Browsing Category

ଟେକ୍

ଏୟାରଟେଲ ଆଣିଲା ଦମଦାର୍ ପ୍ଲାନ୍, ମାତ୍ର ୫ ଟଙ୍କାରେ ମିଳୁଛି ୧ ଜିବି ଡାଟା ଓ ଅନଲିମିଟେଡ୍ କଲିଂ

କରୋନା ଭାଇରସ ଏବଂ ଲକଡାଉନ୍ ମଧ୍ୟରେ ଲୋକମାନେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିଛନ୍ତି । ୱର୍କ ଫ୍ରମ୍ ହୋମ୍ ଯୋଗୁଁ ଇଣ୍ଟରନେଟର ଅଧିକ ବ୍ୟବହୃତ ହୋଇଛି । ଏହାକୁ ନଜରରେ ରଖି ଟେଲିକମ୍ କମ୍ପାନୀମାନେ ନିଜ ବିଜନେସ୍ ବଢାଇବା ପାଇଁ ଲାଗିପଡିଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ଉପରେ…

Huaweiର ଏମିତି ଫୋନ, ଯାହାର ସ୍କ୍ରିନ୍‌ ଆପେ ହୋଇଯିବ ୬ରୁ ୧୧ ଇଞ୍ଚ; ଜାଣନ୍ତୁ ଫିଚର୍ସ

Huawei ଆଉ ଏକ ସ୍ମାର୍ଟଫୋନର ପେଟେଣ୍ଟ କରେଇଛି, ଯେଉଁଥିରେ ରୋଲ୍‌ କରିବା ଯୋଗ୍ୟ ଡିସ୍‌ପ୍ଲେ ରହିଛି। ନିକଟରେ ଆର୍କ ଡିସ୍‌ପ୍ଲେ ଥିବା ଫୋନର ଖବର ଚର୍ଚ୍ଚାକୁ ଆସିଥିଲା। ଏବେ ନୂଆ ପେଟେଣ୍ଟ ରୋଲେବଲ୍‌ ଡିସ୍‌ପ୍ଲେ ଏବଂ ଟ୍ରିପଲ କ୍ୟାମେରା ସେଟ୍‌ଅପ ସହିତ ଆଉ ଏକ ଫ୍ୟୁଚରିଷ୍ଟିକ୍‌ ମେଟ୍‌ ମଡେଲର…

ଭାରତରେ Xiaomi Mi Band 6 ପ୍ରଥମ ଥର ପାଇଁ ସେଲ ଆରମ୍ଭ କରିଛି, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ସାଓମି ଇଣ୍ଡିଆ Mi Smart Band 6କୁ ଗତକାଲି ଅର୍ଥାତ (୩୦ ଅଗଷ୍ଟ) ପ୍ରଥମ ଥର ସେଲ୍ ପାଇଁ ଉପଲବ୍ଧ କରାଇଛି । ସେଲର ଆରମ୍ଭ ଦ୍ୱିପ୍ରହର ୧୨ଟାରେ ଆରମ୍ଭ ହୋଇଛି ଏବଂ ଏଥିରେ ଅଫର ମଧ୍ୟ ଦିଆଯାଉଛି । ତେବେ କମ୍ପାନୀ ଏହାର ପ୍ରାରମ୍ଭିକ ଦାମ୍ ୩୪୯୯ ଟଙ୍କା ନିର୍ଦ୍ଧାରିତ କରିଛି । ଗ୍ରାହକ ଏହାକୁ…

ବିନା ନେଟଓ୍ଵର୍କ ରେ ବି କରିପାରିବେ କଲ୍‌ ଓ ମେସେଜ, ଜାଣନ୍ତୁ iphone 13 କେମିତି କରିବ କାମ

ନୂଆ ଦିଲ୍ଲୀ : ଖୁବ୍‌ ଶୀଘ୍ର iphone 13 ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍‌ ଆସନ୍ତା ମାସ ବା ସେପ୍ଟେମ୍ବର ୨ୟ ସପ୍ତାହ ଆଡକୁ ଲଞ୍ଚ ହୋଇପାରେ । ଲଞ୍ଚ ହେବା ପୂର୍ବରୁ ଫୋନ ସମ୍ପର୍କରେ କିଛି ତଥ୍ୟ ଜଣାପଡ଼ିଛି । ଏହି ଫୋନ୍‌ ସାଟେଲାଇଟ ମୋଡ଼ (LEO) କନେକ୍ଟିଭିଟି ସହ ଆସୁଛି । ଏହି…

