ବିଜେପିରେ ସାମିଲ ହେଲେ ଶେଖର ସୁମନ ଏବଂ ରାଧିକା ଖେଡା, ଅସମ୍ମାନିତ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ରାଧିକା
ବଲିଉଡ ଅଭିନେତା ଶେଖର ସୁମନ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିନୋଦ ତାଓ୍ଵଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କିଛିଦିନ ହେଲାଣି ହୀରାମଣ୍ଡିକୁ ନେଇ ଚର୍ଚ୍ଚାରେ ରହିଥିଲେ ଶେଖର ସୁମନ । ବିଜେପିରେ ଯୋଗ ଦେବା ପରେ ଶେଖର ସୁମନ କହିଛନ୍ତି, "ମୁଁ ଏହି ପଦକ୍ଷେପ ନେବି ବୋଲି ଗତକାଲି ପର୍ଯ୍ୟନ୍ତ ଜାଣିନଥିଲି । ଭଗବାନଙ୍କୁ ଧନ୍ୟବାଦ ସେ ମୋତେ ଏପରି କରିବାକୁ ନିର୍ଦ୍ଦେଶ…
Read More...