Browsing Category

ରାଜ୍ୟ

ଆଇଏଏସ୍ ବିନୋଦ କୁମାରଙ୍କୁ ହାଇକୋର୍ଟ ଝଟକା

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ-ORHDC ଆର୍ଥିକ ଅନିୟମିତତା ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଝଟକା। ଏନବିଡବ୍ଲ୍ୟୁ ଓ ତଳ କୋର୍ଟଙ୍କ ଦଣ୍ଡବିଧାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାସହ…

ନବବଧୂର ଗଳାକାଟି ହତ୍ୟା,ମରିବାକୁ ଉଦ୍ୟମ କଲା ଅଭିଯୁକ୍ତ

ଗଞ୍ଜାମ: ଅଭାବନୀୟ ଘଟଣା। ନବବଧୂର ଗଳାକାଟି ହତ୍ୟା। ମାରିବା ପରେ ମରିବାକୁ ଉଦ୍ୟମ କଲା ଅଭିଯୁକ୍ତ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡାବାଡି ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଯୁବକ ହେଲେ ଶାସନ ଗାଁର ନିଲୁ ଜେନା। ତାକୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ…

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୧ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୬୧ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଛି। କାର୍ୟ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ସହ ଅନୁଷ୍ଠାନର ୬୦ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ…

ଭୁବନେଶ୍ୱର ଇସ୍କନ ମନ୍ଦିର ଓ ହୋଟେଲ ପ୍ରେସିଡେନସିକୁ ନୋଟିସ୍

ଭୁବନେଶ୍ୱର : ଅବୈଧ ନିର୍ମାଣ ନେଇ ନୋଟିସ୍। ଭୁବନେଶ୍ୱର ଇସ୍କନ ମନ୍ଦିର ଓ ହୋଟେଲ ପ୍ରେସିଡେନସିକୁ ବିଏମସି ପକ୍ଷରୁ କାରଣ ଦର୍ଶାଏ ନୋଟିସ୍ ଜାରି କରାଯାଇଛି। NH-୫କୁ ଲାଗି ଜବରଦଖଲ ନିର୍ମାଣ ଓ ଓ ପାର୍କିଂକୁ ନେଇ ନୋଟିସ୍ ହୋଇଛି। କାହିଁକି ପଦକ୍ଷେପ ନିଆନଯିବ ସେ ନେଇ କାରଣ ଦର୍ଶାଇବାକୁ BMCର…

ବୌଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବୌଦ୍ଧ୍: ହରଭଙ୍ଗା ବ୍ଳକ ଚାରିଛକ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୌଦ୍ଧ୍ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ। ହରଭଙ୍ଗାରେ ଜେ.ଏମ୍.ଏଫ୍.ସି କୋର୍ଟକୁ ତୁରନ୍ତ କାର୍ୟ୍ୟକାରୀ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ…

କାନ୍ଥ ଭୁଶୁଡ଼ି ଯୁବକଙ୍କ ମୃତ୍ଯୁ

ଭଦ୍ରକ : କାନ୍ଥ ନେଲା ଜୀବନ। ବାସୁଦେବପୁର ବ୍ଳକ୍ ବିନାୟକପୁର ଗାଁରେ କାନ୍ଥ ପଡି ଯୁବକଙ୍କ ମୃତ୍ଯୁ ହୋଇଛି। ମୃତ ଯୁବକ ହେଲେ ସେହି ଗାଁର ଅରବିନ୍ଦ ବେହେରା। ସେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ଘରର ଛପର ଓ କାନ୍ଥ ଭୁଶୁଡ଼ି ପଡିଥିଲା। ଫଳରେ ଦୁଇଜଣ ଏହା ମଧ୍ୟରେ ଚାପି ହୋଇ…

