Browsing Tag

airport

ସୁଟକେସରେ ହେଉଥିଲା ଆନାକୋଣ୍ଡା ଚୋରା ଚାଲାଣ , ୧୦ ଟି ସାପ ଦେଖି ଯାତ୍ରୀ ଛାନିଆ

ବେଙ୍ଗାଲୁରୁର କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଯାତ୍ରୀଙ୍କୁ ଗିରଫ କରାଯିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ଯାତ୍ରୀ ୧୦ ଟି ହଳଦିଆ ଆନାକୋଣ୍ଡା ଚୋରା ଚାଲାଣ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଏହି ସବୁ…

AAI ଚାକିରି : ଜୁନିଅର ଏଗଜିକ୍ୟୁଟିଭ ପଦବୀ ପାଇଁ ଭର୍ତ୍ତି, ଦରମା ମାସକୁ ଦେଢ ଲକ୍ଷ ଟଙ୍କା

ଗ୍ରାଜୁଏସନ ପାସ୍‌ କରିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୪୯୦ ଜୁନିଅର ଏଗଜିକ୍ୟୁଟିଭ ପଦବୀ ଖାଲିପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ…

ଗରମ ଲାଗିବାରୁ ଏୟାରପୋର୍ଟରେ ଡ୍ରେସ୍ ଖୋଲିଦେଲେ ଉର୍ଫି, ଭାଇରାଲ ହେଉଛି ଫଟୋ

ଉର୍ଫି ଜାଭେଦ୍‌ ମନୋରଞ୍ଜନ ଦୁନିଆର ଏକ ଚର୍ଚ୍ଚିତ ନାଁ । ନିଜର ବୋଲ୍ଡ ଲୁକ୍‌ ଏବଂ ବୋଲ୍ଡ ଡ୍ରେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଉର୍ଫି । ବର୍ତ୍ତମାନ ସେ ନା କୌଣସି ସିରିଏଲ୍‌ରେ ନଜର ଆସୁଛନ୍ତି ନା କୌଣସି ଫିଲ୍ମ ତାଙ୍କର ଆସୁଛି, ତଥାପି ଲାଇମ୍‌ଲାଇଟ୍‌ରେ କୌଣସି ବଡ଼…

ସ୍ୱାମୀ ଏବଂ ଝିଅ ସହ ଏୟାରପୋର୍ଟରେ ନଜର ଆସିଲେ ପ୍ରିୟଙ୍କା, ଭାଇରାଲ ହେଉଛି ଫଟୋ

ନିକଟରେ ପ୍ରିୟଙ୍କା ଚୋପ୍ରା ଏୟାରପୋର୍ଟରେ ନଜର ଆସିଛନ୍ତି । ଯେଉଁଠାରେ ତାଙ୍କୁ ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମାଲତୀଙ୍କ ସହ ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଅଭିନେତ୍ରୀ ଜଣକ ତାଙ୍କ ଝିଅ ମାଳତୀକୁ ନିଜ କୋଳରେ ଧରିଥିଲେ…

ଏହି ୫ଟି ଦେଶ ଯେଉଁଠାରେ ବିମାନବନ୍ଦର ନାହିଁ, ବିନା ଦ୍ୱନ୍ଦରେ ଲୋକମାନେ କରିଥାଆନ୍ତି ଯାତାୟତ

ଆଜିର ଯୁଗରେ, ଯେତେବେଳେ ବିଜ୍ଞାନ ଏତେ ଅଗ୍ରଗତି କଲା ଯେ ଆମେ ଘଣ୍ଟା ମଧ୍ୟରେ ମାଇଲ୍ ଅତିକ୍ରମ କରିଥାଉ, ତଥାପି ଦୁନିଆରେ କିଛି ଦେଶ ଅଛନ୍ତି, ଯେଉଁମାନଙ୍କର ନିଜସ୍ୱ ବିମାନବନ୍ଦର ମଧ୍ୟ ନାହିଁ । ଆଜି ଆମେ ସେହି ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା କରିବୁ ଯେଉଁଠାରେ ଲୋକମାନେ ପୃଥିବୀର କୋଣ…

