ଆଇପିଏଲ: ୬୭ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନରେ ହରାଇଲା ଲକ୍ଷ୍ନୌ
ଆଇପିଏଲର ୬୭ତମ ମ୍ୟାଚ୍ ରେ ମୁମ୍ବାଇକୁ ହରାଇଲା ଲକ୍ଷ୍ନୌ । ୱାଙ୍ଖଡେରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନ୍ ରେ ହରାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟସ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୬ ୱିକେଟ ହରାଇ ୨୧୪ ରାନ ସଂଗ୍ରହ କରିଥିଲା। ଜବାବରେ ୬ ୱିକେଟରେ ୧୯୬ ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଉଭୟ ଦଳ ଉଭୟ ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍…
Read More...