ଜେଲରେ କଏଦୀ- କଏଦୀ ହଣାକଟା

ଗଞ୍ଜାମ : ଜେଲ୍ ଭିତରେ କଏଦୀ- କଏଦୀ ହଣାକଟା। ଗଞ୍ଜାମ ଜିଲ୍ଲା ଆସିକା ସବ୍-ଜେଲରେ ଦୁଇଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି। ପରସ୍ପରର ଆକ୍ରମଣରେ ଆହତ ଦୁଇ କଏଦୀ ହେଲେ ବାୟା ରେଡ୍ଡୀ ଓ ରବି ଦାସ। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ…

ନୂଆ ରୂପ ପାଇବ କାହ୍ନା : ଆଜି ହେଉଛି କାହ୍ନାର ପ୍ରଥମ ପର୍ୟ୍ୟାୟ ଅପରେଶନ

ବ୍ରହ୍ମପୁର : ମୁଖ ମଣ୍ଡଳ ସୌନ୍ଦର୍ୟିକରଣ ପାଇଁ ବ୍ରହ୍ମପୁର ଏମକେସିଜି ପ୍ଳାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଛି କାହ୍ନା। ଆଜି ତାର ଅପରେଶନ ଆରମ୍ଭ ହୋଇଛି। ଏଥିପାଇଁ ୧୨ଜଣିଆ ଟିମ୍ ଗଠନ କରାଯାଇଛି। ଅପରେଶନ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଗଞ୍ଜାମ…

ମାଆ କୋଳରୁ ଛଡ଼ାଇ ନେଇ ଦଳି ଦେଲା ହାତୀ

କେନ୍ଦୁଝର : ପରିବାର ଲୋକଙ୍କ ଆଗରେ ହାତୀ ତଳେ କଚାଡି ମାରିଲା ୯ ବର୍ଷର ବାଳକକୁ। କେନ୍ଦୁଝର ଭୂୟାଁ ଜୁଆଙ୍ଗପିଢ ବନାଞ୍ଚଳର ଖୁଣ୍ଟାକଟା ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ହାତୀଟି ଗାଁରେ ପଶି ଗଣେଶ୍ୱର ଦେହୁରୀଙ୍କ କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଥିଲା। ଏହି ସମୟରେ ହାତୀକୁ ଦେଖି ମାଆ…

ଏବେ ଜଟଣୀ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ରାଜଧାନୀ ପରେ ଏବେ ଜଟଣୀ ପାଲଟିଛି ଚୋରା ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ। ପୋଲିସ ଜବତ କରିଛି ୨୦୦ ଗ୍ରାମ୍ ବ୍ରାଉନ୍ ସୁଗାର। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ସେକ୍ ଆବିଦ୍ ଓ ସେକ୍ ସଲମାନ୍। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା।…

ଦୀର୍ଘ ଅପେକ୍ଷାର ଅନ୍ତ : ଆଜି ଉଦଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି : ବିଛିନ୍ନାଞ୍ଚଳକୁ ଫିଟିବ ବାଟ। ଆଜି ଉଦଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିତ୍ରୋକୋଣ୍ଡାରୁ ଜାନବାଇ ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା…

ସୋହେଲା ଗୁଳିମାଡ଼ ନେଇ ବିଜେପି ନେତାଙ୍କୁ ପଚରାଉଚରା

ବରଗଡ଼ : ସୋହେଲାରେ ଗୁଳିମାଡ ନେଇ ବିଜେପି ନେତା ଇରାଶିଷ ଆଚାର୍ୟ୍ୟଙ୍କୁ ପଚରାଉଚରା କରୁଛି ପୋଲିସ। ଗୁଳିମାଡ ପଛରେ ରାଜନୈତିକ କାରଣ ନାହିଁ ବୋଲି ବରଗଡ ଏସ୍ପି ମୁକେଶ ଭାମୋ ସୂଚନା ଦେଇଛନ୍ତି । ସେପଟେ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତି ଖବରକୁ ଇରାଶିଷ ଖଣ୍ଡନ କରିଛନ୍ତି । ମଙ୍ଗଳବାର ବିଳମ୍ବିତ…