ଆସନ୍ତା ୫ରେ ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ରେ ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ । ଏନେଇ ଏୟାର ଅନ୍ ଇଣ୍ଡିଆ ବିମାନ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ ହୋଇଛି ।…

AAI ରେ ଭର୍ତ୍ତି ସୁଯୋଗ, ୪୯୦ ପଦବୀ ପାଇଁ ଜାଣନ୍ତୁ କେବେଠୁ କରିବେ ଆବେଦନ

ଏୟାରପୋର୍ଟରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଭଲ ଖବର । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଜୁନିଅର ଏଗଜିକ୍ୟୁଟିଭ ପାଇଁ ୪୯୦ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ଗେଟ୍‌ ୨୦୨୪ ଆଧାରରେ ହେବ । ଏହି ଭର୍ତ୍ତି ଦେଶର ବିଭିନ୍ନ ଶାଖାରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ…

ବିମାନ ବନ୍ଦରରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ, ଓହ୍ଲାଇବାର ଅଧଘଣ୍ଟା ଭିତରେ ମିଳିବ ବ୍ୟାଗେଜ

ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କୁ ବ୍ୟାଗେଜ ମିଳିବାରେ ହେଉଥିବା ବିଳମ୍ବର ସମସ୍ୟା ଦୂର ହେବାକୁ ଯାଉଛି । ବ୍ୟାଗେଜ ମିଳିବାରେ ବିଳମ୍ବ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି(BCAS) । ବିମାନ…

ଦିଲ୍ଲୀ: ଘନ କୁହୁଡ଼ି ଓ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ, ଶୀତରେ ଥରୁଛି ଉତ୍ତର ଭାରତ

ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ଏବଂ କମ୍‌ ଦୃଶ୍ୟମାନ ଯୋଗୁ ୭ ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଖରାପ ପାଣିପାଗ ହେତୁ ରବିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ୭ଟି ବିମାନକୁ ଅନ୍ୟ ସହରକୁ ଡାଏଭର୍ଟ କରାଯାଇଛି । ଜଣେ ଅଧିକାରୀଙ୍କ ମୁତାବକ, ଭୋର୍‌ ୪ଟା ୩୦ରୁ ସକାଳ ୭ଟା ୩୦ ମଧ୍ୟରେ…

ଆକାଶ ପଥ ସହ ଯୋଡ଼ି ହେଲା ମାଲକାନଗିରି, ଲାଲଗଡ଼ରେ ବିମାନ ବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି (କେନ୍ୟୁଜ): ଲାଲଗଡ଼କୁ ସିଧାବିମାନ ।  ବିକାଶ ଯାତ୍ରାରେ ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ନୂଆ ପର୍ଦ୍ଦ । ଗୁରୁପ୍ରିୟା ସେତୁ ପରେ ଆକାଶପଥରେ ଯୋଡ଼ି ହୋଇଛି ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ, ଆଜି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି (କେନ୍ୟୁଜ): ଲାଲଗଡ଼କୁ ଉଡ଼ିବ ବିମାନ । ମାଲକାନଗିରି ଜିଲ୍ଲା ବିକାଶରେ ଯୋଡ଼ିବ ଆଉ ଏକ ପର୍ଦ୍ଦ । ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ । ରାଜଧାନୀକୁ ଆରମ୍ଭ ହେବ ବିମାନ ସେବା । ଆଜି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ…

ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ, ଦୁଇ ଦିନ ପରେ ଟ୍ରାୟଲ ରନ

 ମାଲକାନଗିରି : ଦୁଇ ଦିନ ପରେ ମାଲକାନଗିରି ଏୟାରପୋର୍ଟ ରେ ହେବ ଟ୍ରାୟଲ ରନ । ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ । ଅଳ୍ପ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିବେ । ଏହା ଆରସିଏସ ଉଡାନ ଯୋଜନାରେ ସାମିଲ ହେବ ।  ଏହି ବିମାନ ବନ୍ଦରରେ 1600 ମିଟର…