ଭୁବନେଶ୍ୱରରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ
ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମେଗା ରୋଡ ସୋ । ରେଣ୍ଟାଲ ଓମଫେଡ ଛକରୁ ଆରମ୍ଭ ହୋଇ ପଟିଆ ଛକ ପର୍ଯ୍ୟନ୍ତ ହୋଇଥିଲା ରୋଡ୍ ସୋ' । ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଦେଖିବାକୁ ସବୁ ଛକରେ ପ୍ରବଳ ଜନସମାଗମ ହୋଇଛି । ପ୍ରତି ଛକରେ ହୁଳୁହୁଳି ପକାଇ ଓ ଫୁଲ ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ…
Read More...