ୍ୟାନ୍ସ ଭିଡିଓ ଖୁବ ଭାଇରଲ ହେଉଛି। ସାରା ଦେଶରେ କୋଭିଡ ସ୍ଥିତି ବହୁତ ଜଟିଳ ଥିବା ବେଳେ ଏହାରି ଭିତରେ କିଛି ମନୋରଞ୍ଜନଧର୍ମୀ ଭିଡିଓ ଇଣ୍ଟରନେଟରେ ବୋବାଲ କରୁଛି। ଭାଇରଲ ହେଉଥିବା ଏହି ବୃଦ୍ଧ ଦମ୍ପତିଙ୍କ ଡ୍ୟାନ୍ସ ଭିଡିଓ ଦେଖିଲେ ଆପଣ ବି…

ଏ କି ପ୍ରେମରେ ବାବା! ପ୍ରେମିକକୁ ଦେଖୁ ଦେଖୁ କୁକୁର ହୋଇଯାଏ ପ୍ରେମିକା, ୪ ଗୋଡ଼ରେ ଡେଇଁ ଡେଇଁ ଖେଳେ

ପ୍ରେମର ଅନେକ ସ୍ବରୂପ ଆପଣ ଦେଖିଥିବେ। କିଛି ଲୋକ ଭଲ ପାଇବାରେ ସୀମା ପାର କରି ଯାଆନ୍ତି ତ ଆଉ କିଛି ଲୋକ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରନ୍ତି। କିନ୍ତୁ କିଛି ଜଣଙ୍କ ପ୍ରେମ ତାଙ୍କ ଅଜବ ତରିକା ଯୋଗୁ ଜଣାଶୁଣା ହୋଇଯାଏ। ଏବେ ଏବେ ଏରିଜୋନାର ଟକ୍ସନରେ ରହୁଥିବା ୨୬ ବର୍ଷୀୟ ଢାନି ଓ ତାଙ୍କ…

ଶୋଷିଲା କୁକୁରକୁ ପାଣି ଦେଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଲେ ପୋଲିସ କର୍ମଚାରୀ

ସୋସିଆଲ ମିଡିଆରେ ଆଜିକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱାସ କରିହୁଏନି । ମାତ୍ର ଏହା ସତ । କିଛି ଏମିତି ଫଟୋ ତଥା ଭିଡିଓ ଭାଇରାଲ ଯାହା ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଏ । ଏବେ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।…

ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ, ଅଧାରୁ ବାହୁଡ଼ିଗଲେ ଶିଳ୍ପୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଆଜି ଆମଠାରୁ ଛଡ଼ାଇ ନେଇଛି ରାଜ୍ୟର ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ । ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ଆଉ ନାହାନ୍ତି । ଆଜି ଅପରାହ୍ନରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେ । ତା ସହିତ ତାଙ୍କର ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ…

କରୋନାକୁ ଘାଇଲା କରିବାକୁ ଆସିଗଲା ସଞ୍ଜିବନୀ, ବୈଜ୍ଞାନିକ ତିଆରି କଲେ ନାଜାଲ୍‌ ସ୍ପ୍ରେ

ଏହି ମହାମାରୀ ସମୟରେ ଆସିଲା ଆପଣଙ୍କ ପାଇଁ ଖୁସି ଖବର। ଏଣିକି ଭ୍ୟାକସିନ୍‌ ନାଜାଲ ସ୍ପ୍ରେ ଆକାରରେ ଉପଲବ୍ଧ ହେବ। ଅନେକ ଲୋକ ଯେଉଁମାନେ ଇଞ୍ଜେକସନ୍‌ ନେବାକୁ ଡରୁଛନ୍ତି କିମ୍ବା ପାର୍ଶ୍ୱ ପ୍ରତିକ୍ରିୟା ହୋଇଯିବାର ଭୟ ଥାଏ ସେମାନଙ୍କ ପାଇଁ ଏହା ନିହାତି ଭାବରେ ବଡ ଖବର। ଏବେ ଏବେ ଯାହା ଖବର…

ନବଜାତକ ଜିତିଗଲା ଜୀବନ ଯୁଦ୍ଧ, ଜନ୍ମର ୨୦ ଦିନ ପରେ ହୋଇଥିଲା କରୋନା ସଂକ୍ରମିତ

ସାରା ଦେଶରେ କୋଭିଡ ମହାମାରୀ ଭିତରେ ଚଣ୍ଡୀଗଡ଼ରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ନବଜାତକ କରୋନାକୁ ମାତ ଦେଇ ସମସ୍ତଙ୍କ ମୁଁହରେ ହସ ଫୁଟାଇଛି। ଖବରରୁ ଜଣାପଡ଼ିଛି, ଗୁରଦୀପ ସିଂ ଓ ତାଙ୍କ ସ୍ତ୍ରୀ ସନ୍ଦୀପ କୌର ଏପ୍ରିଲ ପ୍ରାରମ୍ଭରେ ଏକ ଶିଶୁପୁତ୍ରର ମାଆ, ବାପା ହୋଇଥିଲେ। କିନ୍ତୁ…