ବିନା ଚାଟ ବକ୍ସ ଖୋଲି ଆପଣ ବି ହ୍ବାଟସଆପ୍ ରେ ପଢିପାରିବେ ମେସେଜ, ଜାଣନ୍ତୁ ଏହାର ସହଜ ଉପାୟ

ଆପଣ ସମସ୍ତେ ଜାଣନ୍ତି ଯେ ନୋଟିଫିକେସନ ଦ୍ୱାରା ମଧ୍ୟ ମେସେଜ ପଢ଼ିପାରିବା । ସେହିପରି ଏକ ଉପାୟ ଅଛି ଯାହା ଦ୍ୱାରା ଆପଣ ବିନା ହ୍ବାଟସଆପ୍ ଏବଂ ଚାଟ ବକ୍ସ ଖୋଲି ହ୍ବାଟସଆପ୍ ମେସେଜ୍ ପଢିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସରଳ ଉପାୟ । - ବର୍ତ୍ତମାନ ଆପଣଙ୍କୁ Widgets ଉପରେ କ୍ଲିକ୍…

Vishing ହ୍ୟାକିଂ ପଏଣ୍ଟ ଦ୍ୱାରା ଏବେ ଚୋରୀ ହେଉଛି ସମସ୍ତ ତଥ୍ୟ, ରୁହନ୍ତୁ ସତର୍କ

ଆପଣ କେବେ Vishing ବିଷୟରେ ଶୁଣିଛନ୍ତି । ଏହା ହ୍ୟାକିଂ କରିବାର ଅନ୍ୟ ଏକ ଉପାୟ, ଯାହା ସାହାଯ୍ୟରେ ଆପଣଙ୍କ ଫୋନରେ ଥିବା ସମସ୍ତ ତଥ୍ୟ ଓ ସମ୍ବେଦନଶୀଳକାରୀ ସୂଚନା ଚୋରି କରିହେବ । ଏଥିରେ ୟୁଜର ଆଇଡି, ଲଗଇନ ଏବଂ ଟ୍ରାଞ୍ଜେକସନ ପାସୱାର୍ଡ , ଓଟିପି , ୟୁଆରଏନ, କାର୍ଡ ପିନ, ଗ୍ରେଡ କାର୍ଡ…

ମୋବାଇଲ୍ ଆପ୍ ଏବଂ ଡେସ୍କଟପ୍ ରେ କିପରି ଇମେଲ୍ Schedule କରିବେ ଜାଣନ୍ତୁ

ଗୁଗୁଲ୍ ଏହାର ଇ-ମେଲ୍ ସେବା Gmail ରେ ଏପ୍ରିଲ୍ 2019 ରେ ଇ-ମେଲ୍ କାର୍ଯ୍ୟସୂଚୀର ଫିଚର୍ସ ଲଞ୍ଚ କରିଛି, କିନ୍ତୁ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଅନେକ ଲୋକ ଏହି ଫିଚର୍ସ ବିଷୟରେ ଜାଣି ନାହାଁନ୍ତି । ଇ-ମେଲ୍ ର ଏହି ଫିଚର୍ସ ଲାଭ ଉଠାଇ, ଆପଣ ନିଜ ସୁବିଧା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ…

ଆପଣଙ୍କୁ ମିଳିଥିବା କରୋନା ସାର୍ଟିଫିକେଟ୍ ଅସଲି ନା ନକଲି ଜାଣିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ମହାମାରୀ କରୋନା ଭୂତାଣୁ ସମସ୍ତଙ୍କ ପାଇଁ କରାଳ ରୂପ ସଦୃଶ ସାଜିଥିଲା । ଭୂତାଣୁର ସଂକ୍ରମଣ ହ୍ରାସ ପାଇଁ ପ୍ରାୟ ୬ ମାସ ଧରି ସାରା ଦେଶରେ କରୋନା ଟୀକାକରଣ ଅଭିଯାନ ଚାଲିଛି। ଆପଣମାନଙ୍କ ମଧ୍ୟରୁ ଅନେକ ନିଶ୍ଚିତ ଭାବରେ କୋଭିନ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପରେ ବୁକିଂ କରି ଟିକା ନେଉଥିବା…

