ସିଝୁଛି ଓଡ଼ିଶା: ଦିନ ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ତ୍ରାହି । ଗରମ କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଖରା ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ୧୧ଟା ୩୦ ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଦିନ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୪୦, କେନ୍ଦୁଝର ୪୦, ଚାନ୍ଦବାଲି ୩୯. ୬, ଭୁବନେଶ୍ବର ୩୯.୨, ହୀରାକୁଦ ୩୯. ୨ ଡିଗ୍ରୀ ତାପମାତ୍ରା…
Read More...