ଭାରତରେ କାହିଁକି ହେଲା କରୋନା ବିସ୍ଫୋରଣ? WHOର ଟପ ବୈଜ୍ଞାନିକ ଜଣାଇଲେ ଅସଲି କାରଣ

ଭାରତରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି। ଦେଶରେ ଏହି ମହାମାରୀର ଏମିତି ବିସ୍ଫୋରଣ ହୋଇଛି ଯେ ଦୈନିକ ୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି ଏବଂ ପାଖାପାଖି ୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଉଛି। ତେବେ ଭାଇରସର ଏହି ଦ୍ରୁତ ବୃଦ୍ଧି ପଛରେ ଅନେକ କାରଣ ରହିଛି। ସେଥି ମଧ୍ୟରୁ କେତେକ…

ପତ୍ନୀକୁ ହଇରାଣ କରୁଥିଲେ ଯୁବକ, ବାହୁବଳୀ କଙ୍କଡ଼ା ହାତରେ ତିଆରି କରିଦେଲା ସୁରକ୍ଷା କବଚ; ଦେଖନ୍ତୁ ଭିଡିଓ

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଖୁବ ମଜଭୁତ ହୋଇଥାଏ। ସ୍ତ୍ରୀର ସୁରକ୍ଷା ଦାୟିତ୍ୱ ସ୍ୱାମୀ ଉପରରେ ନ୍ୟସ୍ତ ଥାଏ। କେବଳ ମଣିଷ ନୁହେଁ, ଜୀବଜନ୍ତୁଙ୍କ କ୍ଷେତ୍ରରେ ମଧ୍ୟ ସେଭଳି ହୋଇଥାଏ। ମଣିଷମାନଙ୍କ ଭଳି ସେମାନେ ମଧ୍ୟ ନିଜ ସାଥିକୁ ସବୁ ବିପଦ ଆପଦରୁ ରକ୍ଷା କରିଥାନ୍ତି। ଏବେ ସେଭଳି କଙ୍କଡ଼ାର ଏକ…

ଭାରତ ପାଇଁ ପ୍ରାର୍ଥନା କରୁଛନ୍ତି ଇସ୍ରାଇଲବାସୀ, ଜପୁଛନ୍ତି ଓଁ ନମଃ ଶିବାୟ; ଦେଖନ୍ତୁ ଭିଡିଓ

ଏବେ ଭାରତରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ଅଧିକ ସାଂଘାତିକ ରହିଛି। ଅନ୍ୟ ଦେଶମାନଙ୍କରେ ସଂକ୍ରମଣ କମିଥିବା ବେଳେ ଭାରତରେ କିନ୍ତୁ ଏହା ଦ୍ରୁତ ବେଗରେ ବଢ଼ୁଛି। ସାରା ବିଶ୍ୱ ଏବେ ଭାରତକୁ ସାହାଯ୍ୟର ହାତ ବଢ଼ାଇଥିବା ବେଳେ ମିତ୍ର ରାଷ୍ଟ୍ର ଇସ୍ରାଇଲ ଭାରତର ସୁସ୍ଥତା କାମନା କରି ଓଁ ନମଃ…

ବାଃ କି ବୁଦ୍ଧି ମ! ବାଇକରେ ଜାଗା ନଥିଲା, କିନ୍ତୁ ବୁଦ୍ଧି ଖର୍ଚ୍ଚ କରି ସାଙ୍ଗକୁ ଟେକି ନେଲେ ୪ ବନ୍ଧୁ; ଦେଖନ୍ତୁ…

ଅଧିକାଂଶ ବାଇକରେ ଦୁଇ ଜଣ କିମ୍ବା ତିନି ଜଣ ବସି ଯାଉଥିବା ଆମେ ସମସ୍ତେ ଦେଖିଛେ। କିନ୍ତୁ ନିୟମାନୁସାରେ ବାଇକରେ ଦୁଇ ଜଣ ହିଁ ବସିବା ଉଚିତ। ନଚେତ ଜରିମାନା ଗଣିବାକୁ ପଡ଼ିପାରେ। ମାତ୍ର କିଛି ଲୋକ ଯୁଗାଡ଼ କରି ଗୋଟିଏ ବାଇକରେ ୩ରୁ ଅଧିକ ସଂଖ୍ୟାରେ ବସିଥାନ୍ତି। ଏବେ ସୋସିଆଲ ମିଡିଆରେ ସେଭଳି…

 ଆଜି ମାତୃ ଦିବସରେ ଦେଖନ୍ତୁ ଗୋଟେ ମାଆ ତାର ପିଲା ପାଇଁ କଣ କରିପାରେ

ଚାନ୍ଦବାଲି (କେନ୍ୟୁଜ) : ମା’-ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’କୋଳଠାରୁ ଆରାମଦାୟକ ଓ ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ପୃଥିବୀ ପରି ଉଦାର ଓ ଆକାଶ ଭଳି ବିଶାଳ। ହୃଦୟରେ ସନ୍ତାନ ପାଇଁ ଅମାପ ଭଲ ପାଇବା ଭରି…