ଧମାଲ ମଚେଇବାକୁ ଆସୁଛି NOKIA 110 4G ସ୍ମାର୍ଟଫୋନ୍, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଆଜିର ଯୁଗରେ ମୋବାଇଲ୍ ଫୋନ୍ ଆମ ସମସ୍ତଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି । ଧନୀ କିମ୍ବା ଗରିବ, ଯୁବକ କିମ୍ବା ବୃଦ୍ଧ - ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ସ୍ମାର୍ଟଫୋନ୍ ଯେତେ ଜରୁରୀ, ଏହାକୁ କିଣିବା ସେତିକି ମହଙ୍ଗା ଅଟେ । nokia ଏପରି ଏକ ସ୍ମାର୍ଟଫୋନ୍ ଆଣିଛି ଯାହାର…

ନୂଆ କଲରରେ ନଜର ଆସିବ Whatsapp, ମିଳିବ ଏହିସବୁ ପରିବର୍ତ୍ତନ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ଜଲଦି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। କମ୍ପାନୀ ନିଜର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ହ୍ବାଟସଆପର ନୂଆ କଲର ଆଣିପାରେ। ଏହି କଲର ଆଗରୁ ଥିବା କଲର ଠାରୁ ଅଳ୍ପ ବ୍ରାଇଟ୍ ରହିଛି। ଏହା କେବଳ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। କିଛିଦିନରେ ହ୍ବାଟସଆପର…

ଫୋନ ବ୍ୟାଟେରୀର ଜାଣନ୍ତୁ ଷ୍ଟାମିନା ସେଟିଂ, ଚାର୍ଜିଂ ସମସ୍ୟା ହେବ ଦୂର

ସ୍ମାର୍ଟଫୋନରେ ସମସ୍ତ ଜରୁରୀ ଫିଚର୍ସ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବ୍ୟାଟେରୀ କାପାସିଟି । ବ୍ୟାଟେରୀ କାପାସିଟିରୁ ଜଣାପଡେ ଯେ, ସ୍ମାର୍ଟଫୋନ ପୁରାଦିନରେ କେତେ ମାତ୍ରାରେ ଆପଣଙ୍କ ସାଥ୍ ଦେବ । ଯଦି ଆପଣଙ୍କ ବ୍ୟାଟେରୀ କାପାସିଟି କମ ରହିଛି , ଏହି ସମସ୍ୟା ପାଇଁ ଆପଣ ବାରମ୍ବାର ଫୋନ ଚାର୍ଜ…

ସେପ୍ଟେମ୍ବରରେ ଲଞ୍ଚ ହେବାକୁ ଯାଉଛି iphone 13, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ

ଆଇଫୋନ୍ 13 ସିରିଜ୍ ସେପ୍ଟେମ୍ବର ୧୪ ରେ ଲଞ୍ଚ ହେବାକୁ ଯାଉଛି । ଆଇଫୋନ୍ 13 ସିରିଜରେ ୪ ଟି ସ୍ମାର୍ଟଫୋନ୍ ମଡେଲ୍ ଯେପରିକି ଆଇଫୋନ୍ 13, ଆଇଫୋନ୍ 13 ପ୍ରୋ, ଆଇଫୋନ୍ 13 ମ୍ୟାକ୍ସ ଏବଂ ଆଇଫୋନ୍ 13 ମ୍ୟାକ୍ସ ଅଲଟ୍ରା ଲଞ୍ଚ କରାଯିବ ବୋଲି ଖବର ମିଳୁଛି । ଆଇଫୋନ୍ 13 ସିରିଜ୍ ସ୍ମାର୍ଟଫୋନର…